Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ...

  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

  • ରାହୁଲ ଗାନ୍ଧୀଙ୍କ କାରକେଡ୍ ...

  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ...

  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ...

  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି ...

  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ...

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ...

  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ...

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ...

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ସ୍ଥିର ରହିଲେ ଶକ୍ତିଶାଳୀ ହୁଏ:ପାଣିପାଗ ବିଶେଷଜ୍ଞ

ବାତ୍ୟା ସ୍ଥିର ରହିଲେ ଶକ୍ତିଶାଳୀ ହୁଏ:ପାଣିପାଗ ବିଶେଷଜ୍ଞ

2021-05-24 07:06:44
13801
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ସ୍ଥିର ରହିଲେ ଶକ୍ତିଶାଳୀ ହୁଏ:ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି ।  ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଛି ।  ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ । ବାତ୍ୟା ଗତ ୬ଘଣ୍ଟାରେ ଗତି ନକରି ସ୍ଥିର ରହିଛି । ତେବେ  ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି ବୋଲି  ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । 

ଅନ୍ୟପକ୍ଷରେ ଆଜି ରାତିରୁ ଦକ୍ଷିଣ ଓଡ଼ିଶା ଏବଂ ଆସନ୍ତାକାଲି ଠାରୁ ଉତ୍ତର ଉପକୂଳରେ ବର୍ଷା ହେବ ।  ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ପଡ଼ିବ ।  ଏହି ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ କ୍ୟାଟେଗୋରୀ-୧ରେ ରଖାଯାଇଛି ।  ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ  ବୋଲି  ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । 

ପ୍ରକାଶ ଯେ, ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ‘ୟଶ’ର ଅବସ୍ଥିତି ରହିଛି ।  ସେହିପରି ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କିମି ଦୂରରେ ରହିଛି ।  ଦୀର୍ଘ ଠାରୁର ୬୩୦ ଦକ୍ଷିଣ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ୨୬ ତାରିଖ ଭୋର ସୁଦ୍ଧା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।  ୨୬ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ଲ୍ୟାଣ୍ଡଫଲ ହେବ ।  ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । 

ପ୍ରକାଶ ଯେ, ଲ୍ୟାଣ୍ଡଫଲର ପୂର୍ବ ଓ ପର ୬ଘଣ୍ଟାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ ବୋଲି  ଜଣାଯାଇଛି । ଲ୍ୟାଣ୍ଡଫଲବେଳେ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି  ଘଟିପାରେ ।  ପବନର ବେଗ ଯାହା ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ।  ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି ।  ପବନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ । ଏହା ଉପକୂଳ ଅତିକ୍ରମ କରିବା ବେଳେ ପବନ ୧୫୫ରୁ ୧୬୫ କିମି ବେଗରେ ପ୍ରବାହିତ ହେବ । ବେଳେବେଳେ ପବନର ବେଗ ୧୮୫ କିମି ବି ଛୁଇଁବାର ସମ୍ଭାବନା ରହିଛି  । ବାତ୍ୟାର ପ୍ରଭାବରେ ୨୫ ସଂଧ୍ୟାରୁ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହେବ  । ୨୬ରେ ଉତର ଓଡ଼ିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବ  । କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି  । ୨୪ ସଂଧ୍ୟା ପରେ ୪୦ରୁ ୫୦ କିମି ବେଗରେ ପବବ  ବୋହିବ ।  ୨୫ରୁ ପବନର ବଗେ ବଢିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ ।  କେତେକ ସ୍ଥାନରେ  ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି  ଆଇଏମଡ଼ି ନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । 

Powered by Froala Editor

Tags Cyclone

Related articles Odisha News Lens 4.1

  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......
    ଦେଶ-ଦେଶାନ୍ତର

    'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14164
    Oct 26, 2026
  • ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...
    ଦେଶ-ଦେଶାନ୍ତର

    ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ: ୧୨ବର୍ଷର ଯାତ୍ରାକୁ ‘ତୀର୍ଥଯାତ୍ରା’ ବୋଲି ଅଭିହିତ ...

    14106
    Oct 26, 2026
  • ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ
    ଦେଶ-ଦେଶାନ୍ତର

    ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15259
    Oct 26, 2026
  • ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....
    ଦେଶ-ଦେଶାନ୍ତର

    ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଥିଲେ, ଜାଣି ରଖନ୍ତୁ ଏହିସବୁ ନିୟମ....

    15393
    Oct 26, 2026
  • ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...
    ଦେଶ-ଦେଶାନ୍ତର

    ଆଇନରେ ବଡ଼ ପରିବର୍ତ୍ତନ: ରାସ୍ତାରେ ଭଙ୍ଗାରୁଜା କଲେ, ମାତାପିତା ନିଜ ପକେଟରୁ କରିବେ ...

    15148
    Oct 26, 2026
  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13665
    Oct 25, 2026
  • ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

    15205
    Oct 26, 2026
  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା
    ଖେଳ ଖବର

    ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

    13942
    Oct 26, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ,  ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ
    ବିଶେଷ

    ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15524
    Oct 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଲୁପ୍ତପ୍ରାୟ ସ୍ଲୋ ଲୋରିସ୍‌ ଚିହ୍ନଟ, ୧୯୩୦ ଦଶକରୁ ଗାଏବ ହୋଇଯାଇଥିଲେ

    15259
    Oct 26, 2026
  • ଦେଶ-ଦେଶାନ୍ତର

    ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13665
    Oct 25, 2026
  • ବିଶେଷ

    ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15524
    Oct 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17220
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17914
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18282
    Sep 06, 2023

ବିଶେଷ

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15524
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14693
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15572
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15733
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15103
    Oct 18, 2026

ବାଣିଜ୍ୟ

ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ ...

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15118
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14809
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15243
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14425
    Oct 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15524
    Oct 26, 2026
  • 'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......

    14164
    Oct 26, 2026
  • ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରି ବିଜେତା

    13942
    Oct 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In