Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ...

  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ...

  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ...

  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା

  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ...

  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ...

  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ...

Home ›› ››ଅଫିସ ଚାପରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ ଜାଣି ରଖନ୍ତୁ....

ଅଫିସ ଚାପରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ ଜାଣି ରଖନ୍ତୁ....

2024-05-18 04:14:15
16251
Share:
Facebook
Twitter
E-Mail
WhatsApp
Telegram
ଅଫିସ ଚାପରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ ଜାଣି ରଖନ୍ତୁ....

ଆଜିର ବ୍ୟସ୍ତବହୁଳ ଜୀବନରେ ଅଫିସ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣତଃ। ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍‌‌ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି। ହେଲେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସବୁ ଟିପ୍ସ ଆପଣାନ୍ତୁ ଅଫିସ ଚାପରୁ ମୁକ୍ତି ପାଇବେ।

୧- ସର୍ବ ପ୍ରଥମେ ଅଫିସରେ ନିଜର କାର୍ୟ୍ୟକୁ ପ୍ରାଥମିକତା ଦିଅନ୍ତୁ। ସବୁ କାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ କେଉଁଟା ତାହାକୁ ପ୍ରଥମେ କରିବାକୁ ପ୍ରୟାସ କରନ୍ତୁ। ଏକ ତାଲିକା ପ୍ରସ୍ତୁତ କରି କାର୍ୟ୍ୟ କରନ୍ତୁ। ଏହା ଆପଣଙ୍କ କାର୍ୟ୍ୟକୁ ସହଜ କରିବ ଏବଂ ଚାପରୁ ମୁକ୍ତି ଦେବ।
୨ -ମାନସକି ଚାପ ଫଳରେ ଆମକୁ ଲାଗେ ସମୟ ପର୍ୟ୍ୟାପ୍ତ ଆମ ପାଖରେ ନାହିଁ। ତେଣୁ ସମୟ ପରିଚାଳନା କରିବା ଶିଖନ୍ତୁ। ପ୍ରତ୍ୟେକ କାର୍ୟ୍ୟ ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ ଏବଂ ସେହି ଅନୁସାରେ କାର୍ୟ୍ୟ କରନ୍ତୁ। କାମ ମଧ୍ୟରେ ଛୋଟ ବିରତି ନେଇ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ।
୩- ଅଫିସ କାମ ସରିବା ପରେ ଏହାକୁ ଅଫିସରେ ଛାଡି ଆସନ୍ତୁ। ଘରକୁ ଯିବା ପରେ ଫୋନ୍‌‌ କିମ୍ବା ଇମେଲ ଦେଖନ୍ତୁ ନାହିଁ। ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦିଅନ୍ତୁ। ଯାହା ଆପଣଙ୍କୁ ଆରାମଦାୟକ ହେବ ତାହା କରିବାକୁ ଚେଷ୍ଟା କରନ୍ତୁ।
୪- ପ୍ରତ୍ୟେକ ପରିସ୍ଥିତିରେ ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ। ନକରାତ୍ମକ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ସମସ୍ତଙ୍କ ଜୀବନରେ ଅସୁବିଧା ରହିଥାଏ, କିନ୍ତୁ ଏକ ସକରାତ୍ମକ ମନୋଭାବ ସହିତ ସେମାନଙ୍କୁ ସାମ୍ନା କରନ୍ତୁ।
୫ -ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବାକୁ ସମୟ କାଢନ୍ତୁ। ଏହାଦ୍ୱାରା କେବଳ ଶରୀର ସୁସ୍ଥ ରହିବ ନାହିଁ ବରଂ ଆପଣଙ୍କୁ ମାନସିକ ଚାପକୁ ମଧ୍ୟ ହ୍ରାସ କରିଥାଏ।
୬- ଆପଣ ଯାହା ଖାଉଛନ୍ତି ତାହା ସୁସ୍ଥ ହୋଇଥିବା ଆବଶ୍ୟକ। ବାହାରୁ ଜଙ୍କ ଫୁଡ ଖାଦ୍ୟଠାରୁ ଦୁରେଇ ରୁହନ୍ତୁ ଏବଂ ଏକ ସୁସ୍ଥ ଖାଦ୍ୟ ଖାଆନ୍ତୁ। ଏଥିରେ ଫଳ, ପନିପରିବା ଏବଂ ଡାଲି ଜାତୀୟ ଖାଦ୍ୟକୁ ସାମିଲ କରନ୍ତିୁ। ଏଥିରୁ ଶକ୍ତି ମିଳିବା ସହିତ ମନ ତୀକ୍ଷ୍ଣ ରହିବ।
୭- ଭଲ ଖାଦ୍ୟ ସହିତ ଭଲ ନିଦ୍ରା ହେବା ଅତ୍ୟନ୍ତ ଆବଶ୍ୟକ। ପ୍ରତିଦିନ ଅତି କମରେ ୭ରୁ ୮ଘଣ୍ଟା ଶୋଇବା ଉଚିତ। ନିଦ୍ରାର ଅଭାବ ହେତୁ ଆପଣ କ୍ରୋଧିତ ହୁଅନ୍ତି ଏବଂ କାର୍ୟ୍ୟରେ ସଠିକ୍‌‌ ଭାବେ ଧ୍ୟାନ ଦେବା କଷ୍ଟକର ହୋଇଥାଏ।
୮- ଅଫିସରେ ସହକର୍ମୀମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହିତ ସକରାତ୍ମକ ସମ୍ପର୍କ ଗଢନ୍ତୁ। ଅଫିସ ପରିବେଶରେ କାର୍ୟ୍ୟ କରିବା ଶୈଳୀକୁ ମଜାଳିଆ କରନ୍ତୁ ଏବଂ ଚାପକୁ ମଧ୍ୟ ହ୍ରାସ କରନ୍ତୁ।
୯- ନିରନ୍ତର କାର୍ୟ୍ୟ କରିବାରୁ ବିରତି ନିଅନ୍ତୁ। ଅତ୍ୟଧିକ କାମରୁ ବିରତି ନେଇ ଭଲ ସ୍ଥାନ ବୁଲିବାକୁ ଯାଆନ୍ତୁ। ନଚେତ ଘରେ ରହି ଯେତେ ସମ୍ଭବ ବିଶ୍ରାମ କରିବାକୁ ପ୍ରୟାସ କରନ୍ତୁ। ଏହାପରେ କାମକୁ ଫେରିବା ପାଇଁ ଆପଣଙ୍କ ମାଇଣ୍ଡ ଫ୍ରେସ ଲାଗିବ।
୧୦- ଅଫିସରେ ବେଳେବେଳେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ପଡିଥାଏ। ହେଲେ ଆପଣଙ୍କ ଉପରେ କାମ ଅଧିକ ପଡିଲେ ମନା କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ନିଜର ସିନିୟରଙ୍କୁ କାର୍ୟ୍ୟ ଭାର ସମ୍ପର୍କରେ ଅବଗତ କରାନ୍ତୁ। ଅତ୍ୟଧିକ କାମ କରିବାକୁ ଆପଣ ସକ୍ଷମ ନୁହଁନ୍ତି ବୋଲି ଅବଗତ କରାନ୍ତୁ।

Powered by Froala Editor

Tags Office pressures

Related articles Odisha News Lens 4.1

  • ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଭିସା ଆବେଦନ ପୂର୍ବରୁ କଣ କରିବେ ଜାଣନ୍ତୁ....

    14611
    Mar 29, 2026
  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ
    ଦେଶ-ଦେଶାନ୍ତର

    ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

    15217
    Mar 30, 2026
  • ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ
    ଦେଶ-ଦେଶାନ୍ତର

    ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଟିଭିକେ ମୁଖ୍ୟ ବିଜୟ

    14729
    Mar 29, 2026
  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15353
    Mar 28, 2026
  • ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ
    ଦେଶ-ଦେଶାନ୍ତର

    ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

    14311
    Mar 30, 2026
  • ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...
    ଦେଶ-ଦେଶାନ୍ତର

    ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକଜୁଟ୍ ହୋଇ ରହିବାକୁ ଅପିଲ୍ କଲେ ...

    14002
    Mar 29, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
    ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14352
    Mar 28, 2026
  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
    ଜିଲ୍ଲା ପରିକ୍ରମା

    ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14920
    Mar 30, 2026
  • ୯ ବିଜେଡି କାଉନସିଲର ସମୂହ ଇସ୍ତଫା
    ରାଜନୀତି

    ୯ ବିଜେଡି କାଉନସିଲର ସମୂହ ଇସ୍ତଫା

    13687
    Mar 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକୀୟ ଏୟାରବେସ୍‌କୁ ବଡ଼ ଧରଣର ଆକ୍ରମଣ

    14311
    Mar 30, 2026
  • ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14352
    Mar 28, 2026
  • ଦେଶ-ଦେଶାନ୍ତର

    ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

    15217
    Mar 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15851
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15303
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15448
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15072
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14051
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15030
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15536
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13831
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

    15217
    Mar 30, 2026
  • ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    14920
    Mar 30, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ସସ୍ମିତ ପାତ୍ର

    14154
    Mar 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In