Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ...

  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ...

  • ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍, ...

  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ...

  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ ...

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ...

  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର ...

  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ ...

  • ବେଦ ପଢି ଇସ୍ରୋ ବୈଜ୍ଞାନିକ

ରାଜ୍ୟ
Home ›› ରାଜ୍ୟ ››ବିବାହ ଉତ୍ସବ ପାଇଁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ

ବିବାହ ଉତ୍ସବ ପାଇଁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ

2021-05-15 19:25:52
14363
Share:
Facebook
Twitter
E-Mail
WhatsApp
Telegram
ବିବାହ ଉତ୍ସବ ପାଇଁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛନ୍ତି । ଏପରିକି ବିବାହ ପାଇଁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି । ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି।

ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଗଞ୍ଜାମ ଜିଲ୍ଲାରେ ବିବାହ ସମାରୋହ ନିମନ୍ତେ ପରିବାର ସଦସ୍ୟଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲା ପ୍ରଶାସନ ପୂର୍ବରୁ ଜାରି କରିଥିବା ନିର୍ଦ୍ଦେଶନାମାରେ ବିବାହ ନିମନ୍ତେ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବା ଜରୁରୀ ବୋଲି କହିଥିଲା। ଏହାସହିତ ବିବାହ ଉତ୍ସବରେ ୫୦ଜଣରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲେ। ନୂଆ ନିୟମ ଅନୁଯାୟୀ, ବିବାହ ଉତ୍ସବ ଥିଲେ ଉଭୟ ପରିବାରର ସଦସ୍ୟମାନେ କୋଭିଡ୍ ସଂକ୍ରମିତ କି ନାହିଁ ସେଥିପାଇଁ ନିଜର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଦାଖଲ କରିବେ। 

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିବାହ ଉତ୍ସବ ଥିଲେ ସମସ୍ତ ପରିବାର ସଦସ୍ୟଙ୍କୁ ନିଶ୍ଚିତ ଭାବେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରିବାକୁ ପଡ଼ିବ। ଯଦି ପରିବାରର କୌଣସି ସଦସ୍ୟଙ୍କର କୋଭିଡ୍ ପଜେଟିଭ୍ ଥିବା ଜଣାପଡ଼ିଲା, ତା’ହେଲେ ବିବାହ ଉତ୍ସବ ପାଇଁ ଅନୁମତି ଦିଆଯିବ ନାହିଁ । 


Powered by Froala Editor

Tags mrg

Related articles Odisha News Lens 4.1

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ
    ଦେଶ-ଦେଶାନ୍ତର

    ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

    14841
    Oct 05, 2026
  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା
    ଅପରାଧ

    ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା

    14163
    Oct 05, 2026
  • ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା
    ଦେଶ-ଦେଶାନ୍ତର

    ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା

    14268
    Oct 05, 2026
  • ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ
    ଅପରାଧ

    ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ

    14481
    Oct 05, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....
    ବିଶେଷ

    ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    13958
    Oct 06, 2026
  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

    14133
    Oct 05, 2026
  • ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ
    ଦେଶ-ଦେଶାନ୍ତର

    ଆଣ୍ଡିଜ୍‌ ପର୍ବତମାଳାରେ ନୂଆ ପ୍ରଜାତି ଏଣ୍ଡୁଅ ସନ୍ଧାନ

    13766
    Oct 05, 2026
  • ବେଦ ପଢି ଇସ୍ରୋ ବୈଜ୍ଞାନିକ
    ଦେଶ-ଦେଶାନ୍ତର

    ବେଦ ପଢି ଇସ୍ରୋ ବୈଜ୍ଞାନିକ

    14776
    Oct 05, 2026
  • ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ
    ଦେଶ-ଦେଶାନ୍ତର

    ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ

    15462
    Oct 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସବୁ ସତ କହିଲା ଓମାନୀ ପାଇଲଟ ହମ୍ମାନି, ପ୍ଲେନ୍ କ୍ରାସ କରିବା ପାଇଁ କରିଥିଲା ଯୋଜନା

    14268
    Oct 05, 2026
  • ଦେଶ-ଦେଶାନ୍ତର

    ‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ

    15462
    Oct 05, 2026
  • ଅପରାଧ

    ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା

    14163
    Oct 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17153
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17844
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17807
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18222
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    13958
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14440
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15466
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14139
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15876
    Sep 23, 2026

ବାଣିଜ୍ୟ

ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15388
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15051
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14402
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14351
    Sep 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ

    14841
    Oct 05, 2026
  • ଏଭରେଷ୍ଟ ଜିରା ପାଉଡରର ଅସୁରକ୍ଷିତ ଘୋଷଣା, ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

    14133
    Oct 05, 2026
  • ଦୃଶ୍ୟମ୍ ଦେଖି ବାପାକୁ ହତ୍ୟା, ଗୋଟିଏ ଫୋନ୍ କଲ୍ ଧରାଇଦେଲା

    14163
    Oct 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In