ଭଲ ଖବର : କରୋନାରୁ ଆଉ ୨୪୬ ସୁସ୍ଥ

ଭୁବନେଶ୍ୱର : କରୋନାରୁ ରାଜ୍ୟରେ ଆଉ ୨୪୬ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୬୬୨ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ନୂଆପଡ଼ାରେ ୭୪, ଖୋର୍ଦ୍ଧାରେ ୩୫, ବରଗଡ଼ରେ ୨୨, କଟକରେ ୧୫, ଗଞ୍ଜାମରେ ୧୦, ବଲାଙ୍ଗୀରରେ ୯, ପୁରୀରେ ୯, ସୁନ୍ଦରଗଡ଼ରେ ୯, ବାଲେଶ୍ୱରରେ ୮, କଳାହାଣ୍ଡିରେ ୮, ନବରଙ୍ଗପୁରରେ ୬, ମୟୂରଭଞ୍ଜରେ ୫, ସମ୍ବଲପୁରରେ ୫, ଯାଜପୁରରେ ୪, କେନ୍ଦୁଝରରେ ୪, ଅନୁଗୁଳରେ ୩, ଝାରସୁଗୁଡ଼ାରେ ୩, କେନ୍ଦ୍ରାପଡ଼ାରେ ୩, ଜଗତସିଂହପୁରରେ ୨, କନ୍ଧମାଳରେ ୨, କୋରାପୁଟରେ ୧, ରାୟଗଡ଼ାରେ ୧, ସୋନପୁରରେ ୧ ଓ ରାଜ୍ୟପୁଲରେ ୭ ଜଣ ସୁସ୍ଥ ହୋଇଛନ୍ତି ।