ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ଇଡ଼ିରେ ହାଜର
ଭୁବନେଶ୍ୱର: ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ହାଜର ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଇଡିରେ ବିଧାୟକ ପ୍ରଫୁଲ୍ଲ ସାମଲ ହାଜର ହୋଇଥିବା ବେଳେ ତାଙ୍କୁ ୮ଘଣ୍ଟା ଧରି ଜେରା କରାଯାଇଥିଲା ।
Powered by Froala Editor