Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, January 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ ...

  • ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ...

  • ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ...

  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ...

  • ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ

  • ଭାରତ ଆସିପାରନ୍ତି ଟ୍ରମ୍ପ !

  • ୧.୪୦ ଲକ୍ଷ ଟପିଲା ସୁନା

  • ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି

  • ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ...

  • ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ...

Home ›› ››ହନୁମାନ ପତାକା କାଢ଼ିବାକୁ ନେଇ ହଙ୍ଗାମା, ୧୪୪ ଧାରା ଜାରି

ହନୁମାନ ପତାକା କାଢ଼ିବାକୁ ନେଇ ହଙ୍ଗାମା, ୧୪୪ ଧାରା ଜାରି

2024-01-29 17:37:11
14090
Share:
Facebook
Twitter
E-Mail
WhatsApp
Telegram
ହନୁମାନ ପତାକା କାଢ଼ିବାକୁ ନେଇ ହଙ୍ଗାମା, ୧୪୪ ଧାରା ଜାରି

କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ହନୁମାନ ପତାକା କାଢ଼ିବାକୁ ନେଇ ହଙ୍ଗାମା ହୋଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ବିକ୍ଷୋଭ ରାଲି ପ୍ରଦର୍ଶନ ହେବା ପରେ ଅନେକ ପୁଲିସ୍‌ କର୍ମୀ ସେଠାରେ ନିୟୋଜିତ ହୋଇଛନ୍ତି।

ସୋମବାର ସକାଳେ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ପତାକା ହଟାଇବାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ। କେରାଗୋଡୁ ଗ୍ରାମରେ ମଧ୍ୟ ଏହିପରି ଏକ ବିରୋଧ କରାଯାଇଥିଲା, ଯେଉଁଠାରେ ୧୦୮ ଫୁଟ ହନୁମାନଙ୍କ ପତାକାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହଟାଇବା ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଗ୍ରାମ ପଞ୍ଚାୟତ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିବା ବେଳେ ଏକ ଗୋଷ୍ଠୀ ତ‌ାହା ନକରି ସେହି ସ୍ଥାନରେ ୧୦୮ ଫୁଟ୍‌ର ଏକ ହନୁମାନ ପତାକା ଲଗାଇଥିଲେ। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା।

ସ୍ଥିତିକୁ ଆୟତ କରିବାକୁ ଯାଇ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଯାଏ ବିରୋଧ ରାଲି କରିବାକୁ ଆହ୍ୱାନ ଦିଆଯାଇଛି। ଏହକୁ ନେଇ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। 

Powered by Froala Editor

Tags hanuman flag

Related articles Odisha News Lens 4.1

  • ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ
    ଦେଶ-ଦେଶାନ୍ତର

    ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ

    13556
    Jan 12, 2026
  • ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ: ଇରାନ
    ଦେଶ-ଦେଶାନ୍ତର

    ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ: ଇରାନ

    15651
    Jan 12, 2026
  • ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ବନ୍ଦର
    ଦେଶ-ଦେଶାନ୍ତର

    ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ବନ୍ଦର

    13446
    Jan 13, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ
    ବିଶେଷ

    ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13598
    Jan 13, 2026
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା
    ଦେଶ-ଦେଶାନ୍ତର

    ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14413
    Jan 13, 2026
  • ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ
    ଦେଶ-ଦେଶାନ୍ତର

    ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ

    15361
    Jan 12, 2026
  • ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି

    15723
    Jan 12, 2026
  • ୧.୪୦ ଲକ୍ଷ ଟପିଲା ସୁନା
    ବାଣିଜ୍ୟ

    ୧.୪୦ ଲକ୍ଷ ଟପିଲା ସୁନା

    15471
    Jan 12, 2026
  • ଭାରତ ଆସିପାରନ୍ତି ଟ୍ରମ୍ପ !
    ଦେଶ-ଦେଶାନ୍ତର

    ଭାରତ ଆସିପାରନ୍ତି ଟ୍ରମ୍ପ !

    14348
    Jan 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13598
    Jan 13, 2026
  • ଦେଶ-ଦେଶାନ୍ତର

    ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ

    15361
    Jan 12, 2026
  • ଦେଶ-ଦେଶାନ୍ତର

    ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି

    15723
    Jan 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17291
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17371
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17717
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16191
    Apr 03, 2021

ବିଶେଷ

  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13598
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    15985
    Jan 10, 2026
  • ଗ୍ୟାଷ୍ଟିକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

    14604
    Jan 09, 2026
  • କେଶକୁ ଘନ କରିବ ଏହି ସ୍ପ୍ରେ

    15649
    Jan 07, 2026
  • ଶୀତଦିନେ ମିଠାଜାତୀୟ ଖାଦ୍ୟଠାରୁ ରୁହନ୍ତୁ ଦୂରେଇ

    15091
    Jan 06, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15457
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14425
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14526
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14235
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧.୪୦ ଲକ୍ଷ ଟପିଲା ସୁନା

    15471
    Jan 12, 2026
  • ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ

    13556
    Jan 12, 2026
  • ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ

    15361
    Jan 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In