Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››`ବରେଲି ବାଜାର' ରେ ନୁସରତଙ୍କ ଠୁମ୍‌କା

`ବରେଲି ବାଜାର' ରେ ନୁସରତଙ୍କ ଠୁମ୍‌କା

2023-04-26 16:53:18
15648
Share:
Facebook
Twitter
E-Mail
WhatsApp
Telegram
`ବରେଲି ବାଜାର' ରେ ନୁସରତଙ୍କ ଠୁମ୍‌କା

`ଛତ୍ରପତି' ମୁଭିର ନୂଆ ସଙ୍ଗ `ବରେଲି କି ବାଜାର ମେଁ'ର ଟିଜର ରିଲିଜ ହୋଇଛି। କିନ୍ତୁ ଏହି ସଙ୍ଗଥରେ ଝୁମୁକା ବଦଳରେ ସ୍ୟାଣ୍ଡଲକୁ ନିଆଯାଇଛି। ଏହି ଗୀତର ବୋଲ ହେଉଛି `ମେରା ସ୍ୟାଣ୍ଡଲ ଟୁଟାରେ ବରେଲି କେ ବାଜାର ମେଁ'। ଆପଣ ପୂର୍ବରୁ ଝୁମୁକା ଗିରାରେ ବରେଲି କେ ବାଜାର ମେଁ ଶୁଣିଥିବେ। କିନ୍ତୁ ଏବେ ଛତ୍ରପତି ମୁଭିରେ ନିର୍ମାତାମାନେ ଝୁମୁକା ବଦଳରେ ସ୍ୟାଣ୍ଡଲ ସଙ୍ଗ ରିଲିଜ କରିଛନ୍ତି। 

ସୂଚନା ଥାଉ କି `ଛତ୍ରପତି' ଫିଲ୍ମ ମେ' ୧୨ ରେ ରିଲିଜ ହେବ। ଏହି ଫିଲ୍ମରେ ଲିଡ ରୋଲରେ ଶ୍ରୀନିବାସ ବେଲମକୋଣ୍ଡା ଏବଂ ନୁସରତ ଭାରୁଚା ଅଛନ୍ତି। `ବରେଲି କି ବାଜାର ମେଁ' ଗୀତରେ ନୁସରତଙ୍କ ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିନେବ। କିଛିଦିନ ପୂର୍ବରୁ ନୁସରତ ଏହି ଫିଲ୍ମକୁ ନେଇ କହିଥିଲେ କି ମୁଁ ଏହି ଫିଲ୍ମକୁ ନେଇ ଖୁବ ଏକ୍ସାଇଟେଡ ଅଛି। କାରଣ ଏହା ହେଉଛି ମୋର ପ୍ରଥମ ଆକ୍ସନ ଡ୍ରାମା ମୁଭି। ତେବେ ତେଲୁଗୁ ଷ୍ଟାର ଶ୍ରୀନିବାସନ ମଧ୍ୟ ଏହି ମୁଭିକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। 

Powered by Froala Editor

Tags chatrapati

Related articles Odisha News Lens 4.1

  • ବଡ଼ ବଜେଟ୍‌ରେ ଆସିବ ‘ଲ୍ୟାଣ୍ଡଫଲ୍‌’
    ମନୋରଞ୍ଜନ

    ବଡ଼ ବଜେଟ୍‌ରେ ଆସିବ ‘ଲ୍ୟାଣ୍ଡଫଲ୍‌’

    14258
    May 15, 2025
  • ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ
    ଦେଶ-ଦେଶାନ୍ତର

    ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ

    13654
    May 15, 2025
  • ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

    14683
    May 15, 2025
  • ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ
    ମନୋରଞ୍ଜନ

    ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ

    13732
    May 15, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13292
    May 16, 2025
  • ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି: ରାଜନାଥ ସିଂହ

    13550
    May 15, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ
    ବିଶେଷ

    ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14501
    May 16, 2025
  • ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ...
    ଦେଶ-ଦେଶାନ୍ତର

    ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ...

    13784
    May 15, 2025
  • ବସ୍‌ରେ ଅଗ୍ନିକାଣ୍ଡ : ୨ ଶିଶୁ ସମେତ ପାଞ୍ଚ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ବସ୍‌ରେ ଅଗ୍ନିକାଣ୍ଡ : ୨ ଶିଶୁ ସମେତ ପାଞ୍ଚ ଯାତ୍ରୀ ଜୀବନ୍ତ ଦଗ୍ଧ

    15263
    May 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    "ପାକିସ୍ତାନ ଭୟଭୀତ କୁକୁର ପରି ଲାଙ୍ଗୁଡ଼ ଜାକି ଯୁଦ୍ଧବିରତି ପାଇଁ ଦୌଡ଼ିଲା"

    13473
    May 15, 2025
  • ଦେଶ-ଦେଶାନ୍ତର

    ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ

    13784
    May 15, 2025
  • ଦେଶ-ଦେଶାନ୍ତର

    ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

    14683
    May 15, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16602
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16889
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15438
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13292
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14501
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15065
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    14965
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15358
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16265
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13978
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14772
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15299
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବସ୍‌ରେ ଅଗ୍ନିକାଣ୍ଡ : ୨ ଶିଶୁ ସମେତ ପାଞ୍ଚ ଯାତ୍ରୀ ଜୀବନ୍ତ ଦଗ୍ଧ

    15263
    May 15, 2025
  • ବଡ଼ ବଜେଟ୍‌ରେ ଆସିବ ‘ଲ୍ୟାଣ୍ଡଫଲ୍‌’

    14258
    May 15, 2025
  • "ପାକିସ୍ତାନ ଭୟଭୀତ କୁକୁର ପରି ଲାଙ୍ଗୁଡ଼ ଜାକି ଯୁଦ୍ଧବିରତି ପାଇଁ ଦୌଡ଼ିଲା"

    13473
    May 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In