Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ ...

  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ...

  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ...

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

ବିଶେଷ
Home ›› ବିଶେଷ ››ଗର୍ଭାବସ୍ଥାରେ ପାଇଲ୍ସରୁ ମୁକ୍ତି ପାଇଁ ଘରୋଇ ଉପଚାର.....

ଗର୍ଭାବସ୍ଥାରେ ପାଇଲ୍ସରୁ ମୁକ୍ତି ପାଇଁ ଘରୋଇ ଉପଚାର.....

2022-09-15 08:34:04
14366
Share:
Facebook
Twitter
E-Mail
WhatsApp
Telegram
ଗର୍ଭାବସ୍ଥାରେ ପାଇଲ୍ସରୁ ମୁକ୍ତି ପାଇଁ ଘରୋଇ ଉପଚାର.....

ମହିଳା ଟିଏ ପେଗନେଣ୍ଟ ହେଲେ ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ । ଏହି ସମୟରେ ହେବାକୁ ଯାଉଥିବା ମା’ର ଅଧିକ ଯତ୍ନ ନେବା ଆବଶ୍ୟକ ଖାଦ୍ୟ ପେୟରେ ଯତ୍ନବାନ ହେବା ସହ ସ୍ୱାସ୍ଥ୍ୟର ସଠିକ ଧ୍ୟାନ ରଖିବା ମଧ୍ୟ ଆବଶ୍ୟକ । ସମୟ ସମୟରେ ମା ଓ ପିଲାର ସ୍ବାସ୍ଥ୍ୟବାସ୍ଥା ଯାଞ୍ଚ କରିବାକୁ ପଡେ। ଏହି ସମୟରେ ମହିଳା ମାନଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ। ତେବେ ଗର୍ଭାବସ୍ଥାରେ ରକ୍ତହୀନତା, ଆଇରନ୍ କମିଯିବା, ଅଣ୍ଟାରେ ଯନ୍ତ୍ରଣା ହେବା ଭଳି ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ମହିଳାମାନଙ୍କ ଠାରେ ପ୍ରାୟତଃ ପାଇଲ୍ସ ଜନିତ ସମସ୍ୟା ଦେଖାଦିଏ । ଏହାର କାରଣ ହେଉଛି ଗର୍ଭାବସ୍ଥାରେ ଗର୍ଭାଶୟର ଆକାର ବଢ଼ିଯାଇଥାଏ । ଏହି କାରଣରୁ, ପାଇଲ୍ସ ହୋଇଥିବା ଜାଗାରେ ଚାପ ପଡିଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହ ବଢିଥାଏ । ଏହି ସମସ୍ୟା ଗର୍ଭଧାରଣର 17-18 ତମ ସପ୍ତାହରେ ଆରମ୍ଭ ହୁଏ ।

ଏହି ସମୟରେ ମହିଳାଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାର ସାମ୍ନା କରିବାକୁ ପଡେ । ଯାହା ଦ୍ଵାରା ମଳ ତ୍ୟାଗ ଯିବା ସମୟରେ ବ୍ୟଥା ଠାରୁ ଆରମ୍ଭ କରି ରକ୍ତ ପଡିବା ଭଳି ସମସ୍ୟା ଦେଖାଦିଏ। ଯଦି ଆପଣ ମଧ୍ୟ ପାଇଲ୍ସ ଦ୍ୱାରା ଅସୁବିଧାରେ ପଡିଛନ୍ତି ତେବେ ଆପଣ ଏହି ସମସ୍ୟାରୁ ବହୁ ପରିମାଣରେ ଆରାମ ପାଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଉପଚାର ବ୍ୟବହାର କରିବାକୁ ପଡିବ ।

ଲକ୍ଷଣ-

-ମଳ ଦ୍ଵାରରେ ରକ୍ତ ପଡିବା

-ଏହା ବ୍ୟତୀତ ମଳ ଦ୍ଵାର ନିକଟରେ ଚର୍ମ ବଢିବା

-କୁଣ୍ଡେଇ ହେବା

-ଜଳିବା

-ଫୁଲିବା

ଗର୍ଭାବସ୍ଥାରେ ପାଇଲ୍ସରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର;

ଗର୍ଭାବସ୍ଥାରେ ଜଣେ ମହିଳା ଦିନସାରା ଅତି କମରେ 10 ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହା ମେଟାବୋଲିଜିମ୍ ସନ୍ତୁଳିତ ରଖେ

କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ଅନେକ ଫାଇବର ଅନ୍ତର୍ଭୂକ୍ତ କରନ୍ତୁ ।

ଦିନକୁ ଦୁଇଥର ଘି-କୁଆଁରୀ ବା ଆଲୋଭେରାକୁ ଚୋପା ଛଡାଇ ସିଧାସଳଖ ପାଇଲ୍ସ ସ୍ଥାନରେ ଲଗାନ୍ତୁ। କିନ୍ତୁ ସୁଗନ୍ଧ ଯୁକ୍ତ ଆଲୋଭେରା ଜେଲ୍ ଓ କ୍ରିମ୍ ବ୍ୟବହାର କରନ୍ତୁ ନାହିଁ।

ଆପଣ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଅନ୍ତର୍ଭୂକ୍ତ କରନ୍ତୁ। ଏହା କେବଳ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବ ନାହିଁ ବରଂ ପାଇଲ୍ସରୁ ମଧ୍ୟ ଆରାମ ପାଇବେ ।

ଆଳୁରସ ରେ କିଛି ପାଣି ବା ଲେମ୍ବୁରସ ମିଶାଇ ତାକୁ ତୁଳା ସାହାଯ୍ୟରେ ଉକ୍ତ ସ୍ଥାନରେ ଲଗାଇବା ଦ୍ବାରା ଇରିଟେସନ୍‌ରୁ ମୁକ୍ତି ମିଳେ। ଡାକ୍ତର ପରାମର୍ଶରେ ଖାଦ୍ୟ ସପ୍ଲିମେଣ୍ଟ ନେଇପାରିବେ ଯାହା ଆପଣଙ୍କ ଝାଡାକୁ କଠିନ ହେବାରୁ ରୋକିବ।

ମଳ ତ୍ୟାଗ କରିବା ବନ୍ଦ କରନ୍ତୁ ନାହିଁ । ତୁରନ୍ତ ୱାଶରୁମକୁ ଯାଆନ୍ତୁ । ଏହା ବ୍ୟତୀତ, ମଳ ତ୍ୟାଗ କରିବା ସମୟରେ ବଳ ପ୍ରୟୋଗ କରନ୍ତୁ ନାହିଁ ।

ଜଣେ ଗର୍ଭବତୀ ମହିଳା ଦୀର୍ଘ ସମୟ ଧରି ଠିଆ ହେବା, ବସିବା କିମ୍ବା ଶୋଇବା ଉଚିତ୍ ନୁହେଁ ।ପେଟରେ ଥିବା ଶିଶୁର ଅବସ୍ଥା ଖରାପ ହୋଇପାରେ। ଯଦି ଆପଣ ଏହି ପ୍ରତିକାରଗୁଡିକ ଚେଷ୍ଟା କରନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବେ ଏବଂ ପାଇଲ୍ସରୁ ରକ୍ଷା ପାଇବ ।

Powered by Froala Editor

Tags Pregnancy

Related articles Odisha News Lens 4.1

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
    ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14526
    Oct 03, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    16004
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15320
    Oct 01, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14450
    Oct 01, 2025
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ

    14466
    Oct 03, 2025
  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା
    ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14179
    Oct 03, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14037
    Sep 30, 2025
  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

    14775
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14526
    Oct 03, 2025
  • ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ଜାଣନ୍ତୁ ?

    14450
    Oct 01, 2025
  • ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16759
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16861
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17218
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15673
    Apr 03, 2021

ବିଶେଷ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14526
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14420
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15561
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14657
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15103
    Sep 29, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14249
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14047
    Sep 16, 2025
  • ଶସ୍ତା ହେଲା ସୁନା

    14375
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14948
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14037
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15320
    Oct 01, 2025
  • ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14291
    Oct 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In