Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, March 21, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ...

  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ...

  • ବଜେଟ ବନ୍ଦ ନକରିବାକୁ ...

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ...

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର ...

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ...

  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ...

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଚାରିଧାମ ଯାତ୍ରା ପୂର୍ବରୁ ଉତ୍ତରାଖଣ୍ଡ ସରକାର ଜାରି କଲେ ଗାଇଡଲାଇନ୍‌, ଜାଣନ୍ତୁ କ’ଣ...

ଚାରିଧାମ ଯାତ୍ରା ପୂର୍ବରୁ ଉତ୍ତରାଖଣ୍ଡ ସରକାର ଜାରି କଲେ ଗାଇଡଲାଇନ୍‌, ଜାଣନ୍ତୁ କ’ଣ...

2023-03-14 01:25:03
15064
Share:
Facebook
Twitter
E-Mail
WhatsApp
Telegram
ଚାରିଧାମ ଯାତ୍ରା ପୂର୍ବରୁ ଉତ୍ତରାଖଣ୍ଡ ସରକାର ଜାରି କଲେ ଗାଇଡଲାଇନ୍‌, ଜାଣନ୍ତୁ କ’ଣ...

ଭାଇରସ ସଂକ୍ରମଣ ଭିତରେ ପୁଣି ଏଚ୍‌୩ଏନ୍‌୨ ସାରା ଦେଶରେ ଚିନ୍ତା ବଢ଼ାଇଛି। ଥଣ୍ଡା କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାର ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ ।

ଇତିମଧ୍ୟରେ ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି।

ସେ କହିଛନ୍ତି, ଏଚ୍‌୩ଏନ୍‌୨ ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଯାତ୍ରା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ସହ ସାନିଟାଇଜର ବ୍ୟବହାର କରିବେ। ସମସ୍ତ ଗାଇଡ୍‌ଲାଇନ୍‌ ମାନିବାକୁ ବାଧ୍ୟତାମୂଳକ ବୋଲି ଉକ୍ତ ବିବୃତ୍ତିରେ କୁହାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କେଦାରନାଥ ଏବଂ ବଦ୍ରିନାଥ ଯାତ୍ରା ପାଇଁ ୨୬୭୪୩୪ ଯାତ୍ରୀ ନିଜର ନାମ ପଞ୍ଜିକରଣ କରାଇସାରିଛନ୍ତି। ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ ହେବା ନେଇ ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସମସ୍ତ ପ୍ରକାରର ପଦକ୍ଷେପ ଆପଣାଉଛନ୍ତି।

Powered by Froala Editor

Tags covid

Related articles Odisha News Lens 3.2

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା
    ବିଶେଷ

    ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14548
    Mar 21, 2023
  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15500
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....
    ବିଶେଷ

    ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15028
    Mar 21, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼
    ଦେଶ-ଦେଶାନ୍ତର

    ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13533
    Mar 20, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ
    ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13880
    Mar 20, 2023
  •  ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ
    ଦେଶ-ଦେଶାନ୍ତର

    ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ

    14624
    Mar 21, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ
    ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13618
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍
    ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15127
    Mar 21, 2023
  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ
    ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14166
    Mar 20, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14360
    Mar 20, 2023
  • ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13618
    Mar 20, 2023
  • ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13880
    Mar 20, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14548
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15028
    Mar 21, 2023
  • ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍‌...

    13985
    Mar 20, 2023
  • ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

    15492
    Mar 20, 2023
  • ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା

    13914
    Mar 20, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19509
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19791
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19917
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21506
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13618
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15127
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15028
    Mar 21, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In