Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ...

  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ...

  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ...

  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ...

  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ ...

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ...

  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର ...

  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ ...

  • ବେଦ ପଢି ଇସ୍ରୋ ବୈଜ୍ଞାନିକ

ରାଜ୍ୟ
Home ›› ରାଜ୍ୟ ››ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଚିଠି

2021-05-21 05:22:25
14011
Share:
Facebook
Twitter
E-Mail
WhatsApp
Telegram
ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଚିଠି

ପ୍ରିୟ ନବୀନ ବାବୁ,

ବିଷୟ: କରୋନା ମହାମାରୀ ପରିସ୍ଥିତିକୁ ସଫଳା ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ । ଶୁଭେଚ୍ଛା, ଆଶା କରୁଛି ଆପଣ ସର୍ବକୁଶଳରେ ଥିବେ ।

ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ କୋଭିଡ ମହାମାରୀ ପ୍ରଥମ ଲହର ସମୟରେ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଅନୁରୋଧ କରିଥିଲି । କିନ୍ତୁ ଆଜିପର୍ଯ୍ୟନ୍ତ ଆପଣଙ୍କ ପାଖରୁ ମୋ ଚିଠିର କୌଣସି ସନ୍ତୋଷଜନକ ଉତର ମିଲିଲା ନାହିଁ । କିନ୍ତୁ ଏବେ ଆପଣ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଜାଣିବାକୁ ପାଇଲି କିନ୍ତୁ ଦ୍ୱିତୀୟ ମାରାତ୍ମକ ଲହର ପାଖାପାଖି ଏକ ମାସବିତିଲା ହୋଇଗଲେ ମଧ୍ୟ ଆପଣ ଏପର୍ଯ୍ୟନ୍ତ ସର୍ବଦଳୀୟ ବୈଠକ ଡାକି ନାହାଁନ୍ତି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ । 

 

ଦ୍ୱିତୀୟ ମହାମାରୀର ଲହର ସାରା ଭାରତବର୍ଷକୁ ଏବଂ ବିଶେଷ କରି ଓଡ଼ିଶାକୁ ବହୁ ପରିମାଣରେ ବହୁ କ୍ଷତି ପଂହଚାଉଛି । ଏହା ଆଜି ପର୍ଯ୍ୟନ୍ତ ଏଭଳି ଗୋଟିଏ ଦିନ ମଧ୍ୟ ନାହିଁ ଯେ ଜଣେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନକୁ ନ ହରାଉଛି । ଏଭଳିକି ସରକାରୀ ମୃତୁ୍ୟର ପରିସଂଖନକୁ ମଧ୍ୟ ଲୋକ ବିଶ୍ୱାସର ସହ ଗ୍ରହଣ କରୁନାହାଁନ୍ତି । ଏଭଳି ଏକ ଘୋର ସଂକଟମୟ ପରିସ୍ଥିତିକୁ କେବଳ ସରକାର ଏବଂ ସରକାରୀ କଳ ଯେ ଯଥେଷ୍ଟ ପରିସ୍ଥିତିକୁ ଆୟତ କରିବା ପାଇଁ ମୁଁ ଏଥିରେ ସନ୍ଦିହାନ । ଏଭଳି ସଂକଟ ସମୟରେ ରାଜନୈତିକ ମତଭେଦକୁ ପଛରେ ପକାଇ ରାଜନୀତିରେ ଉଦ୍ଧ୍ୱର୍ରେ ରହି ସମାଜର ବିଭିନ୍ନ ବର୍ଗ ଏବଂ ଗୋଷ୍ଠିଙ୍କୁ ନେଇ ଏପରିସ୍ଥିତିକୁ ମୁକାବିଲା କରିବା ଉଚିତ । ସରକାର ଏ ସମସ୍ତ ମୁକାବିଲା ପରିଚାଳନା କ୍ଷେତ୍ରରେ ନିଜେ ସମସ୍ତ ଦାୟୀତ୍ୱ ନେବା ସହିତ ସମାଜର ସବୁବର୍ଗର ଲୋକଙ୍କର କଥା ଶୁଣିବାର ଆବଶ୍ୟକତା ରହିଛି ତତ୍ ସହିତ ସେମାନଙ୍କର ସାହାଯ୍ୟ ମଧ୍ୟ କରାଯିବା ଉଚିତ୍ । 

 

ମୁଁ ବିଭିନ୍ନ ଗଣମାଧ୍ୟମରେ ଜାଣିବାକୁ ପାଇଲି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଓଡିଶା ବିଧାନସଭାର  ବିଧାୟକ ମାନଙ୍କୁ ବିଶ୍ୱାସରେ ନେବାପାଇଁ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଆପଣ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଅତି ବିଡମ୍ବନାର କଥା ଏହି ସଭାକୁ ବହୁ ରାଜନୈତିକ ଦଳର ନେତୃବର୍ଗଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତଥା ବହୁ ବିଧାୟକ ମାନେ ମଧ୍ୟ ଏ ବୈଠକରେ ଉପସ୍ଥିତ ନଥିଲେ । ବୋଧହୁଏ ଆପଣ ରାଜନୈତିକ ଚାପଗ୍ରସ୍ତ ହୋଇ ଆପଣଙ୍କର ଅନିଚ୍ଛା ସ୍ୱତେ ଏଭଳି ଏକ ଲୋକ ଦେଖାଣିଆ ବୈଠକ ଡକାଇବାର ବ୍ୟବସ୍ଥା କରିଥିଲେ । ଯଦ୍ୱାରା ଆପଣ ଆପଣ ସମାଜର ବିଭିନ୍ନ ବର୍ଗର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କର ସର୍ବସମ୍ମତ ନିଷ୍ପତି ଗ୍ରହଣ କରିବାର ଏକ ଲୋକଦେଖାଣିଆ ନାଟକଟି କରିଲେ ଯାହା ଯେଉଁଭଳି ଭାବରେ ଗଣମାଧ୍ୟମର କ୍ୟାମେରା ପୂର୍ବରୁ ଏଭଳି ହଠଚମକ ସୃଷ୍ଟି କରିଛନ୍ତି । 

 

କୋଭିଡ-୧୯ ଦ୍ୱିତୀୟ ମହାମାରୀ ପ୍ରକୋପରେ ଆଜି ସମେସ୍ତ ଜର୍ଜରିତ ଏବଂ ଭିତତ୍ରସ୍ତ । ଆମେ ଆମ ଜନସଂଖ୍ୟାର ସିଂହଭାଗକୁ ଟୀକକରଣ କରିବାରେ ବିଫଳ ଏବଂ ସାରା ବିଶ୍ୱ ଯେତେବେଳେ ଗତ ସେପ୍ଟେମ୍ବର ମାସରେ ବିଭିନ୍ନ ଟୀକା କମ୍ପାନୀମାନଙ୍କ ସହିତ ଅଗ୍ରୀମ ଟୀକା ଖରିଦ୍ କରିବାର ବାଣିଜ୍ୟକ ଚୁକ୍ତି ସ୍ୱାକ୍ଷର କରୁଥିଲେ ସେତେବେଳେ କେନ୍ଦ୍ର ସରକାର ଆମ ଲୋକଙ୍କୁ କିଭଳି ଭାବରେ ଏକ ସମାନୁବର୍ତିତା ଭିତରେ ଟୀକାକରଣ କରାଯାଇ ପାରିବ ତାହା ଚିନ୍ତା କଲେ ନାହିଁ । ଆମେ ଦୀର୍ଘ ଗୁରୁତ୍ୱପୂର୍ଣ୍ଣ ୮ ମାସ ଅଯଥାରେ ନଷ୍ଟ କରିଦେଲୁ । ଆଜି କୋଭିଡ- ମହାମାରୀ ସହରାଂଚଳରୁ ଯାଇ ଗ୍ରାମାଂଚଳର ଏବଂ ଅପହଂଚ ଅଂଚଳରେ ଲୋକଙ୍କୁ ଆକ୍ରାନ୍ତ କରିଲାଣି । ଏଭଳି ଏକ ଜରୁରୀ ପରିସ୍ଥତି, ଏବଂ ଆମର ରୁଗ୍ଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଜନସାଧାରଣଙ୍କ ଜୀବନ ଏବଂ ସ୍ୱାସ୍ଥ୍ୟ ରକ୍ଷାର ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଟାଣି ନେଇଯାଉଛି । 

 

ଏହା ବହୁବିଳମ୍ବ ହୋଇଥିଲେ ମଧ୍ୟ, ମୁଁ ପୁର୍ନବାର ଆପଣଙ୍କୁ ନିବେଦନ କରୁଛି ଯଥାଶୀଘ୍ର ଆପଣ ସମାଜର ଦକ୍ଷ ଏବଂ ସୁନାମଧନ୍ୟ ପ୍ରତିନିଧିମାନଙ୍କୁ ଏବଂ ବିଭିନ୍ନ ରାଜନୈତିକ ବର୍ଗର ନେତୃବୃନ୍ଦଙ୍କୁ ତୁରନ୍ତ ନିମନ୍ତ୍ରଣ କରି ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ଏଭଳି ଏକ ସଂକଟମୟ ସମୟରେ ମାନବ ଜୀବନକୁ ରାଜନୀତର ତରାଜୁରେ ମାପିବା ବନ୍ଦ କରନ୍ତୁ । ଏ ସମୟ ପ୍ରଂଶସା ସାଂଉଟିବା ଅରୋପ ବା ପ୍ରତ୍ୟାରୋପ କରିବାର ସମୟ ନୁହେଁ । ଏ ସମୟ ସମାଜକୁ ରକ୍ଷା କରିବାର ସମୟ । ଆମେ ସମେସ୍ତ ଆପଣଙ୍କ ସହିତ ଏଭଳି  ସ୍ଥିତିରେ ଏକତ୍ରୀତ ହୋଇ କାର୍ଯ୍ୟ କରିବୁ । 

ମୁଁ ଆଶା କରୁଛି ଆପଣ ଏହାର ଅବିଳମ୍ବେ ଉତର ଦେବେ । 

Powered by Froala Editor

Tags Niranjan patnaik

Related articles Odisha News Lens 4.1

  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ
    ଅପରାଧ

    ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ

    14474
    Oct 05, 2026
  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା
    ଦେଶ-ଦେଶାନ୍ତର

    ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା

    14262
    Oct 05, 2026
  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ
    ଦେଶ-ଦେଶାନ୍ତର

    ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13753
    Oct 05, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....
    ବିଶେଷ

    ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    13950
    Oct 06, 2026
  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

    14127
    Oct 05, 2026
  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା
    ଅପରାଧ

    ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା

    14152
    Oct 05, 2026
  • ବେଦ ପଢି ଇସ୍ରୋ ବୈଜ୍ଞାନିକ
    ଦେଶ-ଦେଶାନ୍ତର

    ବେଦ ପଢି ଇସ୍ରୋ ବୈଜ୍ଞାନିକ

    14770
    Oct 05, 2026
  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ
    ଦେଶ-ଦେଶାନ୍ତର

    ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ

    15455
    Oct 05, 2026
  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ପାଞ୍ଚଟି ହସ୍ପିଟାଲ୍ ବନ୍ଦ
    ଦେଶ-ଦେଶାନ୍ତର

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ପାଞ୍ଚଟି ହସ୍ପିଟାଲ୍ ବନ୍ଦ

    14796
    Oct 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13753
    Oct 05, 2026
  • ଦେଶ-ଦେଶାନ୍ତର

    ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

    14835
    Oct 05, 2026
  • ଦେଶ-ଦେଶାନ୍ତର

    ବେଦ ପଢି ଇସ୍ରୋ ବୈଜ୍ଞାନିକ

    14770
    Oct 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17153
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17844
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17807
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18222
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    13950
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14434
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15465
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14138
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15875
    Sep 23, 2026

ବାଣିଜ୍ୟ

ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15388
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15051
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14402
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14351
    Sep 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

    14835
    Oct 05, 2026
  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13753
    Oct 05, 2026
  • ବେଦ ପଢି ଇସ୍ରୋ ବୈଜ୍ଞାନିକ

    14770
    Oct 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In