Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ...

  • ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ...

  • ନାଳନ୍ଦାରେ କକରୋଚ୍ କାଫେ

  • ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ...

  • ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ...

  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ...

  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ...

  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ...

  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ...

  • ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିମାନରେ ଅଭାବନୀୟ ଘଟଣା : ନିଶାରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

ବିମାନରେ ଅଭାବନୀୟ ଘଟଣା : ନିଶାରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

2023-01-04 17:24:29
15141
Share:
Facebook
Twitter
E-Mail
WhatsApp
Telegram
ବିମାନରେ ଅଭାବନୀୟ ଘଟଣା : ନିଶାରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଅଭାବନୀୟ ଘଟଣା ଘଟିଛି । ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ଏବଂ ଏୟାର ଇଣ୍ଡିଆର ନିର୍ଦ୍ଦେଶାଳୟ ଏହି ପ୍ରସଙ୍ଗରେ ଗୁରୁତର ସହ ଗ୍ରହଣ କରିଛନ୍ତି। ଡିଜିସିଏ କହିଛି ଯେ ଆମେ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଘଟଣାଟି ଗତ ନଭେମ୍ବର ୨୬ତାରିଖରେ ହୋଇଥିବା ବେଳେ ବିମାନଟି ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା  । ସେହିସମୟରେ ଜଣେ ନିଶାସକ୍ତ ପାସେଞ୍ଜର ତାଙ୍କ ପାଖରେ ବସିଥିବା ମହିଳା କୋ ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଇଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ନିଶାସକ୍ତ ଯାତ୍ରୀଙ୍କ ଏଭଳି ବ୍ୟବହାର ବିଷୟରେ କ୍ରୁ ମେମ୍ବରଙ୍କୁ ଜଣାଇଥିଲେ । ତେବେ କ୍ରୁ ମେମ୍ବର ମହିଳାଙ୍କୁ ଡ୍ରେସ୍ ଏବଂ ସ୍ଲିପର ଦେଇ ତାଙ୍କୁ ତାଙ୍କ ସିଟକୁ ଫେରିଯିବାକୁ କହିଥିଲେ । ଏମିତିକି ମହିଳାଜଣକ ତାଙ୍କୁ ଅଲଗା ସିଟ୍ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ କ୍ରୁ ମେମ୍ବର କିଛି ଶୁଣିନଥିଲେ । ଏହାସହିତ ମହିଳାଙ୍କ ଅଭିଯୋଗ ସତ୍ତ୍ବେ ମଧ୍ୟ ଅଭଦ୍ର ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ କର୍ତ୍ତୁପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ  । ଯେଉଁଥିରେ କ୍ଷୁବ୍ଧ ହୋଇ ସଂପୃକ୍ତ ମହିଳା ଜଣକ ଟାଟା ଗ୍ରୁପ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ । ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କୁ ନୋ ଫ୍ଲାଏ ଲିଷ୍ଟରେ ସାମିଲ କରିବାକୁ ଏୟାର ଇଣ୍ଡିୟା ପକ୍ଷରୁ ସୁପାରିସ କରାଯାଇଛି  । 

Powered by Froala Editor

Tags biman

Related articles Odisha News Lens 4.1

  • ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ

    15350
    Aug 03, 2026
  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...
    ଦେଶ-ଦେଶାନ୍ତର

    ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...

    14306
    Aug 03, 2026
  • ନାଳନ୍ଦାରେ କକରୋଚ୍ କାଫେ
    ଦେଶ-ଦେଶାନ୍ତର

    ନାଳନ୍ଦାରେ କକରୋଚ୍ କାଫେ

    13502
    Aug 03, 2026
  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ
    ଦେଶ-ଦେଶାନ୍ତର

    ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ

    14570
    Aug 03, 2026
  •  ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13839
    Aug 02, 2026
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ

    15112
    Aug 02, 2026
  • ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ
    ଦେଶ-ଦେଶାନ୍ତର

    ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ

    15042
    Aug 03, 2026
  • କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍

    15300
    Aug 03, 2026
  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ
    ଦେଶ-ଦେଶାନ୍ତର

    ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ

    13627
    Aug 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

    14306
    Aug 03, 2026
  • ଦେଶ-ଦେଶାନ୍ତର

    ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାକୁ କ୍ଷମା ଦେଲେ ମୋଦୀ

    14498
    Aug 03, 2026
  • ଦେଶ-ଦେଶାନ୍ତର

    ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ

    15042
    Aug 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17014
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17621
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17673
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18074
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15914
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14849
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14421
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    16044
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15922
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14531
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14247
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15042
    Jul 28, 2026
  • ଫିକା ପଡିବ ସୁନାର ଚମକ

    14138
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ

    15042
    Aug 03, 2026
  • ନାଳନ୍ଦାରେ କକରୋଚ୍ କାଫେ

    13502
    Aug 03, 2026
  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ

    13627
    Aug 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In