Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ...

  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ...

ରାଜ୍ୟ
Home ›› ରାଜ୍ୟ ››ବିଜେପି ପ୍ରାର୍ଥୀ ତାଲିକା: ଜାଣନ୍ତୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ

ବିଜେପି ପ୍ରାର୍ଥୀ ତାଲିକା: ଜାଣନ୍ତୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ

2024-04-02 10:06:41
14122
Share:
Facebook
Twitter
E-Mail
WhatsApp
Telegram
ବିଜେପି ପ୍ରାର୍ଥୀ ତାଲିକା: ଜାଣନ୍ତୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ

 

ନଂ ବିଧାନସଭା ଆସନ ପ୍ରାର୍ଥୀ

୧  ପଦ୍ମପୁର          ଗୋବର୍ଦ୍ଧନ ଭୋଏ

୨  ବିଜେପୁର        ସନତ କୁମାର ଗର୍ତିଆ

୩  ବରଗଡ        ଅଶ୍ୱିନୀ କୁମାର ଷଡଙ୍ଗୀ

୪  ଅତାବିରା        ନିହାର ରଞ୍ଜନ ମହାନନ୍ଦ

୫ ଭଟଲୀ         ଇରାଶିଷ ଆଚାର୍ୟ୍ୟ

୬ ବ୍ରଜରାଜନଗର ସୁରେଶ ପୂଜାରୀ

୭ ଝାରସୁଗୁଡା         ଟଙ୍କଧର ତ୍ରୀପାଠି

୮ ତଲସରା         ଭବାନୀ ଶଙ୍କର ଭୋଇ

୯ ସୁନ୍ଦରଗଡ        କୁସୁମ ଟେଟେ

୧୦ ବୀରମିତ୍ରପୁର ଶଙ୍କର ଓରାମ

୧୧ ରଘୁନାଥପାଲ୍ଲୀ ଦୁର୍ଗାଚରଣ ତନ୍ତୀ

୧୨ ରାଜଗାଙ୍ଗପୁର ନରସିଂହ ମିଞ୍ଜ୍

୧୩ ବଣେଇ      ସେବତୀ ନାୟକ

୧୪ କୁଚିଣ୍ଡା      ରବିନାରାୟଣ ନାୟକ

୧୫ ରେଙ୍ଗାଳି       ନାଉରୀ ନାୟକ

୧୬ ସମ୍ବଲପୁର       ଜୟନାରାୟଣ ମିଶ୍ର

୧୭ ରେଢାଖୋଲ ଦେବେନ୍ଦ୍ର ମହାପାତ୍ର

୧୮ ଦେଓଗଡ       ସୁବାଷ ଚନ୍ଦ୍ର ପାଣିଗ୍ରାହୀ

୧୯ ଆନନ୍ଦପୁର      ଆଲୋକ କୁମାର ସେଠୀ

୨୦ କେନ୍ଦୁଝର     ମୋହନ ଚରଣ ମାଝୀ

୨୧ ଯଶୀପୁର    ଗଣେଶ ରାମ ସିଂ ଖୁଣ୍ଟିଆ

୨୨ ଉଦଳା      ଭାସ୍କର ମଢେଇ

୨୩ ବଡସାହି      ସନାତନ ବିଜୁଳି

୨୪ ବାରିପଦା     ପ୍ରକାଶ ସୋରେନ

୨୫ ମୋରଡା    କୃଷ୍ଣଚନ୍ଦ୍ର ମହାପାତ୍ର

୨୬ ଜଳେଶ୍ୱର     ବ୍ରଜ ପ୍ରଧାନ

୨୭ ବାଲେଶ୍ବର     ମାନସ କୁମାର ଦତ୍ତ

୨୮ ରେମୁଣା     ଗୋବିନ୍ଦ ଚନ୍ଦ୍ର ଦାସ

୨୯ ସୋରୋ     ରାଜେନ୍ଦ୍ର ଦାସ

୩୦ ସିମୁଳିଆ     ପଦ୍ମ ଲୋଚନ ପଣ୍ଡା

୩୧ ଭଦ୍ରକ     ଶୀତାଂଶୁ ଶେଖର ମହାପାତ୍ର

୩୨ ଧାମନଗର      ସୂର୍ୟ୍ୟବଂଶୀ ସୂରଜ

୩୩ ଚାନ୍ଦବାଲି     ମନମୋହନ ସାମଲ

୩୪ ବିଞ୍ଝାରପୁର    ବବିତା ମଲ୍ଲିକ

୩୫ ବଡଚଣା     ଅମର କୁମାର ନାୟକ

୩୬ ଧର୍ମଶାଳା    ସ୍ମୃତିରେଖା ପାହି

୩୭ ଯାଜପୁର    ଗୌତମ ରାୟ

୩୮ କୋରେଇ     ଆକାଶ ଦାସ ନାୟକ

୩୯ ସୁକିନ୍ଦା    ପ୍ରଦୀପ ବଳସାମନ୍ତ

୪୦ ଢେଙ୍କାନାଳ      କୃଷ୍ଣଚନ୍ଦ୍ର ପାତ୍ର

୪୧ କାମାକ୍ଷାନଗର ଶତ୍ରୁଘ୍ନ ଜେନା

୪୨ ପରଜଙ୍ଗ     ବିଭୂତି ଭୂଷଣ ପ୍ରଧାନ

୪୩ ପାଲଲହଡା       ଅଶୋକ ମହାନ୍ତି

୪୪ ତାଳଚେର     କାଳନ୍ଦୀ ଚରଣ ସାମଲ

୪୫ ଅନୁଗୋଳ      ପ୍ରତାପ ଚନ୍ଦ୍ର ପ୍ରଧାନ

୪୬ ଛେଣ୍ଡିପଦା      ଅଗସ୍ତୀ ବେହେରା

୪୭ ଆଠମଲ୍ଲିକ      ସଞ୍ଜୀବ ସାହୁ

୪୮ ବୀରମହାରାଜପୁର    ରଘୁନାଥ ଜଗଦଲ୍ଲା

୪୯ ସୋନପୁର      ପ୍ରମୋଦ ମହାପାତ୍ର

୫୦ ଲୋଇସିଂହା      ମୁକେଶ ମହାଲିଙ୍ଗ

୫୧ ପାଟଣାଗଡ     କନକବର୍ଦ୍ଧନ ସିଂହଦେଓ

୫୨ ବଲାଙ୍ଗୀର     ଗୋପାଳଜୀ ପାଣିଗ୍ରାହୀ

୫୩ ଟିଟିଲାଗଡ      ନବୀନ ଜୈନ

୫୪ କଣ୍ଟାବାଞ୍ଜି     ଲକ୍ଷ୍ମଣ ବାଗ

୫୫ ନୂଆପଡା     ଅଭିନନ୍ଦନ କୁମାର ପଣ୍ଡା

୫୬ ଖଡିଆଳ      ହିତେଶ କୁମାର ବାବର୍ତ୍ତୀ

୫୭ ଉମରକୋଟ     ନିତ୍ୟାନନ୍ଦ ଗୋଣ୍ଡ

୫୮ ନବରଙ୍ଗପୁର      ଗୌରୀ ଶଙ୍କର ମାଝୀ

୫୯ ଲାଞ୍ଜିଗଡ      ରମେଶ ଚନ୍ଦ୍ର ମାଝୀ

୬୦ ଜୁନାଗଡ       ମନୋଜ କୁମାର ମେହେର

୬୧ ଧର୍ମଗଡ           ସୁଧିର ପାଟ୍ଟଯୋଶୀ

୬୨ ଭବାନୀପାଟଣା      ପ୍ରଦୀପ୍ତ କୁମାର ନାୟକ

୬୩ ନର୍ଲା                ଅନିରୁଦ୍ଧ ପ୍ରଧାନ

୬୪ ବାଲିଗୁଡା       କଳ୍ପନା କୁମାରୀ କହଁର

୬୫ ଜି. ଉଦୟଗିରି     ମାନଗୋବିନ୍ଦ ପ୍ରଧାନ

୬୬ ଫୁଲବାଣୀ     ଉମାଚରଣ ମଲ୍ଲିକ

୬୭ କଣ୍ଟାମାଳ    କହ୍ନେଇ ଚରଣ ଡାଙ୍ଗ

୬୮ ବୌଦ୍ଧ        ସରୋଜ ପ୍ରଧାନ

୬୯ ବଡମ୍ବା         ସମ୍ବିତ ତ୍ରୀପାଠି

୭୦ ବାଙ୍କୀ        ତୁଷାର କାନ୍ତ ଚକ୍ରବର୍ତ୍ତୀ

୭୧ ଆଠଗଡ        ଅଭୟ କୁମାର ବାରିକ

୭୨ ଚୌଦ୍ୱାର କଟକ        ନୟନ କିଶୋର ମହାନ୍ତି

୭୩ ନିଆଳି          ଛବି ମଲ୍ଲିକ

୭୪ କଟକ ସଦର     ପ୍ରକାଶ ଚନ୍ଦ୍ର ସେଠୀ

୭୫ ମାହାଙ୍ଗା      ସୁମନ୍ତ କୁମାର ଘଡେଇ

୭୬ ପାଟକୁରା      ତେଜେଶ୍ୱର ପରିଡା

୭୭ ଆଳି        କୃଷ୍ଣଚନ୍ଦ୍ର ପଣ୍ଡା

୭୮ ମହାକାଳପଡା     ଦୁର୍ଗାପ୍ରସନ୍ନ ନାୟକ

୭୯ ପାରାଦ୍ୱୀପ         ସମ୍ପଦ କୁମାର ସ୍ୱାଇଁ

୮୦ ତିର୍ତ୍ତୋଲ        ରାଜକିଶୋର ବେହେରା

୮୧ ନିମାପଡା    ପ୍ରଭାତୀ ପରିଡା

୮୨ ପୁରୀ       ଜୟନ୍ତ କୁମାର ଷଡଙ୍ଗୀ

୮୩ ବ୍ରହ୍ମଗିରି    ଉପାସନା ମହାପାତ୍ର

୮୪ ସତ୍ୟବାଦୀ     ଓମ ପ୍ରକାଶ ମିଶ୍ର

୮୫ ପିପିଲି          ଆଶ୍ରିତ କୁମାର ପଟ୍ଟନାୟକ

୮୬ ଜୟଦେବ       ଅରବିନ୍ଦ ଢାଲି

୮୭ ଭୁବନେଶ୍ୱର ମଧ୍ୟ    ଜଗନ୍ନାଥ ପ୍ରଧାନ

୮୮ ଭୁବନେଶ୍ୱର ଉତ୍ତର     ପ୍ରିୟଦର୍ଶୀ ମିଶ୍ର

୮୯ ଏକାମ୍ର ଭୁବନେଶ୍ୱର    ବାବୁ ସିଂ

୯୦ ଜଟଣୀ      ବିଶ୍ୱରଞ୍ଜନ ବଡଜେନା

୯୧ ଚିଲିକା     ପୃଥ୍ୱୀରାଜ ହରିଚନ୍ଦନ

୯୨ ରଣପୁର    ତାପସ ରଞ୍ଜନ ମାର୍ଥା

୯୩ ଖଣ୍ଡପଡା      ଦୁଷ୍ମନ୍ତ ସ୍ୱାଇଁ

୯୪ ଦଶପଲ୍ଲା      ରାଘବ ମଲ୍ଲିକ

୯୫ ନୟାଗଡ      ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

୯୬ ଭଞ୍ଜନଗର       ପ୍ରଦ୍ୟୁମ୍ନ କୁମାର ନାୟକ

୯୭ ପୋଲସରା      ଗୋକୁଳ ନନ୍ଦ ମଲ୍ଲିକ

୯୮ କବିସୂର୍ୟ୍ୟ ନଗର   ପ୍ରତାପଚନ୍ଦ୍ର ନାୟକ

୯୯ ଖଲ୍ଲିକୋଟ          ପୂର୍ଣ୍ଣଚନ୍ଦ୍ର ସେଠୀ

୧୦୦ ଛତ୍ରପୁର      କୃଷ୍ଣଚନ୍ଦ୍ର ନାୟକ

୧୦୧ ଆସ୍କା        ସରୋଜ କୁମାର ପାଢୀ

୧୦୨ ସୋରଡା      ନୀଳମଣି ବିଶୋଇ

୧୦୩ ହିଞ୍ଜିଳି         ଶିଶିର ମିଶ୍ର

୧୦୪ ଗୋପାଳପୁର     ବିଭୂତି ଭୂଷଣ ଜେନା

୧୦୫ ବ୍ରହ୍ମପୁର          କେ ଅନୀଲ କୁମାର

୧୦୬ ଦିଗପହଣ୍ଡି        ସିଦ୍ଧାନ୍ତ ମହାପାତ୍ର

୧୦୭ ଚିକିଟି             ମନୋରଞ୍ଜନ ଦ୍ୟାନ ସାମନ୍ତରାୟ

୧୦୮ ପାରଳାଖେମୁଣ୍ଡି       ନାରାୟଣ ରାଓ

୧୦୯ ଗୁଣୁପୁର            ତ୍ରୀନାଥ ଗମାଙ୍ଗ

୧୧୦ କୋରାପୁଟ       ରଘୁରାମ ମାଚ୍ଛା

୧୧୧ ପଟ୍ଟାଙ୍ଗୀ            ଚୈତନ୍ୟ ହନ୍ତାଳ

୧୧୨ ମାଲକାନଗିରି        ନରସିଂହ ମାଡକାମୀ

Powered by Froala Editor

Tags Bjp

Related articles Odisha News Lens 4.1

  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15052
    Sep 30, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
    ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15347
    Sep 30, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15328
    Oct 01, 2026
  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14961
    Sep 30, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15111
    Oct 01, 2026
  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି
    ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14464
    Sep 30, 2026
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14414
    Oct 01, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ
    ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    15012
    Sep 30, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15561
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14414
    Oct 01, 2026
  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15052
    Sep 30, 2026
  • ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14961
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17139
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17829
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17794
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18210
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15157
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14010
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15749
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15315
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14690
    Sep 18, 2026

ବାଣିଜ୍ୟ

ଭାରତରେ ‘Apple Pay’ ପ୍ରବେଶ

ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14385
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14340
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15953
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14437
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

    15328
    Oct 01, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14776
    Sep 30, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15111
    Oct 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In