ଡିଜିଟାଲ୍ ମୋଡରେ ନିଆନ୍ତୁନି ଲାଞ୍ଚ, ସତର୍କ କଲା ଭିଜିଲାନ୍ସ

ଭୁବନେଶ୍ବର: ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଏଥିରେ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି।
ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେଇଥିବା ଦୁଇଟି ମାମଲା ଏବଂ ଗତକାଲି ଯେଉଁ ନାମହୀନ ଚେକ୍ ମାଧ୍ୟମରେ ଲାଞ୍ଚ ନିଆଯାଇଛି। ସମସ୍ତ ମାମଲାରେ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଫୋନ୍ ପେ / ବ୍ୟାଙ୍କ ଆକାଉଣ୍ଟରେ ଲାଞ୍ଚ ନେଇ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
Powered by Froala Editor