Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏନସିଆରବି ରିପୋର୍ଟ : କୋଲକତା ଦେଶର ସୁରକ୍ଷିତ ସହର

ଏନସିଆରବି ରିପୋର୍ଟ : କୋଲକତା ଦେଶର ସୁରକ୍ଷିତ ସହର

2023-12-05 19:43:55
15384
Share:
Facebook
Twitter
E-Mail
WhatsApp
Telegram
ଏନସିଆରବି ରିପୋର୍ଟ : କୋଲକତା ଦେଶର ସୁରକ୍ଷିତ ସହର

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର । ମହାନଗରଗୁଡ଼ିକ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ସଂଖ୍ୟକ ଅପରାଧ ରେକର୍ଡ କରାଯାଇଛି।

ରେକର୍ଡ ଅନୁସାରେ ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି। ପ୍ରତି ଲକ୍ଷ ଜନସଂଖ୍ୟା ମଧ୍ୟରେ ଏହି ସହରରେ ଅପରାଧୀଙ୍କ ବିରୋଧରେ ଖୁବ୍‌ କମ ମାମଲା ରୁଜୁ କରାଯାଇଛି। ୨୦୨୨ର ତଥ୍ୟ ଅନୁଯାୟୀ, କୋଲକାତାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରେ ୮୬.୫ମାମଲା ରୁଜୁ ହୋଇଛି। କୋଲକାତା ପରେ ଦ୍ୱିତୀୟରେ ପୁଣେ ରହିଛି। ଯେଉଁଠି ୨୮୦ ଆପରାଧିକ ମାମଲା ରୁଜୁ ହୋଇଛି। ତୃତୀୟରେ ହାଇଦ୍ରାବାଦ ରହିଛି। ଯେଉଁଠି ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୨୯୯ଟି ଆପରାଧିକ ମାମଲା ରୁଜୁ ହୋଇଛି।

ରିପୋର୍ଟ ଅନୁଯାୟୀ, କୋଲକାତାରେ ୨୦୨୧ରେ ପ୍ରତି ଏକଲକ୍ଷ ଲୋକରେ ୧୦୩.୪ ଟି ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ଏହା ୮୬.୫କୁ ହ୍ରାସ ପାଇଛି। ୨୦୨୦ରେ ଏହି ସଂଖ୍ୟା ୧୨୯.୫ ଥିଲା। ତେବେ କୋଲକାତାରେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି। ୨୦୨୧ରେ ଏହି ସଂଖ୍ୟା ୧୭୮୩ ଥିବା ବେଳେ ୨୦୨୨ରେ ଏହା ୧୮୯୦କୁ ବୃଦ୍ଧି ପାଇଛି।


Powered by Froala Editor

Tags kolkata

Related articles Odisha News Lens 4.1

  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !
    ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15379
    Jun 07, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15090
    Jun 07, 2025
  • ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ
    ଦେଶ-ଦେଶାନ୍ତର

    ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ

    13672
    Jun 06, 2025
  • ରେଖା ଗୁପ୍ତାଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

    13523
    Jun 07, 2025
  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର
    ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15508
    Jun 07, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା
    ବିଶେଷ

    ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14762
    Jun 07, 2025
  • ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି
    ଦେଶ-ଦେଶାନ୍ତର

    ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି

    14798
    Jun 07, 2025
  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ
    ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14650
    Jun 07, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍
    ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14766
    Jun 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15508
    Jun 07, 2025
  • ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14650
    Jun 07, 2025
  • ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15379
    Jun 07, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16945
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15476
    Apr 03, 2021

ବିଶେଷ

  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14762
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15424
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15281
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14839
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    14021
    Jun 04, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15693
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16313
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14021
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14815
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି

    14798
    Jun 07, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15379
    Jun 07, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15090
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In