ତଳକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଉପରକୋର୍ଟରେ ଆବେଦନ କଲେ ଅର୍ଚ୍ଚନା
ଭୁବନେଶ୍ୱର : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍ଏଫ୍ସି (୩) କୋର୍ଟ ।
ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଆଉ ଏବେ ତଳକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଉପରକୋର୍ଟରେ ଆବେଦନ କରିଛନ୍ତି । ଭୁବନେଶ୍ୱର ଜେଏମ୍ଏଫ୍ସି (୩) କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ।
Powered by Froala Editor