Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ...

  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ...

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

Home ›› ››ଅଣ୍ଟା ଦରଜ ଦୂର କରିବା ପାଇଁ ଦେଶୀ ଉପାୟ

ଅଣ୍ଟା ଦରଜ ଦୂର କରିବା ପାଇଁ ଦେଶୀ ଉପାୟ

2024-03-16 05:05:57
15667
Share:
Facebook
Twitter
E-Mail
WhatsApp
Telegram
ଅଣ୍ଟା ଦରଜ ଦୂର କରିବା ପାଇଁ ଦେଶୀ ଉପାୟ

ଆସନ୍ତୁ ଜାଣିବା ଅଣ୍ଟା ଦରଜର ପ୍ରକୃତ କାରଣ ଏବଂ ଏହାକୁ ଦୂର କରିବାକୁ କିଛି ଦେଶୀ ଉପାୟ।


କାହିଁକି ହୁଏ ଅଣ୍ଟା ଦରଜ

୧. ନିଜ ଶାରୀରିକ ଶକ୍ତିଠାରୁ ଅଧିକ ବୋଝ ଉଠାଇବା ଦ୍ୱାରା ଅଣ୍ଟା ଦରଜ ହୋଇଥାଏ।

୨. ଭୁଲ‌ ଖାଦ୍ୟ, ପାନୀୟ ଦ୍ୱାରା ଶରୀରରେ ବାୟୁ ପ୍ରକୋପ ହୁଏ। ଏହା ଅଣ୍ଟା ଦରଜର କାରଣ ହୋଇଥାଏ। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ।

୩. ପର୍ୟ୍ୟାପ୍ତ ପୌଷ୍ଟିକ ଖାଦ୍ୟ ଅଭାବରେ ଶାରୀରିକ ଦୁର୍ବଳତା ବୃଦ୍ଧିପାଏ। ଯାହାଦ୍ୱାରା ଅଣ୍ଟା ଦରଜ ହୋଇଥାଏ।

୪. କୌଣସି ରୋଗ ଦୀର୍ଘଦିନ ଧରି ରିହଲେ ଶରୀର ଦୁର୍ବଳ ହୁଏ। ଯାହା ଅଣ୍ଟା ଦରଜର କାରଣ ହୁଏ।

ଦେଶୀ ଉପାୟରେ କେମିତି କରିବେ ଅଣ୍ଟା ଦରଜର ଉପଚାର

୧. ରସୁଣ ଛେଚି ସୋରିଷ ତେଲରେ ପକାଇ ତାକୁ ଫୁଟାନ୍ତୁ। ଥଣ୍ଡା ହେବା ପରେ ଅଣ୍ଟାରେ ମାଲିସ‌ କରନ୍ତୁ। ଏହାଦ୍ୱାରା ପୀଡା ଠିକ୍ ହୋଇଯାଏ।

୨. ସୋରିଷ ତେଲରେ ରସୁଣ ବଦଳରେ ଯଦି ଆମେ ଶୁଣ୍ଠି ପକାଇ ତାକୁ ଅଣ୍ଟାରେ ମାଲିସ କରିବା ତା ଦ୍ୱାରା ମଧ୍ୟ ଲାଭ ମିଳିଥାଏ।

୩. ତାର୍ପିନ୍‌ ତେଲ ମାଲିସ କିରବା ଦ୍ୱାରା ମଧ୍ୟ ଅଣ୍ଟାପୀଡ଼ା ଭଲ ହୋଇଯାଏ।

୪. ଅଖରୋଟ୍ ନିୟମିତ ସପ୍ତାହେ ଧରି ଖାଇଲେ ଅଣ୍ଟାବ୍ୟଥା ଦୂର ହୁଏ। ଏହାକୁ ଏକାବେଳେକେ ଚାରୋଟି ଖାଇବା ଆବଶ୍ୟକ।

୫. ପୋସ୍ତକ ଓ ମିଶ୍ରି ସମାନ ମାତ୍ରାରେ ନେଇ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକ କପ୍ ଦୁଧ ସହ ଏକ ବଡ଼ ଚାମଚ ଚୁର୍ଣ୍ଣ ଖାଆନ୍ତୁ। ଦଶଦିନ ଖାଇବା ପରେ ଅଣ୍ଟା ଦରଜ ଭଲ ହୋଇଥାଏ।

୬. ଗହମ ୫୦ ଗ୍ରାମ୍ ରାତିରେ ପାଣିରେ ବତୁରାଇ ଦିଅନ୍ତୁ। ସକାଳୁ ଏହି ଗହମକୁ ୨୫ ଗ୍ରାମ୍ ପୋସ୍ତ ଓ ୨୫ ଗ୍ରାମ୍ ଧନିଆ ସହ ମିଶାଇ ଚିକ୍କଣ କରି ବାଟି ଦିଅନ୍ତୁ। ଏକ ଗ୍ଲାସ୍ ଦୁଧରେ ଏକ ବଡ଼ ଚାମଚ ବଟା ପକାଇ ଫୁଟାନ୍ତୁ। ଥଣ୍ଡା ହେବା ପରେ ପିଅନ୍ତୁ। ଏହିପରି କଲେ ଶରୀର ପୁଷ୍ଟ ହେବ ଓ ଅଣ୍ଟା ପୀଡ଼ା ଭଲ ହେବ।

୭. ଦୁଇ ଚାମଚ ଅଦା ରସରେ ୨ ଚାମଚ ଦେଶୀ ଘିଅ ମିଶାଇ ଚାଟିବା ଦ୍ୱାରା ଲାଭ ମିଳେ।

୮. ଗହମ ୧୦ ଗ୍ରାମ‌ ପୋଡି ଚୂର୍ଣ୍ଣ କରନ୍ତୁ। ଏହି ଚୂର୍ଣ୍ଣକୁ ୧ ବଡ ଚାମଚ ମହୁରେ ମିଶାଇ ଚାଟନ୍ତୁ। ଏହା ଦ୍ୱାରା ଏହି ରୋଗରୁ ଉପଶମ ମିଳିଥାଏ।

୯. ଗହମ ରୁଟି ଗୋଟିଏ ପାଖ ଭଜା ହେବ, ଅନ୍ୟ ପାଖ କଞ୍ଚା ରହିବ। କଞ୍ଚା ଥିବା ପାର୍ଶ୍ୱରେ ରାଶି ତେଲ ବୋଳି ଅଣ୍ଟାରେ ବାନ୍ଧି ଦିଅନ୍ତୁ। ଯେପରି ତେଲ ଅଂଶ ଅଣ୍ଟାରେ ଲାଗି ରହିବ। ଏହାଦ୍ୱାରା ଅଣ୍ଟାପୀଡାରୁ ଉପଶମ ମିଳିଥାଏ।

୧୦. ନିୟମିତ ତିନୋଟି ଖଜୁର‌ ଖାଇ ୧ ଗ୍ଲାସ‌ ଦୁଧ ପିଅନ୍ତୁ। ଏପରି କିଛିଦିନ ନିୟମିତ କରନ୍ତୁ। ଖଜୁରିକୁ ଦୁଧରେ ସିଝାଇ ମଧ୍ୟ ଖାଇ ପାରିବେ। ଏପରି ଖାଇଲେ ଅଣ୍ଟାପୀଡାରୁ ଉପଶମ ମିଳିଥାଏ।

୧୧. ଜାଇଫଳକୁ ପାଣିରେ ଘଷନ୍ତୁ। ଜାଇଫଳକୁ ପୁଣି ରାଶି ତେଲରେ ଘଷନ୍ତୁ। ଉଭୟକୁ ଏକତ୍ର କରି ଖୁବ୍ ଗରମ କରନ୍ତୁ। ଏହା ଉଷୁମୁ ଥିବା ବେଳେ ଅଣ୍ଟାରେ ମାଲିସ୍ କରନ୍ତୁ। ପୀଡା ଠିକ୍ ହୋଇଯିବ।

Powered by Froala Editor

Tags Back pain

Related articles Odisha News Lens 4.1

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14748
    Feb 23, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15038
    Feb 23, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15366
    Feb 24, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15485
    Feb 23, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14413
    Feb 24, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15230
    Feb 23, 2026
  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15109
    Feb 24, 2026
  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ
    ଦେଶ-ଦେଶାନ୍ତର

    ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13540
    Feb 24, 2026
  •  ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13507
    Feb 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15109
    Feb 24, 2026
  • ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15485
    Feb 23, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15038
    Feb 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17351
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17420
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17763
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16238
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15485
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16104
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14503
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15271
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15987
    Feb 17, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15114
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14966
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14478
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16088
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15038
    Feb 23, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15485
    Feb 23, 2026
  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13507
    Feb 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In