Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

ବିଶେଷ
Home ›› ବିଶେଷ ››ପିତା ହେବାର ସ୍ୱପ୍ନକୁ ଧୂଳିସାତ କରିଦେଇଥାଏ ଏହି ୬ଟି ଜିନିଷ

ପିତା ହେବାର ସ୍ୱପ୍ନକୁ ଧୂଳିସାତ କରିଦେଇଥାଏ ଏହି ୬ଟି ଜିନିଷ

2023-10-07 05:17:03
14745
Share:
Facebook
Twitter
E-Mail
WhatsApp
Telegram
ପିତା ହେବାର ସ୍ୱପ୍ନକୁ ଧୂଳିସାତ କରିଦେଇଥାଏ ଏହି ୬ଟି ଜିନିଷ

ଖାଦ୍ୟପେୟ ସହ ନପୁଂଶକତାର କୌଣସି ସମ୍ପର୍କ ନାହିଁ, ତାହେଲେ ଆପଣ ଭୁଲ ଭାବୁଛନ୍ତି । ଅସଲରେ ଖାଦ୍ୟପେୟ କେବଳ ଆପଣଙ୍କ ସେକ୍ସ ଜୀବନକୁ ହିଁ ନୁହଁ; ବରଂ ଆପଣ ପିତା ହେବାର ସ୍ୱପ୍ନକୁ ମଧ୍ୟ ଧୂଳିସାତ କରିଦେଇଥାଏ । ଏଭଳି ସମସ୍ୟା ପାଇଁ ଦାୟୀ ବିଭିନ୍ନ ଖାଦ୍ୟ ପଦାର୍ଥ ଭିତରୁ ଆଜି ଆପଣଙ୍କୁ କେବଳ ୬ଟି ସମ୍ପର୍କରେ ସୂଚନା ଦେବୁ । ସିଗାରେଟ ଏବଂ ମଦ୍ୟପାନ ଭଳି କୁଅଭ୍ୟାସ ନପୁଂଶକତା ସୃଷ୍ଟି କରିଥାଏ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏହି ୬ଟି ଖାଦ୍ୟପଦାର୍ଥ ଆପଣଙ୍କୁ ଭିତରୁ ଭିତରୁ ଖାଲି କରି ଦେଇଥିବ । ଏକଥା ଆପଣ କେବେ ସ୍ୱପ୍ନରେ ବି ଭାବିନଥିବେ ।

୧. ପ୍ରୋସେସ୍‌ଡ଼ ମିଟ୍ ବା ପ୍ରକ୍ରିୟାକରଣ ହୋଇଥିବା ମାଂସ : ମାଂସ ଖାଇବା ଯଦି ଆପଣଙ୍କୁ ପସନ୍ଦ ତାହେଲେ ନିଶ୍ଚୟ ଖାଆନ୍ତୁ । କିନ୍ତୁ ତା ପୂର୍ବରୁ ନିଶ୍ଚୟ ଜାଣନ୍ତୁ କେଉଁ ମାଂସ ଆପଣଙ୍କ ପାଇଁ ଠିକ୍ ହେବ । ଜାଣି ରଖନ୍ତୁ ଅର୍ଗିନିକ ମିଟ୍ ବା ପ୍ରାକୃତିକ ମାଂସ ଆପଣଙ୍କ ପାଇଁ ଏତେ କ୍ଷତିକାର ନୁହେଁ ଯେତେ ପ୍ରସେସଡ଼ ମିଟ୍ ବା ପ୍ରକ୍ରିୟାକରଣ ହୋଇଥିବା ମାଂସ । ପ୍ରୋସେସଡ଼ ମିଟ୍ ଆପଣଙ୍କ ସ୍ପର୍ଶର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ପ୍ରସେସଡ଼ ମିଟ୍ ଖାଇବା ଦ୍ୱାରା ଆପଣଙ୍କ ସ୍ପର୍ମ କାଉଣ୍ଟ ୨୩ ପ୍ରତିଶତ ହ୍ରାସ ପାଇଥାଏ । ପ୍ରୋସେସଡ଼ ମିଟ୍‌ରେ ହର୍ମୋନାଲ ଅବଶେଷ ରହିଥାଏ । ଯାହା ମଣିଷର ପ୍ରଜନନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ ।

୨. ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ : ଚର୍ବିଯୁକ୍ତ କ୍ଷୀର, ଚିଜ୍ ଆଦି ଜିନିଷ ସ୍ପର୍ମର ସ୍ପୁର୍ତ୍ତିକୁ ହ୍ରାସ କରିଥାଏ । ପ୍ରତ୍ୟେକ ଦିନ ପେଟ ଭର୍ତ୍ତି କ୍ଷୀର ପିଇବା ମଧ୍ୟ ସ୍ପର୍ମ କାଉଣ୍ଟକୁ ହ୍ରାସ କରିପାରେ । ଦିଓଳି ପ୍ରଚୁର ପରିମାଣର କ୍ଷୀର ପିଉଥିବା ବ୍ୟକ୍ତି ଏଭଳି ନପୁଂଶକତାର ଶିକାର ହୋଇପାରେ ।

୩. ମିଠା ପାନୀୟ : ଆପଣଙ୍କୁ ଯଦି, ସୋଡ଼ା, କାର୍ବୋହାଇଡ୍ରେଟ ଡ୍ରିଂକ୍ସ ଆଦି ପସନ୍ଦ ତାହେଲେ ଆପଣ ଏହା ପଡ଼ିବା ଜରୁରୀ । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯଦି ଦିନକୁ ଗୋଟିଏ ବା ତାଠାରୁ ଅଧିକ ମିଠା ପାନୀୟ ଆପଣ ପିଉଥାନ୍ତି ତାହେଲେ ଆପଣଙ୍କ ସ୍ପର୍ମର ଗୁଣବତ୍ତା କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଅଧିକ ସୁଗାର ଇନସୁଲିନ ରେଜିଷ୍ଟାଣ୍ଟକୁ ବୃଦ୍ଧି କରିବା ସହ ମସ୍ତିସ୍କ ଚାପ ବୃଦ୍ଧି କରିଥାଏ । ଏହା ଦ୍ୱାରା ସ୍ପର୍ମର ସ୍ପୁର୍ତ୍ତି ମଧ୍ୟ ହ୍ରାସ ପାଇଥାଏ ।

୪. ଅଜୈବୀୟ ଖାଦ୍ୟ ବା ନନ୍ଅର୍ଗାନିକ୍ ଫୁଡ଼: ଯେତେ ସମ୍ଭବ କୀଟନାଶକ ପ୍ରୟୋଗ ହୋଇଥିବା ଖାଦ୍ୟକୁ ବର୍ଜନ କରନ୍ତୁ । କୀଟନାଶକ ସିଞ୍ଚିତ ହୋଇଥିବା ପନିପରିବା ଆପଣ ସ୍ପର୍ମ କାଉଣ୍ଟକୁ ହ୍ରାସ କରିଥାଏ । ଏଥିରେ ପ୍ରୋସେସଡ଼ ମଟ୍, ସେଓ, ଷ୍ଟ୍ରବେରୀ, ଅଂଗୁର, ଟମାଟୋ, ପାଲକ ଏବଂ କାକୁଡ଼ି ସାମିଲ । ଏହିସବୁ ପରିବାରେ ଅଧିକ କୀଟନାଶକ ବ୍ୟବହାର ହୋଇଥାଏ । ଆପଣ ଭାବୁଥିବେ ଯେ, ବଜାରରେ ଏହି ଫଳ ଓ ପରିବା ଛଡ଼ା ଆଉ କିଛି ମିଳେନାହିଁ । ତା’ଛଡ଼ା ଯଦି ଜୈବୀୟ ପରିବା ନମିଳେ ତାହେଲେ କ’ଣ କରାଯିବ ? ଏଭଳି କ୍ଷେତ୍ରରେ ଆପଣ ପନିପରିବା ବା ଫଳକୁ ଖାଇବା ପୂର୍ବରୁ ଭଲକରି ଧୋଇବା ଆବଶ୍ୟକ ।

୫. କୈଫିନ୍: ଚା’, କଫି ଆଦି ପାନୀୟ ଯଦି ଆପଣଙ୍କୁ ବେଶୀ ମାତ୍ରାରେ ପସନ୍ଦ ତାହେଲେ ଏହା ଆପଣଙ୍କ ପାଇଁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହି ଚା ଏବଂ କଫି ଆପଣଙ୍କ ଯୌନଜୀବନ ଉପରେ କୁପ୍ରଭାବ ପକାଇପାରେ । ଦିନକୁ ଦୁଇ କପ୍‌ରୁ ଅଧିକ ଚା କିମ୍ୱା କଫି ଆପଣଙ୍କ ପ୍ରଜନନ ଜୀବନକୁ ଖରାପ କରିପାରେ ।

୬. ଜଂଙ୍କ୍‌ଫୁଡ଼: ଯେଉଁ ଜିନିଷରେ ସୁଗର ଏବଂ ଚର୍ବି ଅଧିକ ଥାଏ ତାହା ଆପଣଙ୍କ ହଜମ ତନ୍ତ୍ର, ହୃଦୟ ଏବଂ ପ୍ରଜନନ ଯଂନ୍ତ୍ରକୁ ପ୍ରଭାବିତ କରିଥାଏ । ସେହିଭଳି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ,ଷ୍ଟିରଏଡ଼ ନେବା ମଧ୍ୟ ଆପଣଙ୍କୁ ନପୁଂଶକ କରିପାରେ ।

Powered by Froala Editor

Tags Life style

Related articles Odisha News Lens 4.1

  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14409
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14139
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14703
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14525
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13392
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15306
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14779
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15044
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14569
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15044
    Jun 16, 2026
  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14703
    Jun 16, 2026
  • ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14779
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17546
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17989
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14569
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14276
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15037
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13639
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15522
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14855
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15217
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15699
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13392
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14569
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14522
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In