ଲକଡାଉନ ସମୟରେ ଖୋଲା ରହିବ ଚଷମା ଦୋକାନ
ଭୁବନେଶ୍ୱର: ଲକଡାଉନ ସମୟରେ ଖୋଲା ରହିବ ଚଷମା ଦୋକାନ । କିଛି ଜିଲ୍ଲାରେ ଚଷମା ଦୋକାନ ବନ୍ଦ ରହୁଥିବାର ନଜରକୁ ଆସିଥିଲଏା । ଚଷମା ଦୋକାନ ସ୍ୱାସ୍ଥ୍ୟ ଜନୀତ ସେବା ହୋଇଥିବାରୁ ଲକଡାଉନ କଟକଣାରୁ ମୁକ୍ତ ରହିବ । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor