Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇରୁ ଡାଟା ...

  • ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ...

  • ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ...

  • ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ...

  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ...

  • SBI ରେ ସାଇବର ଆଟାକ୍ , ୩ ହଜାର ୮୯୭ ଗ୍ରାହକଙ୍କ ...

  • ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ...

  • ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ...

  • ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କ୍ରାଇମ ...

  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ...

ରାଜ୍ୟ
Home ›› ରାଜ୍ୟ ››ଏହି ବର୍ଗଙ୍କୁ ମିଳିନପାରେ ଟିକା

ଏହି ବର୍ଗଙ୍କୁ ମିଳିନପାରେ ଟିକା

2021-06-03 06:37:45
13819
Share:
Facebook
Twitter
E-Mail
WhatsApp
Telegram
ଏହି ବର୍ଗଙ୍କୁ ମିଳିନପାରେ ଟିକା


ଭୁବନେଶ୍ୱର : କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନାରେ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ରାଜ୍ୟରେ ୧୮-୪୪ବର୍ଗର ଟିକାକରଣ ବନ୍ଦ ହୋଇଯିବ । ଯେହେତୁ ଦୁଇ ଟିକା ଉତ୍ପାଦନକାରୀ କମ୍ପାନି ଆସନ୍ତା ୭ ଓ ୯ ତାରିଖରେ ଟିକା ଦେବାକୁ ସୂଚନା ଦେଇଛନ୍ତି । ତେଣୁ ଏହି ସମୟ ଭିତରେ ରାଜ୍ୟକୁ ଟିକା ଆସିବା ଆଶା କ୍ଷୀଣ । ରାଜ୍ୟ ପାଖରେ ଏବେ ଯେତିକି ଟିକା ମହଜୁଦ ରହିଛି ତାହାକୁ ଆହୁରି ୫ଦିନ ପର୍ଯ୍ୟନ୍ତ ବଜାୟ ରଖିବା ଏକପ୍ରକାର ଅସମ୍ଭବ । ଯଦି ଆସନ୍ତା ୨ଦିନ ଭିତରେ ରାଜ୍ୟକୁ ଟିକା ନ ଆସେ ତାହେଲେ ଏହି ବର୍ଗର ଟିକାକରଣ ବାଧାପ୍ରାପ୍ତ ହେବ । ରାଜ୍ୟରେ ୧୮-୪୪ବର୍ଗର ଟିକାକରଣ ୫ଟି ମୁ୍ୟନିସିପାଲଟି ସମେତ ୬ଟି ଜିଲ୍ଲାରେ କରାଯାଉଛି । ଟିକା ଅଭାବରୁ ଭୁବନେଶ୍ୱରରେ ପ୍ରଥମ ଡୋଜକୁ ବନ୍ଦ କରି ଦିଆଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ‘କୋଭିସିଲ୍ଡ’ ଟିକା ଦିଆଯାଉଛି । ବୁଧବାର ସଂଧ୍ୟା ସୁଦ୍ଧା ରାଜ୍ୟରେ ୧୦,୩୯୦ ଟିକା ମହଜୁଦ ରହିଥିଲା । ଯାହାକି ଦିନେ କିମ୍ବା ଦୁଇଦିନରେ ଶେଷ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଟିକାର ଅଭାବ କାରଣରୁ ରାଜ୍ୟରେ ୧୮-୪୪ବର୍ଗଙ୍କ ଟିକାକରଣ ଧିମେଇ ଯାଇଛି । ପୂର୍ବରୁ ଦୈନିକ ୧୫-୨୦ହଜାର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଆଜି ୬୬୨୯ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏହାସହ ୩୬୫ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୪୫ବର୍ଷରୁ ଅଧିକ ୬୧,୫୮୧ଜଣ ପ୍ରଥମ ଓ ୨୩୪୫ଜଣ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ସମୁଦାୟ ୭୨,୫୨୪ଜଣ ଆଜି କରୋନା ଟିକା ନେଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୭୯ଲକ୍ଷ ୩୫ହଜାର ୧୨୧ଜଣ ଟିକା ନେଇ ସାରିଲେଣି । ଆସନ୍ତାକାଲି ରାଜ୍ୟରେ ୮୦୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ । ମାତ୍ର ବାଲେଶ୍ୱରରେ ଟିକାକରଣ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ରାଜ୍ୟକୁ ଦିଆଯାଉଥିବା ଟିକାକୁ ୧୮-୪୪ବର୍ଗର ଟିକାକରଣ ପାଇଁ ଅନୁମତି ଲୋଡ଼ିଛନ୍ତି । ଯଦି କେନ୍ଦ୍ର ସରକାର ଏହାର ଅନୁମତି ପ୍ରଦାନ କରିନ୍ତି ତାହେଲେ ଭୁବନେଶ୍ୱରରେ ପୁଣିଥରେ ପ୍ରଥମ ଡୋଜ୍ ଟିକାକରଣ ହୋଇପାରେ ବୋଲି ଆଶା କରାଯାଉଛି । ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକା କମ୍ପାନିମାନେ ଆସନ୍ତା ୭ତାରିଖ ବେଳକୁ ଟିକା ଦେବାକୁ କହିଛନ୍ତି । ଯଦି ଏହି ସମୟ ଭିତରେ ସେମାନେ ପଠାଇ ଦିଅନ୍ତି ତାହେଲେ ଟିକାକରଣ ବାଧାପ୍ରାପ୍ତ ହେବାରୁ ବଞ୍ଚି ଯାଇପାରେ । ନଚେତ୍ ୧୮-୪୪ବର୍ଗର ଟିକାକରଣ କିଛିଦିନ ପାଇଁ ବନ୍ଦ ହୋଇଯିବ । ମାତ୍ର ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଜାରି ରହିବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି ।

Powered by Froala Editor

Tags Vaccine

Related articles Odisha News Lens 4.1

  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ
    ବାଣିଜ୍ୟ

    ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14786
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ...
    ବାଣିଜ୍ୟ

    ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ...

    14132
    Oct 21, 2026
  • ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କ୍ରାଇମ ବ୍ରାଞ୍ଚର ସମନ
    ଦେଶ-ଦେଶାନ୍ତର

    ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କ୍ରାଇମ ବ୍ରାଞ୍ଚର ସମନ

    14108
    Oct 22, 2026
  • ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର
    ମନୋରଞ୍ଜନ

    ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର

    14126
    Oct 22, 2026
  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇରୁ ଡାଟା ଲିକ୍
    ଦେଶ-ଦେଶାନ୍ତର

    ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇରୁ ଡାଟା ଲିକ୍

    13923
    Oct 22, 2026
  • SBI ରେ ସାଇବର ଆଟାକ୍ , ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଲିକ୍
    ଦେଶ-ଦେଶାନ୍ତର

    SBI ରେ ସାଇବର ଆଟାକ୍ , ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଲିକ୍

    14035
    Oct 22, 2026
  • ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ
    ଦେଶ-ଦେଶାନ୍ତର

    ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ, ଦୀର୍ଘଦିନର ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ

    13377
    Oct 22, 2026
  • ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....
    ଦେଶ-ଦେଶାନ୍ତର

    ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆସିଲା ଏହି ଖବର, ଜାଣନ୍ତୁ....

    15137
    Oct 22, 2026
  • ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ପରାମର୍ଶ
    ଦେଶ-ଦେଶାନ୍ତର

    ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ପରାମର୍ଶ

    15445
    Oct 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର

    14126
    Oct 22, 2026
  • ଦେଶ-ଦେଶାନ୍ତର

    SBI ରେ ସାଇବର ଆଟାକ୍ , ୩ ହଜାର ୮୯୭ ଗ୍ରାହକଙ୍କ ଡାଟା ଲିକ୍

    14035
    Oct 22, 2026
  • ବାଣିଜ୍ୟ

    ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14786
    Oct 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17205
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17901
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17845
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18271
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15002
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15455
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14799
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14894
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15897
    Sep 29, 2026

ବାଣିଜ୍ୟ

ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୪୦ ଡଲାରରୁ ଅଧିକ ହୋଇଯିବ। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା, ଭୂରାଜନୈତିକ ସଙ୍କଟ ପାଇଁ ତେଲ ମହଙ୍ଗା ହେବ ବୋଳି ଗୋଲ୍ଡମ୍ୟାନ୍‌ ସଚ୍‌ସ ଏହାର ଏକ ରିପୋର୍ଟରେ ଜଣାଇଛି। ତେବେ ମଧ୍ୟପ୍ରାଚ୍ୟରୁ ଯୋଗାଣରେ ସୁଧାର ହେଉଥିବାରୁ ଦ ...

  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14132
    Oct 21, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14604
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14634
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    14001
    Oct 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ସାଗରଙ୍କ ଇସ୍ତଫା

    15054
    Oct 22, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    14786
    Oct 22, 2026
  • ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ପରାମର୍ଶ

    15445
    Oct 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In