Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 07, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

2022-09-24 19:16:50
16043
Share:
Facebook
Twitter
E-Mail
WhatsApp
Telegram
୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

ଉତ୍ତରାଖଣ୍ଡରର ବିଜେପି ନେତା ତଥାପ ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତଙ୍କୁ ପୁଲିସ ହତ୍ୟା ମାମଲାରେ ଗିରଫ କରିଛି। ପୁଲକିତଙ୍କ ବାପା ବିଜେପିର ଜଣେ ନେତା ଭାବେ କାମ କରୁଥିବା ବେଳେ ଭାଇ ଅଙ୍କିତ ଆର୍ଯ୍ୟ ଉତ୍ତରାଖଣ୍ଡ ଓବିସି କଲ୍ୟାଣ କମିଶନର ଉପାଧ୍ୟୟ।

ରିପୋର୍ଟ ଅନୁଯାୟୀ, ରିଷିକେଶରେ ପୁଲକିତଙ୍କର ଗୋଟିଏ ରିସର୍ଟ ରହିଛି। ଏହି ରିସର୍ଟରେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ହେଲେ ହଠାତ୍‌ ସେପ୍ଟେମ୍ବର ୧୮ରୁ ସେ ନିଖୋଜ ହୋଇ ଯାଇଥିଲେ। ପୁଲିସ୍‌ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ପୁଲକିତ ହରିଦ୍ୱାର ପଳାଇଥିଲେ। ହେଲେ ଅଙ୍କିତାଙ୍କ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଝିଅକୁ ଖୋଜି ଆଣିବାକୁ ନେହୁରା ହୋଇଥିଲା। ପୁଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ରିସର୍ଟର ସିସିଟିଭି ଯାଞ୍ଚ କରିଥିଲା। ହେଲେ ସିସିଟିଭି କ୍ୟାମେରା ଭାଙ୍ଗି ଯାଇଥିବାରୁ କୌଣସି ସୁଫଳ ମିଳି ନଥିଲା। ଏହାପରେ ପୁଲିସ୍‌ ଅଙ୍କିତାଙ୍କ ସହ ରିସର୍ଟରେ କାମ କରୁଥିବା କିଛି ସହଯୋଗୀଙ୍କ ଫୋନ ଯାଞ୍ଚ କରିଥିଲା। ଏହି ସମୟରେ ଅଙ୍କିତା ହ୍ୱାଟସଆପ୍‌ରେ ପୁଲକିତଙ୍କ ଯୌନ କେଳେଙ୍କାରୀ କଥା ସହଯୋଗୀ ମାନଙ୍କୁ କହିଥିବା ଜଣାପଡ଼ିଥିଲା। ଏ ଦିଗରେ ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଲକିତଙ୍କୁ ଗିରଫ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଆଜି କେନାଲରୁ ଅଙ୍କିତାଙ୍କ ମୃତଦେହ ଜବତ କରିଛି। ଏ ସମ୍ପର୍କରେ ପାଉରୀର ଅତିରିକ୍ତ ଏସ୍‌ପି ଶେଖର ସୂୟାଲ ସୂଚନା ଦେଇଛନ୍ତି।

ପୁଲକିତଙ୍କ ଗିରଫ ପରେ ପିତା ବିନୋଦ ଆର୍ଯ୍ୟ ଓ ଭାଇ ଅଙ୍କିତ ଆର୍ଯ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି। ଉଭୟଙ୍କୁ ତତ୍କାଳ ପାର୍ଟିରୁ ବହିଷ୍କୃତ କରାଯାଇଥିବା ବେଳେ ଅଙ୍କିତ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ଅନ୍ୟ ପଛୁଆ ବର୍ଗ ଆୟୋଗର ନୋମିନେଟେଡ ଉପାଧ୍ୟକ୍ଷ ପଦରୁ ତୁରନ୍ତ ହଟାଇ ଦିଆଯାଇଛି।

ଏ ନେଇ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ ରାଜେନ୍ଦ୍ର ସିଂହ ବିଷ୍ଟଙ୍କ ନାମରେ ଜାରି ଏକ ବିବୃତ୍ତିରେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଅଙ୍କିତା ହତ୍ୟାର ସଜ୍ଞାନ ନେଇ ହରିଦ୍ୱାର ନିବାସୀ ଡା. ବିନୋଦ ଆର୍ଯ୍ୟ ଓ ତାଙ୍କ ପୁତ୍ର ଅଙ୍କିତ ଆର୍ଯ୍ୟଙ୍କୁ ଭାରତୀୟ ଜନତା ପାର୍ଟିରୁ ତତ୍କାଳ ପ୍ରଭାବରେ ବହିଷ୍କାର କରାଯାଉଥିବା କୁହାଯାଇଛି।

Powered by Froala Editor

Tags ankita

Related articles Odisha News Lens 4.1

  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !
    ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15251
    Jun 07, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା
    ବିଶେଷ

    ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14632
    Jun 07, 2025
  • ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା
    ଦେଶ-ଦେଶାନ୍ତର

    ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

    13469
    Jun 06, 2025
  • ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ
    ଦେଶ-ଦେଶାନ୍ତର

    ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14739
    Jun 06, 2025
  • ରେଖା ଗୁପ୍ତାଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

    13395
    Jun 07, 2025
  • ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ
    ଦେଶ-ଦେଶାନ୍ତର

    ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ

    13545
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି
    ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14714
    Jun 06, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା
    ବିଶେଷ

    ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15293
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....
    ବିଶେଷ

    ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15157
    Jun 06, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14632
    Jun 07, 2025
  • ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14714
    Jun 06, 2025
  • ଦେଶ-ଦେଶାନ୍ତର

    ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶିq

    14667
    Jun 07, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16648
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16944
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14632
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15293
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15157
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14714
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    14005
    Jun 04, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16311
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14814
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15157
    Jun 06, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15251
    Jun 07, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14632
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In