Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ...

  • ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ ...

  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ...

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ...

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ...

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ...

ରାଜ୍ୟ
Home ›› ରାଜ୍ୟ ››ଟ୍ରେନ୍‌ ଦୁର୍ଘଟଣା : ଏହିସବୁ ଟ୍ରେନ୍‌ ବାତିଲ ଓ ଏହି ଟ୍ରେନ୍‌ ଆଂଶିକ ବାତିଲ

ଟ୍ରେନ୍‌ ଦୁର୍ଘଟଣା : ଏହିସବୁ ଟ୍ରେନ୍‌ ବାତିଲ ଓ ଏହି ଟ୍ରେନ୍‌ ଆଂଶିକ ବାତିଲ

2023-06-03 06:48:00
14329
Share:
Facebook
Twitter
E-Mail
WhatsApp
Telegram
ଟ୍ରେନ୍‌ ଦୁର୍ଘଟଣା : ଏହିସବୁ ଟ୍ରେନ୍‌ ବାତିଲ ଓ ଏହି ଟ୍ରେନ୍‌ ଆଂଶିକ ବାତିଲ

ଭୁବନେଶ୍ବର: ଗତ ସନ୍ଧ୍ୟାରେ ଖଡ଼ଗପୁର ଡିଭିଜନ୍‌ର ବାହାନଗା ବଜାର ଷ୍ଟେସନ୍‌ ବଜାରରେ ଟ୍ରେନ୍‌ ଧାରଣାଚ୍ୟୁତ ହେବାଜିନିତ ଦୁର୍ଘଟଣା କାରଣରୁ ସେହି ପଥରେ ଯାତାୟାତ କରୁଥିବା କେତେକ ଟ୍ରେନ୍‌କୁ ବାତିଲ ଓ ଆଉ କେତେକ ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ୍‌ ନମ୍ବର ୬ରେ ସୂଚନା ଦିଆଯାଇଛି।ସେହିପରି, ଆଉ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍‌ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି।

ଆଜି ବାତିଲ୍‌ ‌ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍‌ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍‌-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍‌ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍‌-କୋଲ୍‌କାତା ଶାଲିମାର୍‌ ଏକ୍ସପ୍ରେସ୍‌,  ବେଙ୍ଗାଲୁରୁରୁ ଆସୁଥିବା ୧୨୫୫୧ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌, ବେଙ୍ଗାଲୁରୁରୁ ଛାଡୁଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍, ୧୨୨୫୩ ବେଙ୍ଗାଲୁରୁ-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍‌, ପୁରୀରୁ ଆସୁଥିବା ୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍‌, ଖୋର୍ଦ୍ଧା ରୋଡ୍‌ରୁ ଆସୁଥିବା ୧୮୦୨୨ ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଏକ୍ସପ୍ରେସ୍‌, ହାଇଦ୍ରାବାଦରୁ ଆସୁଥିବା ୧୮୦୪୬ ହାଇଦ୍ରାବାଦ-ଶାଲିମାର ଏକ୍ସପ୍ରେସ୍‌, ସିକନ୍ଦରାବାଦରୁ ଆସୁଥିବା ୧୨୭୦୪ ସିକନ୍ଦରାବାଦ-ହାୱାଡ଼ା ଫଲକନୁମା ଏକ୍ସପ୍ରେସ, ଜଳେଶ୍ବରରୁ ଆସୁଥିବା ୦୮୪୧୫ ଜଳେଶ୍ବର-ପୁରୀ ସ୍ପେସାଲ୍‌, ଭୁବନେଶ୍ବରରୁ ଛାଡୁଥିବା ୦୮୪୧୨ ଭୁବନେଶ୍ବର-ବାଲେଶ୍ବର ସ୍ପେସାଲ୍‌, ବାଲେଶ୍ବରରୁ ଛାଡୁଥିବା ୦୮୪୧୧ ବାଲେଶ୍ବର-ଭୁବନେଶ୍ବର ସ୍ପେସାଲ୍‌ ଟ୍ରେନ୍‌, ଭଦ୍ରକରୁ ଛାଡୁଥିବା ୧୮୦୪୪ ଭଦ୍ରକ-ହାୱଡ଼ା ଏକ୍ସପ୍ରେସ୍‌, ତିରୁପତିରୁ ଆସୁଥିବା ୨୦୮୯୦ ତିରୁପତି-ହାୱଡ଼ା ଏକ୍ସପ୍ରେସ୍‌, ଉଭୟ ପଟରୁ ଚଳାଚଳ କରୁଥିବା ୦୮୪୧୫/୦୮୪୧୬ ଜେନାପୁର-ପୁରୀ-ଜେନାପୁର ଟ୍ରେନ୍ ଓ ପୁରୀରୁ ଯାଉଥିବା ୦୮୪୩୯ ପୁରୀ-ପାଟନା ସ୍ପେସାଲ୍‌ ଟ୍ରେନ୍‌।

ଏହାଛଡ଼ା, ୨ ତାରିଖ ଦିନ ସିକନ୍ଦରାବାଦ ଛାଡ଼ିଥିବା ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଏକ୍ସପ୍ରେସ୍‌ କଟକରେ ପହଞ୍ଚିବା ପରେ ସେଠାରୁ ଆଉ ହାୱଡ଼ାକୁ ଯିବନାହିଁ।

ସେହିପରି, ଗତି ପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ନିମ୍ନ ଲିଖିତ ଟ୍ରେନ୍:

ଜୟନଗରରୁ ଆସୁଥିବା ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍‌ ପଥ ପରିବର୍ତ୍ତନ କରି ଜୟଚଣ୍ଡୀ ପାହାର-ଚାନ୍ଦିଲ୍‌ ଜଙ୍କ୍‌ସନ୍‌-ବଂଶପାଣି-ଜାରୋଲି-ଜଖପୁରା ଦେଇ ଗନ୍ତବ୍ୟସ୍ଥଳକୁ ଯିବ।୨ ତାରିଖ ଦିନ ସିଲଘାଟ ଟାଉନ୍‌ରୁ ଛାଡ଼ିଥିବା ୧୫୬୩୦ ସିଲଘାଟ ଟାଉନ୍‌-ତାମ୍ବାରମ୍‌ ଏକ୍ସପ୍ରେସ୍‌ ଆସାନସୋଲ୍‌-ଚାନ୍ଦିଲ୍‌-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍‌ ଦେଇ ଆସୁଛି। ସେହିପରି, ୨ ତାରିଖ ଦିନ ପାଟନାରୁ ଛାଡ଼ିଥିବା ୨୨୬୪୪ ପାଟନା-ଏର୍ଣ୍ଣାକୁଲମ୍‌ ଏକ୍ସପ୍ରେସ୍‌ ଆଦ୍ରା-ଚାନ୍ଦିଲ୍‌-ଚକ୍ରଧରପୁର-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍‌ ଦେଇ ଆସୁଛି।

Powered by Froala Editor

Tags Train canceled

Related articles Odisha News Lens 4.1

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14332
    Aug 01, 2025
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15381
    Aug 02, 2025
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ
    ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14700
    Aug 01, 2025
  •  ବହୁ ଉପାଦେୟ ମେଥିପାଣି
    ବିଶେଷ

    ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...
    ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...

    14096
    Aug 01, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି
    ଦେଶ-ଦେଶାନ୍ତର

    ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14908
    Aug 01, 2025
  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

    15315
    Aug 01, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ
    ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14703
    Aug 02, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....
    ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14703
    Aug 02, 2025
  • ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15381
    Aug 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    14922
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14586
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14517
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15184
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14811
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14332
    Aug 01, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14889
    Aug 02, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14908
    Aug 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In