Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ ...

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ...

  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ...

  • ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ...

  • କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ...

  • ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ...

  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ...

  • ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ...

  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ...

  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ...

ରାଜ୍ୟ
Home ›› ରାଜ୍ୟ ››ଟିକା ପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଲେଖିଲେ ଚିଠି

ଟିକା ପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଲେଖିଲେ ଚିଠି

2021-06-02 10:21:16
14265
Share:
Facebook
Twitter
E-Mail
WhatsApp
Telegram
ଟିକା ପାଇଁ  ଦେଶର  ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଲେଖିଲେ ଚିଠି

ଭୁବନେଶ୍ୱର:  ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର  ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  ଟିକା ସଙ୍କଟ ଦୂର କରିବା ପାଇଁ ନବୀନ ସମସ୍ତଙ୍କୁ ଚିଠି ଲେଖିବା ସହ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ।  ଟିକା ପାଇଁ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ  ଆହ୍ୱାନ ଦେଇଛନ୍ତି । 

ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା ।  ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ।  କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ଟିକା କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି ।  ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ  । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ  । ଏନେଇ ମୁଁ କେନ୍ଦ୍ରକୁ ଲେଖିଛି । ଅନ୍ୟ ରାଜ୍ୟମାନେ ବି ଆଗେଇ ଆସନ୍ତୁ ।  ଏ ସମ୍ପର୍କରେ ଏକ ସହମତି ସୃଷ୍ଟି ହେଉ । ଲୋକମାନଙ୍କୁ ଟିକା ମିଳୁ ।  ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ଉପôର ହେବା ଉଚିତ ।  ସ୍ୱାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ଼ ଚାଲେଞ୍ଜ । ତେଣୁ ସବୁ ବିବାଦ ଛାଡ଼ି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏଠିକା ହେବକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର  ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । 

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଟିକା ଉପôାଦନକାରୀଙ୍କ ଅନାଦର ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଗ୍ଲୋବାଲ ଟେଣ୍ଡର ରାଜ୍ୟ ସରକାରଙ୍କ ଅପରିପକ୍ୱ ନିଷ୍ପତ୍ତି  । ଟେଣ୍ଡର ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । କୌଣସି ବିଡର ଯୋଗନଦେବା ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ  । ରାଜ୍ୟ ସରକାର ଏବେ ଏନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ।  ଆମ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ  ।  କେନ୍ଦ୍ର କ’ଣ ନିଷ୍ପତ୍ତି ନେବ, ଅପେକ୍ଷା କରିବାକୁ ପଡ଼ିବ ବୋଲି ଅପରାଜିତା କହିଥିଲେ । 

Powered by Froala Editor

Tags Naveen pattanaik wrote letter to all cm

Related articles Odisha News Lens 4.1

  • କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ପୁଣି ଖୋଲିଲା
    ଦେଶ-ଦେଶାନ୍ତର

    କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ ପୁଣି ଖୋଲିଲା

    15271
    Aug 25, 2026
  •  ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭେଣ୍ଟିଲେଟର ବିସ୍ଫୋରଣ ଘଟି ତିନି ନବଜାତ ଶିଶୁଙ୍କ ମୃତ୍ୟୁ

    14116
    Aug 24, 2026
  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ
    ଦେଶ-ଦେଶାନ୍ତର

    ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13711
    Aug 24, 2026
  • ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବେ
    ଦେଶ-ଦେଶାନ୍ତର

    ବିଜୟଙ୍କ ବଡ଼ ଘୋଷଣା: ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବେ

    14098
    Aug 24, 2026
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ
    ଦେଶ-ଦେଶାନ୍ତର

    ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ

    15097
    Aug 25, 2026
  •  ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ
    ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    14991
    Aug 25, 2026
  • ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ
    ଦେଶ-ଦେଶାନ୍ତର

    ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ

    15544
    Aug 25, 2026
  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ
    ଦେଶ-ଦେଶାନ୍ତର

    H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ

    13993
    Aug 24, 2026
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ
    ମନୋରଞ୍ଜନ

    ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14306
    Aug 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ

    15544
    Aug 25, 2026
  • ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    14991
    Aug 25, 2026
  • ଦେଶ-ଦେଶାନ୍ତର

    ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ

    13361
    Aug 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17051
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17680
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17723
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18120
    Sep 06, 2023

ବିଶେଷ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15042
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15557
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16088
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14005
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    15029
    Aug 13, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15974
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14009
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14273
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14399
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    14991
    Aug 25, 2026
  • ଜଣେ ବ୍ୟକ୍ତିଙ୍କ ନାମରେ ଆଉ କିଣି ହେବନାହିଁ ଅଧିକ ସିମ୍ କାର୍ଡ

    13711
    Aug 24, 2026
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14306
    Aug 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In