Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

  • ମାତୃତ୍ବକାଳୀନ ଛୁଟିକୁ ନେଇ ...

  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ...

  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ...

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ...

  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ...

  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ...

  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ...

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ...

Home ›› ››ଲିଭ୍ ଇନ୍‌ରୁ ମର୍ଡର : ପ୍ରେମିକାକୁ ୩୫ ଖଣ୍ଡ କାଟି ଜଙ୍ଗଲରେ ଫିଙ୍ଗୁଥିଲା ପ୍ରେମିକ

ଲିଭ୍ ଇନ୍‌ରୁ ମର୍ଡର : ପ୍ରେମିକାକୁ ୩୫ ଖଣ୍ଡ କାଟି ଜଙ୍ଗଲରେ ଫିଙ୍ଗୁଥିଲା ପ୍ରେମିକ

2022-11-15 19:20:00
19331
Share:
Facebook
Twitter
E-Mail
WhatsApp
Telegram
ଲିଭ୍ ଇନ୍‌ରୁ ମର୍ଡର : ପ୍ରେମିକାକୁ ୩୫ ଖଣ୍ଡ କାଟି ଜଙ୍ଗଲରେ ଫିଙ୍ଗୁଥିଲା ପ୍ରେମିକ

ଲିଭ୍-ଇନରେ ରହିବା ପରେ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ପ୍ରେମିକାକୁ ଅତି ନୃଶଂସ ଭାବେ ହତ୍ୟା କରି ୩୫ ଖଣ୍ଡ କରିବା ଭଳି ଲୋମଟାଙ୍କୁରା ଘଟଣା ଦିଲ୍ଲୀରେ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଶ୍ରଦ୍ଧ। ଅଭିଯୁକ୍ତ ଜଣକ ହେଲେ ଅଫତାବ ଅମିନ ପୁନୱାଲା।

ପ୍ରେମିକ ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍ । ପୁଲିସ କହିଛି ଯେ, ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା। ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଇ ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି।

୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ କମ୍ପାନୀ ପାଇଁ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା। ଉଭୟେ ଏକାଠି ରହୁଥିଲେ। କିନ୍ତୁ ଏହ ପ୍ରେମ ସମ୍ପର୍କକକୁ ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ। ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହିଲେ। ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଝିଅର ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ। ଯେତେବେଳେ ସେ ଫ୍ଲାଟରେ ପହଞ୍ଚିଲେ ତାହା ତାଲା ପଡ଼ିଥିଲା । ଏନେଇ ସେ ମେହରୁଲି ପୁଲିସରେ ଅଭିଯୋଗ କଲେ। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସୂଚନା, ଦିଲ୍ଲୀରେ ଲିଭ୍-ଇନ୍ ରହିବା ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଏହି ଝଗଡ଼ା ଭୟଙ୍କର ରୂପ ଧାରଣ କରିଥିଲା । ଅବତାଫ୍ ଉତ୍ତେଜିତ ହୋଇ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ୧୮ ଦିନ ଧରି ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା । ପୁଲିସ କହିବା ଅନୁଯାୟୀ ଶ୍ରଦ୍ଧା ତାଙ୍କ ପ୍ରେମିକ ଅଫତାବଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା।



Powered by Froala Editor

Tags MURDER

Related articles Odisha News Lens 4.1

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
    ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13846
    Apr 23, 2026
  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା
    ଦେଶ-ଦେଶାନ୍ତର

    ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା

    14222
    Apr 23, 2026
  • ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15417
    Apr 23, 2026
  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !
    ଦେଶ-ଦେଶାନ୍ତର

    ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

    14652
    Apr 23, 2026
  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’
    ମନୋରଞ୍ଜନ

    ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15349
    Apr 23, 2026
  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ
    ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15199
    Apr 23, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ
    ଦେଶ-ଦେଶାନ୍ତର

    ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13413
    Apr 23, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13780
    Apr 23, 2026
  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ
    ଦେଶ-ଦେଶାନ୍ତର

    ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14427
    Apr 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

    14652
    Apr 23, 2026
  • ମନୋରଞ୍ଜନ

    ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15349
    Apr 23, 2026
  • ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15199
    Apr 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17430
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17484
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17843
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16313
    Apr 03, 2021

ବିଶେଷ

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13326
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14531
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13891
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16204
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15899
    Apr 13, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15350
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15082
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15583
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13881
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15417
    Apr 23, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13780
    Apr 23, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13413
    Apr 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In