Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ...

  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ...

  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ...

  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ...

  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ...

  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

Home ›› ››ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ: ପାଣ୍ଡିଆନ

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ: ପାଣ୍ଡିଆନ

2024-05-24 06:39:02
14120
Share:
Facebook
Twitter
E-Mail
WhatsApp
Telegram
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ: ପାଣ୍ଡିଆନ

ଭୁବନେଶ୍ୱର: ଓଡ଼ିଶାବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦରେ ତୃତୀୟ ପର୍ୟ୍ୟାୟରେ ହିଁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ  । ଚତୁର୍ଥ ପର୍ୟ୍ୟାୟରେ ବିଜେଡି ଆସନ ସଂଖ୍ୟା ବୃଦ୍ଧି କରିବ । କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭୋଟରେ ବିଜୟୀ ହେବେ । ବିଏସକେୱାଇ କାର୍ଡ ହେଉଛି ଐତିହାସିକ ଯୋଜନା ଯାହା ସାରା ଓଡ଼ିଶାରେ ପ୍ରଭାବ ପକାଇଛି । ଆଗାମୀ ଦିନରେ ଏହି ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ ।
ସାମ୍ବାଦିକ ସମ୍ମିଳନୀରେ  ପାଣ୍ଡିଆନ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ଭଲ ଫଳାଫଳ ହେବ । ୨୦୧୪ରେ ବିରୋଧୀ ପରିବର୍ତ୍ତନର କଥା କହିଥିଲେ । ଏହା ହେଉଛି ବିରୋଧୀଙ୍କର ରାଜନୈତିକ ଷ୍ଟ୍ରାଟେଜି । କିନ୍ତୁ ଏବେ ପୂରା ଓଡ଼ିଶାରେ ନବୀନ ହାୱା ଚାଲିଛି । ଓଡ଼ିଶାର ପରିବର୍ତ୍ତନ ହେଉଛି । କାରଣ ଓଡ଼ିଶାରେ ରୂପାନ୍ତରଣ ଚାଲିଛି । ନୂଆ ଓଡ଼ିଶା ଗଠନ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆସିଛି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ ।

ଏହାସହ ବିରୋଧୀ ବିଜେପିକୁ ନେଇ ପାଣ୍ଡିଆନ କହିଛନ୍ତି, ବିଜେପିର ଟାର୍ଗେଟ ୩୦ ଆସନ ରହିଛି । କିନ୍ତୁ ୩୦ ଆସନରୁ ବିଜେପି କେତେ ପାଉଛି ତାହା ନିର୍ବାଚନ ପରେ ଜାଣିପାରିବେ । ୨୦୧୪, ୨୦୧୯ରେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଆସିଥିଲେ କିନ୍ତୁ ଫଳ କଣ ହେଲା ତାହା ପୂରା ଓଡ଼ିଶାବାସୀ ଦେଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ବିଜେପିକୁ ମହଙ୍ଗା ପଡିବ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇ ଆସନ୍ତୁ କିଭଳି ଓଡ଼ିଶା ଭଳି ଆସାମକୁ ବିକାଶ ପଥରେ ଆଗେଇ ନେବେ । ଏହାସହ ନବୀନ କିଭଳି ୨୪ ବର୍ଷ ପରେ ମଧ୍ୟ ଲୋକପ୍ର୍ରିୟ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି କହି  କଟାକ୍ଷ କରିଛନ୍ତି ପାଣ୍ଡିଆନ ।

Powered by Froala Editor

Tags Pandiyan

Related articles Odisha News Lens 4.1

  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ
    ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15314
    Mar 09, 2026
  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13858
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14015
    Mar 09, 2026
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !

    13509
    Mar 10, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ
    ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14880
    Mar 08, 2026
  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର
    ମନୋରଞ୍ଜନ

    ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର

    13556
    Mar 10, 2026
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ
    ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14562
    Mar 10, 2026
  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...
    ଦେଶ-ଦେଶାନ୍ତର

    ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...

    13951
    Mar 10, 2026
  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ
    ଦେଶ-ଦେଶାନ୍ତର

    ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ

    14595
    Mar 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ ଚାରି ଦିନ କାମ କରିବ

    13951
    Mar 10, 2026
  • ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14562
    Mar 10, 2026
  • ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14015
    Mar 09, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17364
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14832
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14727
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15174
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15328
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14529
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14015
    Mar 09, 2026
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !

    13509
    Mar 10, 2026
  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ

    14595
    Mar 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In