ସୁନ୍ଦରୀମାନେ କେତେ ସଫଳ ଜାଣନ୍ତୁ....
![ସୁନ୍ଦରୀମାନେ କେତେ ସଫଳ ଜାଣନ୍ତୁ....](https://odishanewslens.com/news_gallery/23762_1692679033.jpg)
କାନାଡାର ବିଶେଷଜ୍ଞମାନେ ଏକ ଶୀର୍ଷକ ଉପରେ ପରୀକ୍ଷା କରିଛନ୍ତି । ଯାହା ହେଉଛିକି ସୁନ୍ଦରୀମାନେ କେତେ ସଫଳ । ଗବେଷକମାନେ ୫୦ପ୍ରତିଶତ ଯୁବତୀଙ୍କ ସାମିଲ କରି ଦୀର୍ଘ ୧୧ ମାସ ଧରି ଅନୁଧ୍ୟାନ କରୁଥିଲେ । ତେବେ ଏହି ଅନୁଧ୍ୟାନରେ ଗବେଷକମାନେ ସତ୍ୟତା ପ୍ରମାଣ କରିବାକୁ ଯାଇ ଯଥାସାଧ୍ୟ ଉଦ୍ୟମ କରିଥିଲେ ।
ନିରୀକ୍ଷଣରୁ ଜଣାପଡିଲା ଯେ ଯେଉଁ ଯୁବତୀମାନଙ୍କର ସକାରତ୍ମକ ମାନସିକତା ଅଧିକ ଥାଏ, ସେମାନେ ଅଧିକାଂଶ କାମରେ ସଫଳତା ହାସଲ କରୁଛନ୍ତି । ସୁନ୍ଦରୀ ବର୍ଗର ତରୁଣୀମାନେ ହିଁ ନିଜ କାମକୁ ଶୀଘ୍ର ଶେଷ କରୁଥିଲେ । ଅନ୍ୟମାଦଙ୍କ ଅପେକ୍ଷା ସୁନ୍ଦରୀମାନେ ଅଧିକ ସଫଳ ।
Powered by Froala Editor