Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ...

ବିଶେଷ
Home ›› ବିଶେଷ ››ସବୁ ପ୍ରକାର ତ୍ୱଚା ପାଇଁ ପୋଦିନା ପତ୍ର

ସବୁ ପ୍ରକାର ତ୍ୱଚା ପାଇଁ ପୋଦିନା ପତ୍ର

2023-07-03 04:20:15
14281
Share:
Facebook
Twitter
E-Mail
WhatsApp
Telegram
ସବୁ ପ୍ରକାର ତ୍ୱଚା ପାଇଁ ପୋଦିନା ପତ୍ର

ପୋଦିନା ପତ୍ରକୁ ବାଟି ମୁହଁରେ ଲଗାଇ ଶୋଇପଡ଼ନ୍ତୁ । ସକାଳେ ଖାଲି ପାଣିରେ ଧୋଇ ଦିଅନ୍ତୁ । ସବୁ ପ୍ରକାର ତ୍ୱଚା ପାଇଁ ଏହା ଉପଯୋଗୀ । ଏହା ତ୍ୱଚାର ରଙ୍ଗ ସଫା କରିବା ସହ ବ୍ରଣ ଦୂର କରିଥାଏ । 

ପୋଦିନା ପତ୍ର ସବୁ ଖୁବ୍ ଭଲ ମାଉଥ୍ ଫ୍ରେସନର ଭାବେ କାମ କରିଥାଏ । ତେଣୁ ନିଃଶ୍ୱାସ ଓ ପ୍ରଶ୍ୱାସରେ ସତେଜତା ପାଇଁ ପୋଦିନାକୁ ବ୍ୟବହାର କରନ୍ତୁ । ପୋଦିନା ପତ୍ର ବଟା ଓ ଦହି ମିଶାଇ ମୁହଁରେ ଲଗାଇଲେ ବ୍ରଣ ଦୂର ହେବ ।  ପୋଦିନା ପତ୍ର ରସ, ତୁଳସୀ ରସ, କଂଚା ଧନିଆର ରସ ମିଶାଇ ତ୍ୱଚାରେ ଲଗାଇଲେ କୁଂଚିତରେଖା ଦେଖାଯାଏ ନାହିଁ । 

 ତୁଳସୀ, ନିମ୍ବ, ପୋଦିନା ପତ୍ରକୁ ପାଣିରେ ଭିଜାଇ ତାକୁ ଛାଣି ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ ଧୋଇଦିଅନ୍ତୁ । ଏହା ଦ୍ୱାରା ମୁହଁରେ ଦାଗ ଦୂର ହେବ । ଏହି ପାଣିରେ ସ୍ନାନ କଲେ ତ୍ୱଚା କ୍ଲାନ୍ତିମୁକ୍ତ ହେବ ଓ ସତେଜ ଲାଗିବ । ପୋଦିନା ପତ୍ର ରସ, ତୁଳସୀପତ୍ର ରସ ଓ କିଛି ପୋସ୍ତଦାନାକୁ ପାଣିରେ ଭିଜାଇ ସେହି ପାଣିେରେ ସ୍ନାନ କରନ୍ତୁ ।  ତ୍ୱଚା ଚିକ୍କଣ ଓ କୋମଳ ରହିବ । 

 ୫୦ ଗ୍ରାମ ପୋଦିନା ରସରେ ଗୋଟିଏ ଛୋୋଟ ପିଆଜ ମିଶାଇ ବାଟନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାନ୍ତୁ । ଶୁଖିଯିବା ପରେ କେଶରେ ତେଲ ଲଗାନ୍ତୁ । ଏମିତି କରିବା ଦ୍ୱାରା କେଶରେ ଉଜ୍ଜ୍ୱଳତା ଆସିବ ।    

Powered by Froala Editor

Tags Podina patra

Related articles Odisha News Lens 4.1

  • ଭାରତରେ  ନିର୍ମାଣ ହେବ ରାଫେଲ
    ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    14121
    Jun 05, 2025
  • ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
    ଦେଶ-ଦେଶାନ୍ତର

    ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

    15534
    Jun 05, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି
    ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14519
    Jun 06, 2025
  •  ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ
    ଦେଶ-ଦେଶାନ୍ତର

    ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15652
    Jun 05, 2025
  • ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ
    ଦେଶ-ଦେଶାନ୍ତର

    ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14540
    Jun 06, 2025
  • ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା
    ଦେଶ-ଦେଶାନ୍ତର

    ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

    13273
    Jun 06, 2025
  • ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ
    ଦେଶ-ଦେଶାନ୍ତର

    ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15194
    Jun 05, 2025
  • ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ
    ଦେଶ-ଦେଶାନ୍ତର

    ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ

    13349
    Jun 06, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....
    ବିଶେଷ

    ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14961
    Jun 06, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14961
    Jun 06, 2025
  • ଦେଶ-ଦେଶାନ୍ତର

    ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14540
    Jun 06, 2025
  • ଦେଶ-ଦେଶାନ୍ତର

    ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15194
    Jun 05, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16943
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14961
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14519
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    13983
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13817
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13780
    Jun 03, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16310
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14813
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14540
    Jun 06, 2025
  • ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

    13273
    Jun 06, 2025
  • ଭାରତରେ ନିର୍ମାଣ ହେବ ରାଫେଲ

    14121
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In