Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ...

  • ଦିଶା ପଟାନିଙ୍କ ଘରେ ଗୁଳିମାଡ

  • ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, ...

  • ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ କରିସ୍ମା

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ ...

  • ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

  • ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ...

  • ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ...

  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ...

  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ...

ରାଜ୍ୟ
Home ›› ରାଜ୍ୟ ››ନାଇଟ କର୍ଫୁ୍ୟ କଡ଼ାକଡ଼ି ହେବ: ନବ ଦାସ

ନାଇଟ କର୍ଫୁ୍ୟ କଡ଼ାକଡ଼ି ହେବ: ନବ ଦାସ

2021-04-07 07:07:24
14918
Share:
Facebook
Twitter
E-Mail
WhatsApp
Telegram
ନାଇଟ କର୍ଫୁ୍ୟ କଡ଼ାକଡ଼ି ହେବ: ନବ ଦାସ
ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ନାଇଟ କର୍ଫୁ୍ୟ ଆହୁରି କଡ଼ାକଡ଼ି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ କଡ଼ାକଡ଼ି କଟକଣା କରାଯାଇଛି । ଯିଏ ଛଚ୍ଛିଶଗଡ଼ରୁ ସୀମାବର୍ତ୍ତୀ ଜିଲ୍ଲାକୁ ଆସୁଛନ୍ତି । ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଯାଇଛନ୍ତି । ମୁଖ୍ୟ ସଚିବ ବି ଯିବେ । ଔଷଧ, ବେଡ ଓ ଅକ୍ସିଜେନ ମହଜୁଦ ରହିଛି । ଯଦି ସଚେତନ ନହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଉନ୍ନୟନ କମିଶନର ପଶ୍ଚିମ ଓଡ଼ିଶା ଯାଇଛନ୍ତି । ଉନ୍ନୟନ କମିଶନର ପ୍ରଥମେ ଝାରସୁଗୁଡ଼ାର ସ୍ଥିତି ବୁଲି ଦେଖିବା ପରେ ସୁନ୍ଦରଗଡ଼ ଯିବେ । ସୁନ୍ଦରଗଡ଼ରେ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା କରିବେ । ପ୍ରକାଶ ଯେ, ଏବେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଚେତନତାମୂଳକଳ କାର୍ଯ୍ୟକ୍ରମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପି ଥିବାରୁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରକାଶ ଯେ, ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ୪୮, କଟକ ୪୬, ସମ୍ବଲପୁର ୪୫, ପୁରୀ ୪୩, କଳାହାଣ୍ଡି ୩୮, ଝାରସୁଗୁଡ଼ା ୩୧, ନୂଆପଡ଼ା ୩୧, ଷ୍ଟେଟପୁଲ ୨୭, ମୟୂରଭଞ୍ଜ ୨୪, ନବରଙ୍ଗପୁର ୨୩, ଅନୁଗୁଳ ୧୭, ଯାଜପୁର ୧୬, ବଲାଙ୍ଗୀର ୧୪, ରାୟଗଡ଼ା ୧୪, ଭଦ୍ରକ ୧୦, ଜଗତସିଂହପୁର ୯, ଗଞ୍ଜାମ ୯, କୋରାପୁଟ ୯, ସୁବର୍ଣ୍ଣପୁର ୭, ବାଲେଶ୍ୱର ୬, କନ୍ଧାମାଳ ୪, ଢେଙ୍କାନାଳ ୩, ମାଲକାନଗିରି ୨, ବୌଦ୍ଧ ୨, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
Tags night corfew

Related articles Odisha News Lens 4.1

  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?
    ଦେଶ-ଦେଶାନ୍ତର

    ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?

    13772
    Sep 12, 2025
  • ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ

    13834
    Sep 13, 2025
  • ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ
    ଦେଶ-ଦେଶାନ୍ତର

    ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

    14407
    Sep 13, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....
    ବିଶେଷ

    କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13359
    Sep 13, 2025
  • ଦିଶା ପଟାନିଙ୍କ ଘରେ ଗୁଳିମାଡ
    ମନୋରଞ୍ଜନ

    ଦିଶା ପଟାନିଙ୍କ ଘରେ ଗୁଳିମାଡ

    14959
    Sep 13, 2025
  • ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା
    ଦେଶ-ଦେଶାନ୍ତର

    ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା

    15435
    Sep 13, 2025
  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

    14913
    Sep 12, 2025
  • ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା
    ଦେଶ-ଦେଶାନ୍ତର

    ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା

    14613
    Sep 13, 2025
  • ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବୈରାବି-ସାଇରଙ୍ଗ ରେଳ ଲାଇନର ଉଦଘାଟନ କଲେ ମୋଦୀ

    13852
    Sep 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?

    13772
    Sep 12, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ

    13834
    Sep 13, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

    14913
    Sep 12, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16726
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16826
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17185
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15643
    Apr 03, 2021

ବିଶେଷ

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13359
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14364
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15640
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15489
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14489
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14912
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14332
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15566
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15228
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

    14407
    Sep 13, 2025
  • ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା

    15435
    Sep 13, 2025
  • ଦିଶା ପଟାନିଙ୍କ ଘରେ ଗୁଳିମାଡ

    14959
    Sep 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In