ଦଳୀୟ ପ୍ରାର୍ଥୀଙ୍କ ଲାଗି ଏମିତି ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁ୍ୟଆଲ ଯୋଗେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଏ ସମ୍ପର୍କରେ ବିଧାୟକ ଉମା ସାମନ୍ତରାୟ କହିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ । ବିଭିନ୍ନ ଜାଗାରେ ଏଲଇଡି ଲାଗିବ । କେବେ ଓ କେଉଁ ଦିନ ପ୍ରଚାର କରିାବେ ତାହା ଖୁବ ଶୀଘ୍ର ଜଣାପଡ଼ିବ ବୋଲି ବିଧାୟକ ଉମା ସାମନ୍ତରାୟ କହିଛନ୍ତି ।