Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ...

  • ବଡ଼ ଖବର: ୩% ବଢିଲା DA

  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

ବିଶେଷ
Home ›› ବିଶେଷ ››ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

2021-06-06 20:45:34
14777
Share:
Facebook
Twitter
E-Mail
WhatsApp
Telegram
ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

ଦରଦାମ ଯେଉଁଭଳି ବଢୁଛି ସାଧାରଣ ଲୋକର ମେରୁଦଣ୍ଡ ଭାଙ୍ଗି ଦେଉଛି । ଏପଟେ ଚାଷୀ ବି ନାଚାର । ଉତ୍ପାଦିତ ଜିନିଷର ସଠିକ୍ ମୂଲ୍ୟ ନପାଇଲେ ହାରାଶ ହୋଇଯାଉଛି । ହେଲେ ଏମିତି ବି ପରିବା ଅଛି ଯାହା ବିଶ୍ୱର ସବୁଠାରୁ ଦାମୀ । କିଲୋ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏବଂ ଏହାକୁ ବି ଲୋକ କିଣନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା! କିନ୍ତୁ ଏହା ସତ । ଏହି ପରିବାର ବୈଜ୍ଞାନିକ ନାଁ ହ୍ୟୁମୁଲାସ୍ ଲୁପୁଲାସ । 

ସାରା ବିଶ୍ୱ  ପାଖରେ ଏହି ଗଛଟିର ଅବଶ୍ୟ ଭିନ୍ନ ଏକ ପରିଚୟ ରହିଛି । ଭାରତରେ ଏହି ପରିବା ଚାଷ କରାଯାଏ ନାହିଁ । ୟୁରୋପ ଏବଂ ଆମେରିକାରେ ଏହି ପରିବା ପ୍ରଚୁର ମାତ୍ରାରେ ଉତ୍ପାଦନ କରାଯାଏ । ହ୍ୟୁମୁଲାସ ଲୁପୁଲାସ ଏକ ବହୁବର୍ଷଜୀବୀ ଉଦ୍ଭିଦ । କିଛି ଦିନ ତଳେ ବିହାରର ଜୈନିକ ବ୍ୟକ୍ତି ତାଙ୍କ ଜମିରେ ଏହି ପରିବା ଚାଷ ଆରମ୍ଭ କରିଛନ୍ତି । ଜଣେ ଆଇଏଏସ୍ ଅଧିକାରୀ ପରିବାର ଫଟୋ ସହ ଏହାର ମୂଲ୍ୟ ବିଷୟରେ ଉଲ୍ଲେଖ କରିବା ପରେ ଏହା ଏବେ ଚର୍ଚ୍ଚାରେ । ବିହାରର ସେହି ବ୍ୟକ୍ତିଙ୍କ ନାଁ ଅମରେଶ ସିଂହ । ଭାରତରେ ସେ ହିଁ ପ୍ରଥମେ ଏହି ପରିବା ଚାଷ କରିଛନ୍ତି ।ପରିବାଟିକୁ କୁହାଯାଉଛି ହପ୍ ସୁଟସ୍ । ବିହାରର େଔରାଙ୍ଗାବାଦରେ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ୫ଏକର ଜମିରେ ସେ ହପ୍ ସୁଟସ୍ ଚାଷ କରିଛନ୍ତି । ହପ୍ ସୁଟସ୍ ଦେଖିବାକୁ ଅନକାଂଶରେ । ଆସ୍ପାରଗସ୍ ପରି । ଖାଇବାକୁ ମଧ୍ୟ ଆସ୍ପାରଗସ୍ ଭଳି । ଆସ୍ପାରଗସ୍ ଯେଉଁପରି ରୋଷେଇ କରାଯାଏ ହପ୍ ସୁଟସ୍ କୁ ମଧ୍ୟ ସେହିପରି ରନ୍ଧାଯାଇ ପାରିବ । ଏହା ବ୍ୟତୀତ ହପ୍ ସୁଟସ୍‌ର ଆହୁରି ମଧ୍ୟ ଅନେକ ବ୍ୟବହାର ରହିଛି ।ଏହି ଗଛର ଫୁଲ ହପ୍ ନାମରେ ପରିଚିତ ।ଏହି ଫୁଲରୁ ବିୟର ପ୍ରସ୍ତୁତ ହୋଇଥାଏ ।କୈାଣସି ପାନୀୟରେ ସୁଗନ୍ଧି ମିଶାଇବା କାମରେ ମଧ୍ୟ ଏହି ଫୁଲର ବ୍ୟବହାର କରାଯାଥାଏ । ହପ୍ ଫୁଲରୁ ପ୍ରସ୍ତୁତ ବିୟର ନଷ୍ଟ ହୁଏ ନାହିଁ ମୁଖ୍ୟତଃ ସୁସ୍ୱାଦୁ ପାନୀୟ ତିଆରିରେ ହପ୍ ସୁଟସ୍ ର ବ୍ୟବହାର ଏହାକୁ ସାରା ବିଶ୍ୱରେ ଲୋକପ୍ରିୟ କରିପାରିଥିଲା । ଧୀରେଧୀରେ ଏହାର ଔଷଧୀୟ ଗୁଣ ଲୋକଲୋଚନକୁ ଆସିଲା । 

ପ୍ରଥମେ ଏହି ପରିବା ଜର୍ମାନୀରେ ଚାଷ କରାଗଲା । ପରବତ୍ତୀ ସମୟରେ ହପ୍ ସୁଟସ୍  ଆହୁରି ଅନେକ ଔଷଧୀୟ ଗୁଣ କଥା ସମସ୍ତେ ଜାଣିବାକୁ ପାଇଲେ । ହପ୍ ସୁଟସର ଏକ ସ୍ୱତନ୍ତ୍ର ଆଣ୍ଟବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଟ୍ୟୁବରକ୍ୟୁଲୋସିସ୍ ,କ୍ୟାନସ୍ ଭଳି ରୋଗର ଚିକିତ୍ସାରେ ବ୍ୟବହୃତଔଷଧ ତିଆରିରେ ହପ୍ ସୁଟସ୍ ବ୍ୟବହାର କରାଯାଉଛି । ଏଥିପାଇଁ ହପ୍ ସୁଟସ୍‌ର ଦରମ ଆକାଶଛୁଆଁ କୁ଼ୁହାଯାଉଛି ହପ୍ ସୁଟସ୍‌ରେ ଥିବା ଏକ ପ୍ରକାର ଆମୋନି ଏସିଡ୍ କ୍ୟାନସର ଆକ୍ରାନ୍ତ କୋଷ ଗୁଡିକୁ ମାରି ଦେଇଥାଏ । ଏନେଇ ଉଚ୍ଚତର ଗବେଷଣା ଚାଲିଛି । ଏହି ଗଛଟି ବୁଦାଳିଆ । ପୁଲଗୁଡିକ ସବୁଜ ରଙ୍ଗର ଏବଂ ଖୁବ୍ ନରମ । ଅତି ସାବଧାନରେ ତୋଳିବାକୁ ହୋଇଥାଏ କାରଣ ତୋଳିବା ବେଳେ ଫୁଲ ସାମାନ୍ୟ ନଷ୍ଟ ହେଲେ ତାହା ଆଉ ବିକ୍ରୟଯୋଗ୍ୟ ହୁଏ ନାହିଁ । ଏହି ଉଦ୍ଭିଦ ବିଷୟରେ ଜାଣିବାକୁ ବିଶେଷଜ୍ଞମାନେ ଆହୁରି ରିସର୍ଚ୍ଚ ଜାରି ରଖିଛନ୍ତି । 

Powered by Froala Editor

Tags humulus

Related articles Odisha News Lens 4.1

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର
    ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15355
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15107
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14660
    Oct 27, 2026
  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
    ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15160
    Oct 27, 2026
  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14339
    Oct 27, 2026
  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ
    ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13816
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13513
    Oct 27, 2026
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...

    13612
    Oct 28, 2026
  •  ବଡ଼ ଖବର: ୩% ବଢିଲା DA
    ଦେଶ-ଦେଶାନ୍ତର

    ବଡ଼ ଖବର: ୩% ବଢିଲା DA

    14401
    Oct 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15107
    Oct 27, 2026
  • ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15355
    Oct 27, 2026
  • ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13816
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17227
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17920
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17869
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18293
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14577
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15969
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14897
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15631
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15788
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15906
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14284
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15128
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14829
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15107
    Oct 27, 2026
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ହେଲେ ବିଜେପି ପ୍ରାର୍ଥୀ

    13612
    Oct 28, 2026
  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13816
    Oct 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In