ଭଦ୍ରକରୁ ଆରମ୍ଭ ହେବ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ଭଦ୍ରକରୁ ରାତି ୧ଟାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହେବ । ଯାହା ଚେନ୍ନାଇ ଅଭିମୁଖେ ଯାତ୍ରା କରିବ । ଟ୍ରେନ୍ଟି କଟକ, ଭୁବନେଶ୍ୱର ଆଦି ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ଅଟକିବ । ଆବଶ୍ୟକ ପଡ଼ିଲେ ଟ୍ରେନ୍ରେ ମୃତଦେହ ବହନ କରିବା ଲାଗି ଏକ ପାର୍ସଲ୍ ଭ୍ୟାନ୍ ମଧ୍ୟ ରଖାଯିବ । ତେବେ ଏହି ବ୍ୟବସ୍ଥା ବ୍ୟାପକ ଭାବେ ପ୍ରସାରିତ ହୋଇପାରେ । ଯାହା ଫଳରେ ବିଚଳିତ ଯାତ୍ରୀ ଓ ସମ୍ପର୍କୀୟମାନେ ଟ୍ରେନ୍ ସେବା ପାଇପାରିବେ ।
Powered by Froala Editor