Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 20, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ...

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି

ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି

2022-09-21 07:55:47
14361
Share:
Facebook
Twitter
E-Mail
WhatsApp
Telegram
ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି

ୱାଶିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ବିଶ୍ବନେତାଙ୍କ ପ୍ରଶଂସା । ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ''ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ଶାନ୍ତି ପଥରେ ପ୍ରଗତି ହାସଲ କରିବାର ସମୟ ଆସିଛି ।'' ଉଜବେକିସ୍ତାନ ସମରକନ୍ଦରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏହି ପରାମର୍ଶ ଦେଇଥିଲେ । ମଙ୍ଗଳବାର ଜାତିସଂଘର ସାଧାରଣ ପରିଷଦର ୭୭ତମ ଅଧିବେଶରେ ମାକ୍ରୋନ ମୋଦିଙ୍କୁ ମନ୍ତବ୍ୟକୁ ଯଥାର୍ଥ ବୋଲି କହିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଗତ ୧୬ ତାରିଖରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ଦ୍ବିପାକ୍ଷିକ ବୈଠକ ସମୟରେ କହିଥିଲେ ଯେ, ''ଏହା ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ପ୍ରତିଶୋଧ ନେବାର ସମୟ ନୁହେଁ କି, ପୂର୍ବକୁ ପାଶ୍ଚାତ୍ୟ ବିରୋଧ କରିବାର ନୁହେଁ । ବିଶ୍ବ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ସାମୁହିକ ଭାବେ ସାମ୍ନା କରିବାର ଏହା ସମୟ ।'' ଭାରତ-ଋଷିଆ ଦ୍ବିପାକ୍ଷିକ ସମ୍ପର୍କରେ ଏବଂ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅନେକ ଥର ଫୋନରେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିବାର ମଧ୍ୟ ମଧ୍ୟ ମୋଦି କହିଥିଲେ ।ଏହାସହିତ ଯୁଦ୍ଧଭୂମି ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାର କରିବାରେ ୟୁକ୍ରେନ ଓ ଋଷିଆର ସହଯୋଗ ପାଇଁ ମୋଦି ଧନ୍ୟବାଦ ଦେଇଥିଲେ । ଏହାର ଜବାବରେ ପୁଟିନ କହିଥିଲେ ଯେ, ୟୁକ୍ରେନ ସଂଘର୍ଷରେ ଭାରତର ସ୍ଥିତି ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏହି ଯୁଦ୍ଧ ଯଥାଶୀଘ୍ର ଶେଷ ହେଉ ବୋଲି ସେ ମଧ୍ୟ ଚାହୁଁଛନ୍ତି । ଆହୁରି ମଧ୍ୟ, ଭାରତ ଓ ଋଷିଆ ଅନ୍ତରାଷ୍ଟ୍ରୀୟ ସ୍ତରରେ ସକ୍ରିୟ ରୂପେ ସଂଶ୍ଲିଷ୍ଟ ରହିଛନ୍ତି ବୋଲି ଋଷିଆ ରାଷ୍ଟ୍ରପତି ପ୍ରକାଶ କରିଥିଲେ ।

ତେବେ ଦୀର୍ଘ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଋଷିଆ ସେନାର କଡା ମୁକାବିଲା କରୁଛି ୟୁକ୍ରେନ । ଦୀର୍ଘ ଦିନର ଏହି ସଂଘର୍ଷରେ ହଜାର ହଜାର ଲୋକଙ୍କ ପ୍ରାଣହାନି ହୋଇଥିଲେ ହେଁ ଯୁଦ୍ଧରେ ବନ୍ଦ ହେବାର ନାଁ ଧରୁନି । ତେବେ ଏହାର ପରିଣାମ କେବେ ଏହି ଦୁଇ ଦେଶ ନୁହେଁ, ସାରା ବିଶ୍ବକୁ ମଧ୍ୟ ଭୋଗିବାକୁ ପଡୁଛି ।

Powered by Froala Editor

Tags Modi

Related articles Odisha News Lens 4.1

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ
    ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13618
    May 20, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ
    ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15297
    May 19, 2025
  •  ପ୍ରୋଟିନରେ ଭରପୁର ଏହି ୫ ଜିନିଷ
    ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15297
    May 19, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି
    ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15300
    May 20, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14688
    May 19, 2025
  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ
    ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14671
    May 19, 2025
  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14974
    May 19, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15618
    May 18, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15556
    May 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ପୋଲିସ

    15618
    May 18, 2025
  • ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14671
    May 19, 2025
  • ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15297
    May 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16898
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15443
    Apr 03, 2021

ବିଶେଷ

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13618
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15300
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15297
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14688
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14290
    May 18, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16270
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13983
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14777
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15303
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15297
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14688
    May 19, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13618
    May 20, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In