Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ...

  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ...

  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ...

  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ...

  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ...

  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ...

  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ...

  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ...

  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

ରାଜ୍ୟ
Home ›› ରାଜ୍ୟ ›› ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା, ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ୯ରେ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା, ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ୯ରେ

2023-08-02 04:29:37
15348
Share:
Facebook
Twitter
E-Mail
WhatsApp
Telegram
  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା, ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ୯ରେ

ପୁରୀ: ବହୁ ବାଦ ବିବାଦ ପରେ ବନକଲାଗି ନୀତି ବିବାଦର ଘଟିଲା ଅନ୍ତ। ଜିଦ୍‌ରୁ ଓହରିଲେ ଦତ୍ତମହାପାତ୍ର ନିଯୋଗ। ଆସନ୍ତା ୯ ତାରିଖ ଅର୍ଥାତ ବୁଧବାର ହେବ ମହାପ୍ରଭଙ୍କୁ ବନକଲାଗି ନୀତି। ଶ୍ରୀଜିଉଙ୍କ ହେବ ଶ୍ରୀମୁଖ ସିଂହାର। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ମୁତାବିକ, ଦୀର୍ଘ ଏକ ମାସ ଧରି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବନକଲାଗି ନୀତି ଲାଗି ବିବାଦ ଲାଗିରହିଥିଲା । ଫଳରେ ମାସାଧିକ ହେଲା ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇ ନାହିଁ । ମଳିନ କଳାଶ୍ରୀମୁଖଙ୍କୁ ଦର୍ଶନ କରି ଉଦ୍‌ବେଗ ପ୍ରକାଶ କଲେଣି କୋଟି କୋଟି ଜଗନ୍ନାଥ ପ୍ରେମୀ । ବନକଲାଗି ବିବାଦର ତୁରନ୍ତ ସମାଧାନ ପାଇଁ ନୀତି ସବ୍‌କମିଟି ବୈଠକ ଡକା ହେଲା । ସେଥିରେ ଆଲୋଚନା ହୋଇ ନିଷ୍କର୍ସ ନବାହାରିବାରେ ପୁନଃ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବାକୁ ମଙ୍ଗଳବାରକୁ ଅପେକ୍ଷା ରହିଥିଲା । ହେଲେ କୌଣସି କାରଣରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥିଗିତ କରାଯାଇଥିଲା। ଇତି ମଧ୍ୟରେ ଗୁରୁବାର ଓ ବୁଧବାର ବନକଲାଗି ପାଇଁ ଲିଖିତାକାରେ ଦତ୍ତମହାପାତ୍ରମାନେ ପ୍ରସ୍ତୁତ ଥିବା ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏହା ପରେ ଆସନ୍ତା ୯ ତାରିଖରେ ଅର୍ଥାତ ବୁଧବାର ଦିନ ବନକଲାଗି ନୀତି କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ ଦେଇଛନ୍ତି।

Powered by Froala Editor

Tags Puri temple

Related articles Odisha News Lens 4.1

  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା
    ଦେଶ-ଦେଶାନ୍ତର

    ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13773
    Jul 15, 2026
  • ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଦରମାର ୨୫ ପ୍ରତିଶତ ଟଙ୍କା ଦେବା ବାଧ୍ୟତାମୂଳକ ନିୟମ ନୁହେଁ : ହାଇକୋର୍ଟ

    14589
    Jul 15, 2026
  • ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...
    ଦେଶ-ଦେଶାନ୍ତର

    ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ସଂସଦରେ ଆସିଥିବା ...

    14910
    Jul 15, 2026
  • ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ
    ଦେଶ-ଦେଶାନ୍ତର

    ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ

    14853
    Jul 15, 2026
  • ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ

    15338
    Jul 15, 2026
  • ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15156
    Jul 15, 2026
  • ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

    14279
    Jul 15, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...

    15315
    Jul 14, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ
    ବିଶେଷ

    ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13694
    Jul 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13773
    Jul 15, 2026
  • ଦେଶ-ଦେଶାନ୍ତର

    ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ଉପରେ ପ୍ରତିବନ୍ଧକ

    15338
    Jul 15, 2026
  • ଦେଶ-ଦେଶାନ୍ତର

    ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ଭାରତ ସରକାର

    15156
    Jul 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16978
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17587
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17641
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18042
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    13694
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14591
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14874
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15625
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15731
    Jul 06, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13647
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14658
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15847
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15714
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି

    15315
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    14102
    Jul 14, 2026
  • ଦନ୍ତାର ପ୍ରତିଶୋଧ : ୧୪ ବର୍ଷ ପରେ ଗୋଟିଏ ପରିବାରର ଆଉ ଦୁଇ ଜଣଙ୍କୁ ମାରିଦେଲା

    13773
    Jul 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In