Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 20, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅଯୋଧ୍ୟା ସହର ଚଳଚଞ୍ଚ, ସବୁଆଡ଼େ ରାମ ରାମ

ଅଯୋଧ୍ୟା ସହର ଚଳଚଞ୍ଚ, ସବୁଆଡ଼େ ରାମ ରାମ

2024-01-22 05:50:52
14141
Share:
Facebook
Twitter
E-Mail
WhatsApp
Telegram
ଅଯୋଧ୍ୟା ସହର ଚଳଚଞ୍ଚ, ସବୁଆଡ଼େ ରାମ ରାମ

ଅଯୋଧ୍ୟା : ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଆଉ ମାତ୍ର କିଛି ସମୟ ପରେ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ରାମଲାଲାଙ୍କ ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଐତିହାସିକ ମୁହୂର୍ତ୍ତକୁ କେବଳ ଅଯୋଧ୍ୟାବାସୀ ନୁହନ୍ତି, ବରଂ ସାରା ଦେଶରେ ରାମ ଶ୍ରଦ୍ଧାଳୁ ଚାତକ ଭଳି ଚାହିଁ ବସିଥିଲା ବେଳେ ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକସ୍ଥଳଗୁଡିକରେ ପୂଜାପାଠ ଏବଂ ସାଜସଜ୍ଜା କରାଯାଇଛି।

ଭାରତ ବ୍ୟତୀତ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ, ମ୍ୟାଁମାର, ଥାଇଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣି କୋରିଆ, ନେପାଳ ଭଳି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ରାମଶ୍ରଦ୍ଧାଳୁମାନଙ୍କ ଦ୍ବାରା ବହୁ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଏହିକ୍ରମରେ ଅଯୋଧ୍ୟା ନଗରୀ ରାମମୟ ହୋଇପଡ଼ିବା ସହିତ ରବିବାର ଠାରୁ ଦେଶର ବିଭିନ୍ନ ଭାଗରୁ ହଜାର ହଜାର ଭକ୍ତ , ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିଙ୍କ ସୁଅ ଛୁଟିଛି। ଏହି ଭବ୍ୟ ଉତ୍ସବ ଯୋଗ ଦେବା ଲାଗି ଆମନ୍ତ୍ରିତ ହୋଇଥିବା ବହୁ ବଲିଉଡ୍‌ ଫିଲ୍ମଷ୍ଟାରଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ନିର୍ଦ୍ଦେଶକ, କ୍ରିକେଟିୟର,ରାଜନେତା ଏବଂ ବିଦେଶାଗତ ପ୍ରତିନିଧି  ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଲୋକମାଳା ଏବଂ ପୁଷ୍ପମାଳାରେ ଝଲସୁଥିବା ସାରା ଅଯୋଧ୍ୟା ସହର ଏବେ ଅତିଥିମାନଙ୍କ ଉପସ୍ଥିତିରେ ଆହୁରି ଚଳଚଞ୍ଚଳ ହୋଇପଡ଼ିଛି।
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭାଗ ନେବାକୁ ଥିବା ସମସ୍ତ ସନ୍ଥ, ଆଚାର୍ୟ୍ୟ ଏବଂ ପୁରୋହିତ ଅଯୋଧ୍ୟା ପହଞ୍ଚିଥିବା ବେଳେ ପ୍ରତୀକ ଯଜମାନ ଭାବେ ଯୋଗ ଦେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବହୁ କେନ୍ଦ୍ରମନ୍ତ୍ରୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ହଜାରରୁ ଅଧିକ ଭିଭିଆଇପି ଅତିଥି ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ।

Powered by Froala Editor

Tags Ram mandir

Related articles Odisha News Lens 4.1

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?
    ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14381
    Jun 19, 2025
  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    15095
    Jun 19, 2025
  • ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା
    ଦେଶ-ଦେଶାନ୍ତର

    ଏଚଆଇଭି ସଂକ୍ରମଣକୁ ରୋକିବାକୁ ଆସିଲା ପ୍ରତିଷେଧକ ଟୀକା

    14936
    Jun 19, 2025
  • ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ
    ଦେଶ-ଦେଶାନ୍ତର

    ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13662
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
    ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    15054
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15267
    Jun 19, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି
    ବାଣିଜ୍ୟ

    ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14414
    Jun 19, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’
    ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15292
    Jun 19, 2025
  • ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା ​​ଡ୍ରେନ୍ କାନ୍ଥ, ମାଟି ଗଦା ତଳେ ଚାପି ହୋଇ ମୃତ୍ୟୁ
    ଦେଶ-ଦେଶାନ୍ତର

    ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା ​​ଡ୍ରେନ୍ କାନ୍ଥ, ମାଟି ଗଦା ତଳେ ଚାପି ହୋଇ ମୃତ୍ୟୁ

    15208
    Jun 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    15054
    Jun 19, 2025
  • ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13684
    Jun 19, 2025
  • ଦେଶ-ଦେଶାନ୍ତର

    ଉଡାଣ ପୂର୍ବରୁ ଇଞ୍ଜିନରେ କୌଣସି ସମସ୍ୟା ନଥିଲା : ଏୟାର ଇଣ୍ଡିଆ ସିଇଓ

    13662
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16688
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16992
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14381
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15267
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14545
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14266
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14686
    Jun 17, 2025

ବାଣିଜ୍ୟ

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

ଭାରତରେ ସ୍କୋଡା ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ପ୍ରଥମ ସିଏନଜି ଏସୟୁଭି ଲଞ୍ଚ କରିପାରେ। କମ୍ପାନୀ ଏହାର ସଦ୍ୟ ଲଞ୍ଚ ହୋଇଥିବା କାଇଲାକ ସିଏନଜି ସଂସ୍କରଣ ଲଞ୍ଚ କରିପାରେ ବୋଲି ଶୁଣିବାକୁ ମିଳିଛି।  ସ୍କୋଡା ଇଣ୍ଡିଆ କାର ନିର୍ମାତାମାନେ ଏହି ସେଗମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି। 

କାଇଲାକ ସିଏନଜିରେ ୧.୦ ଲ ...

  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14526
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14539
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13777
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14381
    Jun 19, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15292
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15267
    Jun 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In