Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Sunday, May 28, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ...

  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, ...

  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ...

  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା ...

  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ...

  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ ...

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ...

  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ...

  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ...

  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୩୦ ବର୍ଷ ପରେ...ପୁଣି ଜମ୍ମୁ-କଶ୍ମୀରରେ ଖୋଲିଲା ସିନେମା ହଲ୍

୩୦ ବର୍ଷ ପରେ...ପୁଣି ଜମ୍ମୁ-କଶ୍ମୀରରେ ଖୋଲିଲା ସିନେମା ହଲ୍

2022-09-19 01:49:41
15894
Share:
Facebook
Twitter
E-Mail
WhatsApp
Telegram
୩୦ ବର୍ଷ ପରେ...ପୁଣି ଜମ୍ମୁ-କଶ୍ମୀରରେ ଖୋଲିଲା ସିନେମା ହଲ୍

ପ୍ରାୟ ତିନି ଦଶନ୍ଧି ପରେ ଜାମ୍ମୁ କାଶ୍ମୀର  ଲୋକେ ପୁଣି ଥରେ ମଲ୍ଟିପ୍ଲେକ୍ସରେ ସିନେମା ଦେଖିପାରିବେ । ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ପୁଲୱାମା ଏବଂ ସୋପିଆନରେ ଗୋଟିଏ-ଗୋଟିଏ ମଲ୍ଟିପ୍ଲେକ୍ସର ଉଦଘାଟନ କରିଛନ୍ତି । ଆଜିର ଦିନକୁ କଶ୍ମୀର ପାଇଁ ଐତିହାସିକ ବୋଲି କହିଛନ୍ତି ଉପରାଜ୍ୟପାଳ। ଏଥିସହ ସେ ସିନେମା ହଲରେ ଭାଗ୍ ମିଲ୍ଖା ଭାଗ୍ ଦେଖୁଥିବା ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି। କେନ୍ଦ୍ର ଶାସିତ ପ୍ରଦେଶର ଜାରି ବୟାନ ଅନୁସାରେ ଅନନ୍ତନାଗ, ଶ୍ରୀନଗର, ବାନ୍ଦୀପୋରା, ଗାନ୍ଦରବଲ, ଡୋଡା, ରାଜୋରୀ, ପୁଞ୍ଛ, କିସ୍ତୱାଡରେ ଖୁବଶୀଘ୍ର ସିନେମା ହଲ ଉଦଘାଟନ କରାଯିବ ।

ମନୋଜ ସିହ୍ନଙ୍କ ଅଫିସ ଟ୍ୱିଟ୍ କରି କହିଛି, ‘ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଐତିହାସିକ ଦିନ। ପୁଲୱାମା ଏବଂ ସୋପିଆନରେ ବହୁ ଉର୍ଦ୍ଦେଶୀୟ ସିନେମା ହଲ ମୁଭି ସ୍କ୍ରିନିଂ, ନଫୋଟେରମେଣ୍ଟ ଏବଂ ଯୁବକଙ୍କ କୌଶଳକୁ ନେଇ ଅନେକ ସୁବିଧା ଉପଲବ୍ଧ କରାଇବ । ଶ୍ରୀନଗରର ମଲ୍ଟିପ୍ଲେକ୍ସ ମଙ୍ଗଳବାର ଠାରୁ ଖୋଲିବାକୁ ଯାଉଛି । ଏଥିରେ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡାଙ୍କ ସ୍ପେଶାଲ ସ୍କ୍ରିନିଂ କରାଯିବ’। ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି। ସେଠାରେ ୩ଟି ସ୍କ୍ରିନ୍ ସହିତ ୫୨୦ ଦର୍ଶକଙ୍କ ଦେଖିବାର ବ୍ୟବସ୍ଥା ରହିଛି। ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ ଲାଲ୍ ସିଂ ଚଢ଼ା ପ୍ରଦର୍ଶିତ ହେବ।

ସୂଚନା ଥାଉକି,୧୯୮୦ ଦଶନ୍ଧିରେ ଉପତ୍ୟକାରେ ପ୍ରାୟ ଏକ ଡର୍ଜନରୁ ଅଧିକ ସିନେମା ଘର କାମ କରୁଥିଲା । କିନ୍ତୁ ସିନେମା ଘର ମାଲିକଙ୍କୁ ଆତଙ୍କବାଦୀ ଧମକ ମିଳିବା ପରେ ସେମାନେ ଏହାକୁ ବନ୍ଦ କରିଥିଲେ । ୧୯୯୦ ମସିହାରେ କିଛି ସିନେମା ଘର ଖୋଲିବା ପାଇଁ ଅଧିକାରୀ ପ୍ରୟାସ କରିଥିଲେ, କିନ୍ତୁ ୧୯୯୯ରେ ଲାଲ ଚୌକର ମଧ୍ୟରେ ରୀଗଲ ସିନେମା ଉପରେ ଏକ ଗ୍ରେନେଡ ମାଡ କରାଯାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ ମାଲିକମାନେ ସିନେମାହଲ୍ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

Powered by Froala Editor

Tags cinema hall

Related articles Odisha News Lens 3.2

  • ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ
    ଦେଶ-ଦେଶାନ୍ତର

    ସ୍କୁଲରେ ୩୦ ଜଣଙ୍କ କେଶ କାଟିଦେଲେ ଶିକ୍ଷକ, କାନ୍ଦି କାନ୍ଦି ଘରକୁ ଆସିଲେ ପିଲାମାନେ

    14446
    May 28, 2023
  • ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ
    ଦେଶ-ଦେଶାନ୍ତର

    ପ୍ରଥମଥର ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ଫ‌ଟୋ

    15230
    May 27, 2023
  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍
    ମନୋରଞ୍ଜନ

    ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍

    14435
    May 27, 2023
  • ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ
    ଦେଶ-ଦେଶାନ୍ତର

    ଇମ୍ଫାଲରେ ସ୍ଥିତି ଉଗ୍ର ରୂପ:ପୁରା ମଣିପୁରରେ ସେନା ଓ ଆସାମ ରାଇଫଲ୍ସ ଛାଉଣୀ

    15537
    May 27, 2023
  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...
    ବିଶେଷ

    ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15484
    May 27, 2023
  • କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

    15216
    May 27, 2023
  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14988
    May 27, 2023
  • ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’
    ମନୋରଞ୍ଜନ

    ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’

    14204
    May 27, 2023
  • ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ
    ଦେଶ-ଦେଶାନ୍ତର

    ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14815
    May 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

    15289
    May 28, 2023
  • ଦେଶ-ଦେଶାନ୍ତର

    ଷ୍ଟାର୍ଟଅପ୍ କମ୍ପାନୀରେ ବନ୍ଦ ହେଉନି ଛଟେଇ, ଶିକ୍ଷାଦାନରେ ଅଧିକ

    14815
    May 27, 2023
  • ବିଶେଷ

    ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15484
    May 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ବାର୍ବି ଡଲ୍ ହେବାକୁ ପିଲା ବେଳୁ ଇଚ୍ଛା ଥିଲା...

    15484
    May 27, 2023
  • ଏହି ଦିଗରେ ରଖିନ୍ତୁନି ଡଷ୍ଟବିନ୍‌‌, ହୋଇଥାଏ ଧନର ଅଭାବ

    13433
    May 27, 2023
  • ଆଇସକ୍ରିମ୍ ଖାଇବା ପରେ କେବେ ବି ପିଅନ୍ତୁନି ପାଣି

    14810
    May 27, 2023
  • ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲନ୍ତୁ, କମିଯିବ ହାର୍ଟ ଆଟାକ ଆଶଙ୍କା

    15876
    May 26, 2023
  • ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଦହି

    14427
    May 26, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18390
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19556
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19849
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19967
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

    15289
    May 28, 2023
  • ସାରାଙ୍କ ପରେ ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍

    14435
    May 27, 2023
  • କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

    14988
    May 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In