Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, March 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ...

  • କୁନି ହାତରେ ଶକ୍ତିଶାଳୀ ଭାର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ...

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ ...

  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ...

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ...

  • ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ...

ବିଶେଷ
Home ›› ବିଶେଷ ››ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

2023-01-27 09:48:01
14095
Share:
Facebook
Twitter
E-Mail
WhatsApp
Telegram
ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

ଶୀତଋତୁ, ଯେତିକି ଭଲ ସେତିକି ଖରାପ । ଶୀତର ମଜା ନେବା ସହ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ସାଜିଥାଏ ଏହି ଋତୁ । କିନ୍ତୁ ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଦେଖାଯାଇଥାଏ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା । ଶୀତଋତୁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ଅତି ସହଜରେ ବିଭିନ୍ନ ପ୍ରକାର ରୋଗ ଶରୀରକୁ ପ୍ରବେଶ କରିଥାଏ । ତେଣୁ ଏହି ମୌସୁମୀ ପରିବର୍ତ୍ତନରେ ଆପଣମାନେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ସହ ଶରୀର ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ଶୀତଋତୁରେ ଏପରି କିଛି ଖାଦ୍ୟ ଅଛି ଯାହାକୁ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ଅହିତକର। ଆପଣମାନେ ଯଦି ସେହି ଖାଦ୍ୟ ସେବନ କରନ୍ତି ତେବେ ହୃଦଘାତ ପରି ସମସ୍ୟା ଉପୁଜିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ଟି ଖାଦ୍ୟ କଣ କଣ।

ରେଡମିଟ୍ ବା ଲାଲମାଂସ
ଶୀତଦିନରେ ଲାଲ ମାଂସ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ପ୍ରଚର ପରିମାଣର ସେଚୁରେଟ୍ ଫ୍ୟାଟ ଏବଂ କୋଲେଷ୍ଟ୍ରଲ ରହିଥାଏ, ଯାହାକି ହୃଦଘାତ ପରି ସମସ୍ୟା ସୃଷ୍ଟି କରେ । ତେଣୁ ଶୀତଦିନେ ରେଡ୍ ମିଟ ସେବନ କରିବା ଆଦୌ ଉଚିତ ନୁହେଁ ।

ଫାଷ୍ଟ ଫୁଡ
ଆପଣମାନେ ଶୀତଦିନେ ଫାଷ୍ଟ ଫୁଡ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଶୀତଦିନରେ ଶରୀରରୁ କମ ଝାଳ ନିର୍ଗତ ହୁଏ ଏବଂ ଶରୀର ଅଳଶୁଆ ଭଳି ଲାଗିବା ସହ ଥକ୍କା ଲାଗିଥାଏ । ଫଳରେ ଆମ ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ । ଏପରି ସ୍ଥିତିରେ ତେଲ ମସଲା ଜାତିୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ ସେବନ କଲେ ଏହା ଶରୀରରେ କୋଲେଷ୍ଟଲର ମାତ୍ରାକୁ ବଢାଇ ଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ମେଦବହୁଳତା ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନରେ ଏପରି ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

ତେଲ ଜାତିୟ ଖାଦ୍ୟ
ଶୀତଦିନରେ ଅନେକ ଲୋକ ତେଲ ଜାତିୟ ଖାଦ୍ୟ ଅର୍ଥାତ୍ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଶୀତଦିନରେ ଏପରି ଖାଦ୍ୟ ଖାଇବା ଶରୀର ପ୍ରତି ବିପଦ ସାଜିଥାଏ । କାରଣ ଏହି ତେଲ ଜାତିୟ ଖାଦ୍ୟ ଶୀରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ । ଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନେ ଏହିପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ମିଠା ଜାତିୟ ଖାଦ୍ୟ
ଶୀତଦିନେ ମିଠା ଜାତିୟ ଖାଦ୍ୟ ଯେପରି ଚାହା, କଫି ଚକୋଲେଟ୍, ପେଷ୍ଟ୍ରୀ ଆଦି ଖାଦ୍ୟ ଖାଇବାକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଏହା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରେ ଫଳରେ ହୃଦଘାତ ହେବାର ଅନେକ ସମ୍ଭାବନା ଥାଏ । ତେଣୁ ଶୀତଦିନେ ମିଠାଜାତିୟ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ।

Powered by Froala Editor

Tags Health tips

Related articles Odisha News Lens 3.2

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ
    ଦେଶ-ଦେଶାନ୍ତର

    ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14432
    Mar 29, 2023
  •  ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି
    ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14114
    Mar 30, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ
    ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14340
    Mar 30, 2023
  • କୁନି ହାତରେ ଶକ୍ତିଶାଳୀ ଭାର
    ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15006
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ
    ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14883
    Mar 30, 2023
  • ସିୟାୟା ଜନ୍ମ ଦେଲା ୪ ଶାବକ:  ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ...
    ଦେଶ-ଦେଶାନ୍ତର

    ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ...

    15119
    Mar 29, 2023
  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...
    ଦେଶ-ଦେଶାନ୍ତର

    ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...

    13910
    Mar 29, 2023
  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13363
    Mar 29, 2023
  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା
    ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13684
    Mar 29, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14114
    Mar 30, 2023
  • ଦେଶ-ଦେଶାନ୍ତର

    ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ମହତ୍ୱପୂର୍ଣ୍ଣ ଘଟଣା

    15119
    Mar 29, 2023
  • ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15006
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • କୁନି ହାତରେ ଶକ୍ତିଶାଳୀ ଭାର

    15006
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13687
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14883
    Mar 30, 2023
  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14114
    Mar 30, 2023
  • ଆକ୍ୱାରିୟମ୍‌ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

    14229
    Mar 29, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13687
    Mar 30, 2023
  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ପୁଅ

    13910
    Mar 29, 2023
  • ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ମହତ୍ୱପୂର୍ଣ୍ଣ ଘଟଣା

    15119
    Mar 29, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In