Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ...

  • ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ...

  • ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ...

  • ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ...

  • ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ...

  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

  • ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ...

  • ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ

  • ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ...

  • ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦୁୁର୍ଗା ପୂଜା ପରେ ମେଶୋ କର୍ମଚାରୀ ପାଇବେ ୧୧ ଦିନିଆ ଛୁଟି

ଦୁୁର୍ଗା ପୂଜା ପରେ ମେଶୋ କର୍ମଚାରୀ ପାଇବେ ୧୧ ଦିନିଆ ଛୁଟି

2022-09-22 19:51:00
14541
Share:
Facebook
Twitter
E-Mail
WhatsApp
Telegram
ଦୁୁର୍ଗା ପୂଜା ପରେ ମେଶୋ କର୍ମଚାରୀ ପାଇବେ ୧୧ ଦିନିଆ ଛୁଟି

ନିଜ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଇ-କମର୍ସ ପ୍ଲାଟ୍‌ଫର୍ମ ମେଶୋ କର୍ମଚାରୀଙ୍କ ପାଇଁ ଏକ ଘୋଷଣା କରିଛି। କମ୍ପାନୀର ସମସ୍ତ କର୍ମଚାରୀ ୧୧ ଦିନ ପାଇଁ ଛୁଟି ପାଇବେ। ଅକ୍ଟୋବର ୨୨ରୁ ନଭେମ୍ବର ୧ ପର୍ଯ୍ୟନ୍ତ କର୍ମଚାରୀ ଛୁଟିରେ ରହିବେ। ଏ ନେଇ 'ମେଶୋ'ର ପ୍ରତିଷ୍ଠାତା ତଥା ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି କହିଛନ୍ତି, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆମେ ଏକ ୧୧ ଦିନିଆ କମ୍ପାନୀ ପକ୍ଷରୁ ବ୍ରେକ୍‌ ଘୋଷଣା କରାଯାଇଛି।

ଆଗକୁ ଦୁୁର୍ଗା ପୂଜା ଥିବା ବେଳେ ସବୁ ସପିଂ ଆପ୍ ଭଳି ମିଶୋ ମଧ୍ୟ ପୂଜା ଅଫର ଦେଉଛି। ଏହି ସମୟରେ କାମ ଅଧିକ ରହୁଥିବାରୁ ପୂଜା ଶେଷ ହେବା ପରେ ଅକ୍ଟୋବର ୨୨ରୁ ନଭେମ୍ବର ୧ପର୍ଯ୍ୟନ୍ତ କର୍ମଚାରୀଙ୍କୁ ମଉଜ କରିବା ପାଇଁ ୧୧ ଦିନ ଛୁଟି ଦିଆଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା କର୍ମଚାରୀମାନେ ଶାରୀରିକ ଓ ମାନସିକ ବିଶ୍ରାମ ପାଇ ପରବର୍ତ୍ତୀ ସମୟରେ ଭଲ କାମ କରିପାରିବେ ବୋଲି ଆଶା କରାଯାଉଛି।

ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟ୍ୱିଟରରେ ଲେଖିଛନ୍ତି ଯେ, “କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆମେ ଏକ ୧୧ ଦିନିଆ କମ୍ପାନି ବ୍ରେକ୍ ଘୋଷଣା କରିଛୁ। ଆଗାମୀ ଉତ୍ସବର ଋତୁ ଏବଂ କାର୍ଯ୍ୟ ଜୀବନରେ ସନ୍ତୁଳନର ମହତ୍ତ୍ବକୁ ଧ୍ୟାନରେ ରଖି ଅକ୍ଟୋବର ୨୨ରୁ ନଭେମ୍ବର ୧ପର୍ଯ୍ୟନ୍ତ ଆମେ କର୍ମଚାରୀଙ୍କୁ ‘ରିସେଟ୍ ଆଣ୍ଡ ରିଚାର୍ଜ ବ୍ରେକ୍’ ଦେବାକୁ ଘୋଷଣା କରିଛୁ।



Powered by Froala Editor

Tags meeso

Related articles Odisha News Lens 4.1

  • ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ଶେଷ, ଘୋଷଣା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ଶେଷ, ଘୋଷଣା କଲେ ଟ୍ରମ୍ପ

    15283
    Oct 13, 2025
  • ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ
    ଦେଶ-ଦେଶାନ୍ତର

    ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ

    14212
    Oct 12, 2025
  • ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ୪ର୍ଥ ...
    ଦେଶ-ଦେଶାନ୍ତର

    ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ୪ର୍ଥ ...

    14914
    Oct 12, 2025
  • ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ

    15529
    Oct 12, 2025
  •  ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ
    ବିଶେଷ

    ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13818
    Oct 13, 2025
  • ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍
    ଦେଶ-ଦେଶାନ୍ତର

    ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍

    13229
    Oct 13, 2025
  • ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ ...
    ଦେଶ-ଦେଶାନ୍ତର

    ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ ...

    13587
    Oct 13, 2025
  • ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି
    ଦେଶ-ଦେଶାନ୍ତର

    ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

    13761
    Oct 13, 2025
  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ
    ବିଶେଷ

    ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

    13273
    Oct 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13818
    Oct 13, 2025
  • ବିଶେଷ

    ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

    13273
    Oct 13, 2025
  • ଦେଶ-ଦେଶାନ୍ତର

    ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ଶେଷ, ଘୋଷଣା କଲେ ଟ୍ରମ୍ପ

    15283
    Oct 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16776
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16871
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17232
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15688
    Apr 03, 2021

ବିଶେଷ

  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

    13273
    Oct 13, 2025
  • ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13818
    Oct 13, 2025
  • ତ୍ଵଚା ପାଇଁ ସଜନା ଶାଗ

    14130
    Oct 11, 2025
  • ଆଜି ମେଗା ଷ୍ଟାର୍ ଅମିତାଭ ବଚ୍ଚନଙ୍କ ଜନ୍ମଦିନ

    15764
    Oct 11, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15999
    Oct 09, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14264
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14062
    Sep 16, 2025
  • ଶସ୍ତା ହେଲା ସୁନା

    14391
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14962
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

    13587
    Oct 13, 2025
  • ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

    13761
    Oct 13, 2025
  • ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ଇନ୍ଦିରାଙ୍କୁ କରାଗଲା ହତ୍ୟା: ପି ଚିଦମ୍ବରମ୍

    13975
    Oct 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In