Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, January 27, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ...

  • ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ...

  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ...

  • ଭାରତକୁ ଆସିବ ଚିତା ବାଘ

  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ...

  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ...

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ...

  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

  • ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସାହସକୁ ସଲାମ : ବ୍ୟାଙ୍କ ଡକାୟତି ରୋକିଲେ ଦୁଇ ମହିଳା ସୁରକ୍ଷାକର୍ମୀ

ସାହସକୁ ସଲାମ : ବ୍ୟାଙ୍କ ଡକାୟତି ରୋକିଲେ ଦୁଇ ମହିଳା ସୁରକ୍ଷାକର୍ମୀ

2023-01-19 22:52:27
14637
Share:
Facebook
Twitter
E-Mail
WhatsApp
Telegram
ସାହସକୁ ସଲାମ : ବ୍ୟାଙ୍କ ଡକାୟତି ରୋକିଲେ ଦୁଇ ମହିଳା ସୁରକ୍ଷାକର୍ମୀ

ଜୀବନକୁ ବାଜି ଲଗାଇ ବ୍ୟାଙ୍କ ଲୁଟେରାଙ୍କୁ ଧରିଲେ ଦୁଇ ମହିଳା ସୁରକ୍ଷାକର୍ମୀ। ଫଳରେ ବଡ ଧରଣର ବ୍ୟାଙ୍କ ଲୁଟ୍ ହେବାରେ ଅଟକି ଯାଇଛି। ଏଭଳି କିଛି ଘଟଣା ଘଟିଛି ବିହାରର ହାଜିପୁର ଅଞ୍ଚଳରେ। ବୁଧବାର ଦିନ ଡକାୟତି କରିବା ଲାଗି ଆସିଥିବା ୩ଜଣ ସଶସ୍ତ୍ର ବ୍ୟକ୍ତିଙ୍କ ସହିତ ମୁକାବିଲା କରି ସେମାନଙ୍କ ଉଦ୍ୟମ ଭଣ୍ଡୁର କରି ଦେଇଛନ୍ତି।

ବିହାର ସଦର ଥାନା ଅଞ୍ଚଳର ସେନ୍ଦୁଆରି ଚୌକ୍‌ରେ ଥିବା ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍‌ର ପ୍ରବେଶ ପଥରେ କନେଷ୍ଟବଳ ଜୁହି କୁମାରୀ ଓ ଶାନ୍ତି କୁମାର ବସିଥିଲେ। ଏତିକି ବେଳେ ୩ ଜଣ ଲୋକ ବ୍ୟାଙ୍କ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। 

ଏହି ସମୟରେ ୩ ଜଣଙ୍କୁ ଦୁଇ ମହିଳା କନଷ୍ଟେବଳ କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାଶୁଣି ତାଙ୍କ ଭତରୁ ଜଣେ ବ୍ୟକ୍ତି ପିସ୍ତଲ ବାହାର କରିଥିଲେ। ଏହା ଦେଖି ତୁରନ୍ତ ଜୁହି ଓ ଶାନ୍ତି ଉଠିପଡି ୩ ଜଣଙ୍କୁ ବ୍ୟାଙ୍କ ଭିତରେ ପ୍ରବେଶ କରିବା ପାଇଁ ଅଟକାଇଥିଲେ । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଲା ବେଳେ ଜୁହି ଆହତ ହୋଇଥିଲେ। ସେତେବେଳକୁ ଭୟଭୀତ ‌ହୋଇଯାଇଥିବା ଡକାୟତମାନେ ବ୍ୟାଙ୍କ୍ ଡକାୟତି ନ କରି ଦୌଡ଼ି ପଳାଇଥିଲେ।

ଶାନ୍ତି କହନ୍ତି, ସେମାନେ ଆମ ରାଇଫଲ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଆମେ ସେମାନଙ୍କୁ ବ୍ୟାଙ୍କ୍‌ ଲୁଟ୍‌ କରାଇ ଦେବୁ ନାହିଁ କି, ଆମ ଅସ୍ତ୍ର ଛାଡ଼ିବୁ ନାହିଁ। ଜୁହି ତା’ର ରାଇଫଲ୍‌ ଉଠାଇ ଗୁଳି ମାରିବାକୁ ଯାଉଥିବା ବେଳେ ସେମାନେ ଧାଇଁ ପଳାଇଗଲେ। ବ୍ୟାଙ୍କ୍‌ ଡକାୟିତ ଉଦ୍ୟମରେ ଲିପ୍ତ ଥିବା ବ୍ୟକ୍ତିଙ୍କର ସନ୍ଧାନ ନିମନ୍ତେ ପୁଲିସ ଅଭିଯାନ ଚଳାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

Powered by Froala Editor

Tags bank

Related articles Odisha News Lens 3.2

  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ
    ମନୋରଞ୍ଜନ

    ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

    13493
    Jan 27, 2023
  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14524
    Jan 27, 2023
  • ଭାରତକୁ ଆସିବ ଚିତା ବାଘ
    ଦେଶ-ଦେଶାନ୍ତର

    ଭାରତକୁ ଆସିବ ଚିତା ବାଘ

    15296
    Jan 27, 2023
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ
    ଦେଶ-ଦେଶାନ୍ତର

    ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15354
    Jan 27, 2023
  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ

    13791
    Jan 27, 2023
  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ
    ଦେଶ-ଦେଶାନ୍ତର

    ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ

    14934
    Jan 27, 2023
  •  ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ
    ଦେଶ-ଦେଶାନ୍ତର

    ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ

    14218
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି
    ବିଶେଷ

    ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13764
    Jan 27, 2023
  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13483
    Jan 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14524
    Jan 27, 2023
  • ଦେଶ-ଦେଶାନ୍ତର

    ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15354
    Jan 27, 2023
  • ବିଶେଷ

    ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13764
    Jan 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13483
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13764
    Jan 27, 2023
  • ବ୍ରଣରେ ଲଗାନ୍ତୁନି ହାତ

    15529
    Jan 26, 2023
  • ବଜାରକୁ ଆସିଛି ‘ଓରନାମେଣ୍ଟାଲ ସନ-ଗ୍ଲାସ’

    15598
    Jan 26, 2023
  • ଶୀତଦିନେ ନିଜ ଡାଏଟରେ ସାମିଲ କରନ୍ତୁ ଚିନାବାଦାମ

    14505
    Jan 24, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18546
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    18817
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    18951
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20545
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14524
    Jan 27, 2023
  • ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

    14819
    Jan 26, 2023
  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ

    14934
    Jan 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In