Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ...

  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ...

  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ...

  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ...

  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

  • ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ...

  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ...

Home ›› ›› ଆଲର୍ଟ ଜାରି: କଫ ଓ ‌କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କଲା ହୁ’

ଆଲର୍ଟ ଜାରି: କଫ ଓ ‌କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କଲା ହୁ’

2022-10-06 08:46:49
14229
Share:
Facebook
Twitter
E-Mail
WhatsApp
Telegram
 ଆଲର୍ଟ ଜାରି: କଫ ଓ ‌କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କଲା ହୁ’

ନୂଆଦିଲ୍ଲୀ: ସନ୍ଦେହ ଘେରରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ ‌କୋଲ୍ଡ ସିରପ। ଭାରତୀୟ କପ ସିରପ ଯୋଗୁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ  ଭାରତୀୟ କମ୍ପାନୀ ମୈଡେନ ଫାର୍ମାସିଟ୍ୟୁକାଲ୍ସ ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’। ଭାରତରେ ତିଆରି ହୋଇଥିବା କଫ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍‌ନୀ ସମସ୍ୟା ଦେଖାଯାଇଥିଲା ଓ ଏଥିଯୋଗୁ ଗାମ୍ବିଆରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ହୁ’ ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡ଼ିକ ପ୍ରତି ସତର୍କ ରହିବାକୁ କହିଛି।ହୁ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାମ୍ବିଆରେ ଠାବ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରିଛି। ଏହି ୪ ମେଡିକାଲ ପ୍ରଡକ୍ଟର ଲିଙ୍କ ଭୟଙ୍କର କିଡ୍‌ନୀ ସମସ୍ୟା ଓ ୬୬ ଛୋଟ ପିଲାଙ୍କ ମୃତ୍ୟୁ ସହ ରହିଥିବା ଦୃଢ଼ ଆଶଙ୍କା ରହିଛି। ୪ କପ ସିରପର ନମୁନା ଲ୍ୟାବରେ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ କପ ସିରପ କେବଳ ଗାମ୍ବିଆରେ ଠାବ ହୋଇଛି। କିନ୍ତୁ ଏହା ବିଶ୍ୱର ଅନ୍ୟ ପ୍ରାନ୍ତକୁ ମଧ୍ୟ କମ୍ପାନୀ ତରଫରୁ ଯୋଗାଣ ହୋଇଥିବା ଆଶଙ୍କା କରାଯାଉଛି।
ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଦରକାର। ସେହିପରି ବିବାଦୀୟ କପ ସିରପକୁ ଠାବ କରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ତୁରନ୍ତ ଏହା ଉପରେ ବ୍ୟାନ ଲଗାନ୍ତୁ। ଏହାଦ୍ୱାରା ଅଧିକ ଅଘଟଣ ଘଟିବ ନାହିଁ ବୋଲି ହୁ’ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

Powered by Froala Editor

Tags Who

Related articles Odisha News Lens 4.1

  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ
    ଦେଶ-ଦେଶାନ୍ତର

    ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

    13460
    Apr 28, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ
    ବିଶେଷ

    ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15703
    Apr 28, 2026
  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା
    ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14091
    Apr 28, 2026
  •  ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା
    ଦେଶ-ଦେଶାନ୍ତର

    ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14300
    Apr 28, 2026
  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ
    ଦେଶ-ଦେଶାନ୍ତର

    ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    13877
    Apr 28, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’
    ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15149
    Apr 28, 2026
  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି

    14124
    Apr 28, 2026
  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...
    ଦେଶ-ଦେଶାନ୍ତର

    ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...

    15366
    Apr 27, 2026
  • ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ...

    14327
    Apr 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14091
    Apr 28, 2026
  • ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15149
    Apr 28, 2026
  • ଦେଶ-ଦେଶାନ୍ତର

    ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

    13460
    Apr 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17444
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17492
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17852
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16321
    Apr 03, 2021

ବିଶେଷ

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15703
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15686
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14514
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14315
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13970
    Apr 23, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15360
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15095
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15592
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13896
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

    15631
    Apr 28, 2026
  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    13877
    Apr 28, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15149
    Apr 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In