ଓଟସ୍ ତିଆରି ଖାଦ୍ୟ କମାଇବ ଚର୍ବି

ପ୍ରାୟ ଲୋକଙ୍କର ଓଜନ ବଢିବାର ପ୍ରମୁଖ କାରଣ ହେଉଛି ଭୁଲ୍ ଜୀବନଶୈଳୀ ଓ ଖାଦ୍ୟପାନୀୟ । ଓଜନ ଥରେ ବଢିବା ପରେ ଏହାକୁ କମ୍ କରିବା ଏତେ ସହଜ ହୁଏନା । ତେଣିକି ଆମେ ଯେତେ ରୁଟିନ୍ ସେଟ୍ କରିଥାଉନା କାହିଁକି । ଓଜନ ଉପରେ ଏହାର ପ୍ରଭାବ ଖୁବ୍ କମ୍ ପଡିଥାଏ ।
ଅଫିସ୍ କାମରେ ଚାପ ଏତେ ଯେ ନିୟମିତ ବ୍ୟାୟାମ କରିବା ପ୍ରାୟ ଲୋକଙ୍କ ପାଇଁ ଆଦୌ ସମ୍ଭବ ହୋଇନଥାଏ । ସେହିପରି ଅନେକ ସମୟରେ ଏଣୁତେଣୁ ଖାଇବା ଦ୍ୱାରା ମଧ୍ୟ ଚର୍ବି ବଢିଥାଏ । ଓଜନ କମାଇବାର ସହଜ ଉପାୟ ହେଉଛି ଗହମ ରୁଟି ପରିବର୍ତେ ଓଟସ୍ ଅଟାରେ ତିଆରି ଖାଦ୍ୟ ବ୍ୟବହାର କରିପାରିବା । ଓଟସ୍ ଅଟାରେ ତିଆରି ଖାଦ୍ୟ ବ୍ୟବହାର କରିପାରିବା । ଓଟସ୍ ଗ୍ଲୁଟେନ୍ ମୁକ୍ତ ହୋଇଥାଏ ।
Powered by Froala Editor