OSRTC ବସ୍କୁ ଧକା ଦେଲା ଘରୋଇ ବସ୍
ଭୁବନେଶ୍ୱର : ବାଣୀବିହାର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । OSRTC ବସ୍କୁ ଧକା ଦେଲା ଘରୋଇ ବସ୍ । ଦୁଇଟି ବସ୍ର ଡ୍ରାଇଭର ସମେତ ଏକାଧିକ ଆହତ । ସମସ୍ତଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ତେବେ ଘରୋଇ ବସ୍ ବ୍ରେକ୍ 1¹ଫେଲ୍ ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ପୋଲିସ କହୁଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଟି ଗାଡିର ବସ୍ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ।
Powered by Froala Editor