୪ ପ୍ରତିଶତ ଡିଏ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଗତ କିଛି ଦିନ ହେଲା ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର କିଛି ନା କିଛି ଘୋଷଣା କରୁଛନ୍ତି । ଏହି କ୍ରମରେ ଗୁରୁବାର ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।ରାଜ୍ୟ ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଛନ୍ତି । ୪ ପ୍ରତିଶତ ଡିଏ ବୃଦ୍ଧି କରାଯାଇଛି । ଫଳରେ ରାଜ୍ୟ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତରୁ ବୃଦ୍ଧି ପାଇ ୫୦ ପ୍ରତିଶତ ହୋଇଛି ।
ତେବେ ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲାଭାବେ ଲାଗୁ ହେବ ।ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ପେନସନଧାରୀ ଉପକୃତ ହେବ ।
Powered by Froala Editor