Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ...

  • ଇଣ୍ଡିଗୋ ବିମାନରେ ବୋମା ଧମକ

  • ସେନା ଘାଟି ଉପରେ ବିସ୍ଫୋରଣ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

ବିଶେଷ
Home ›› ବିଶେଷ ››ଆପଣାନ୍ତୁ ଏହି ସବୁ ଟିପ୍ସ, କପଡାରୁ ବାହାରିବନି ଦୁର୍ଗନ୍ଧ

ଆପଣାନ୍ତୁ ଏହି ସବୁ ଟିପ୍ସ, କପଡାରୁ ବାହାରିବନି ଦୁର୍ଗନ୍ଧ

2022-08-15 02:51:28
16148
Share:
Facebook
Twitter
E-Mail
WhatsApp
Telegram
ଆପଣାନ୍ତୁ ଏହି ସବୁ ଟିପ୍ସ, କପଡାରୁ ବାହାରିବନି ଦୁର୍ଗନ୍ଧ

ବର୍ଷା ଦିନେ କପଡା ଧୋଇବା ସବୁଠାରୁ ବଡ଼  ଚ୍ୟାଲେଞ୍ଜ । କପଡା ଧୋଇବା, ଶୁଖାଇବା ଓ  ଆଇରନ୍‌ କରିବା ସବୁଠାରୁ ବଡ଼ ଟାସ୍କ । ଏହି ଋତୁରେ  କପଡା ଧୋଇବା ପରେ ତାହା ଭଲରେ ଶୁଖି ନଥାଏ ।  ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଏ ପରିସ୍ଥିତିରେ ପ୍ରାୟ ଲୋକ  ନିଜେ ସଫା ନ କରିବା କଥା ଭାବିଥାନ୍ତି,  ଯାହା ଆଦୌ ଠିକ୍‌ ନୁହେଁ । କିନ୍ତୁ ଏପରି କିଛି ଟିପ୍ସ ଅଛି ଯାହା ଦ୍ୱାରା ବର୍ଷାରେ କପଡା ଧୋଇବା ପରେ ସେଥିରୁ ଦୁର୍ଗନ୍ଧ ବାହାରି ନଥାଏ ।

-ଯଦି ଆପଣଙ୍କ ୱାଶିଂ ମେସିନ୍‌ ଫ୍ରଣ୍ଟ  ଲୋଡେଡ୍‌ ହୋଇଥାଏ । ତେବେ ଏହାର  ରବର ତଳ ଚେକ୍‌ କରି ନିଅନ୍ତୁ । ଅନେକ  ସମୟରେ ସେଠାରେ ମଇଳା ଜମା ହୋଇ  ଗନ୍ଧ ବାହାରିଥାଏ । ଏହାକୁ ସଫା କରି ସେଠାରେ  ମାଉଥ୍‌ୱାଶ୍‌ ପକାଇ ରଖନ୍ତୁ । ୧୦ ମିନିଟ୍‌ ପରେ  ଏହାକୁ ସଫା କରି ଦିଅନ୍ତୁ । କପଡାରୁ ଆଉ ଦୁର୍ଗନ୍ଧ  ବାହାରିବ ନାହିଁ ।

-ୱାଶିଂ ମେସିନ୍‌ର ଟପ୍‌କୁ ଠିକ୍‌  ଭାବେ ସଫା କରିବା ପାଇଁ ବେକିଂ ସୋଢା ଓ  ସିର୍‌କାର ବ୍ୟବହାର କରିପାରିବେ । ଅଧା  ଲିଟର ସିର୍‌କା ଏବଂ ୩ ବଡ଼ ଚାମଚ  ବେକିଂ ପାଉଡର ମିଶାଇ ଟପ୍‌ରେ ପାଣି  ଦେଇ ଢାଳି ଦିଅନ୍ତୁ । ଏବେ ୱାଶିଂ ମେସିନ୍‌କୁ  ୨୦/୨୫ ମିନିଟ୍‌ ଯାଏ ଚାଲୁ କରିଦିଅନ୍ତୁ ।  ଏପରି କରିବା ଦ୍ୱାରା ଟପ୍‌ ସଫା ହେବା ସହ ତା’ ଭିତରର  ଦୁର୍ଗନ୍ଧକୁ ମଧ୍ୟ ଦୂର କରି ଦେଇଥାଏ ।

-କପଡାକୁ ଆଇରନ୍‌ କରିବା ପ୍ରାୟ ଲୋକଙ୍କ ପାଇଁ କଷ୍ଟକର  କାମ । ସହଜରେ ଆଇରନ୍‌ କରିବା ପାଇଁ କପଡାକୁ  ଠିକ୍‌ ଭାବେ ଶୁଖାଇବା ବହୁତ ଜରୁରି । ୱାଶିଂ  ମେସିନ୍‌ରେ ସଫା କରି ଶୁଖାଇବା ପରେ କପଡା  ବେଶି ଜାକି ହୋଇଯାଇଥାଏ । ସେଥିପାଇଁ କପଡାକୁ  ଡ୍ରାୟର୍‌ରେ ପକାଇବା ସମୟରେ ବରଫ ପକାଇଲେ  ସମସ୍ୟା କମ୍‌ ହୋଇଥାଏ । କପଡାକୁ ଡ୍ରାୟର୍‌ରେ  ପକାଇବା ସମୟରେ ସେଥିରେ ୩/୪ଟା ବରଫ  ପକାଇ ଦିଅନ୍ତୁ । ବରଫ ତରଳିବା ଦ୍ୱାରା କପଡା  ଷ୍ଟିମ୍‌ ହେବା ସହ କମ୍‌ ଜାକି ହୋଇଥାଏ । ଫଳରେ  ଆଇରନ୍‌ କରିବା ସହଜ ହେବ । 

-ବର୍ଷା ଋତୁରେ କପଡା ଶୁଖିବାରେ ଖୁବ୍‌ ସମସ୍ୟା  ଦେଖା ଦେଇଥାଏ । ତେଣୁ ଆପଣ ଏହାକୁ ଡ୍ରାୟର୍‌  ପକାଇପାରିବେ । ତେବେ ପ୍ରଥମରୁ ଡ୍ରାୟର୍‌ ତଳେ  ଏକ ଶୁଖିଲା ଟାୱେଲ୍‌ ପକାଇ ଦିଅନ୍ତୁ । ଫଳରେ  କପଡା ଶୀଘ୍ର ପାଣି ଟାଣି ନେଇଥାଏ । ଆଉ ଏହି ଦର  ଶୁଖିଲା କପଡାକୁ ନେଇ ହାଲ୍‌କା ସୂର୍ୟ୍ୟକିରଣରେ  ପକାଇ ପାରିବେ କିମ୍ବା ପବନ ଆତଯାତ ସ୍ଥାନରେ  ମଧ୍ୟ ଶୁଖାଇପାରିବେ ।

Powered by Froala Editor

Tags Smell from cloth

Related articles Odisha News Lens 4.1

  • ଇଣ୍ଡିଗୋ ବିମାନରେ ବୋମା ଧମକ
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    15012
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......
    ବିଶେଷ

    ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14554
    Sep 30, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15901
    Sep 30, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13934
    Sep 30, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14348
    Oct 01, 2025
  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15587
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15218
    Oct 01, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ
    ବିଶେଷ

    ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15458
    Sep 30, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14188
    Oct 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15901
    Sep 30, 2025
  • ବିଶେଷ

    ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15458
    Sep 30, 2025
  • ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14188
    Oct 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16757
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17216
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15458
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14554
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15031
    Sep 29, 2025
  • ଶୁଭ କଳସ ବସାଇବାର କିଛି ନିୟମ

    15420
    Sep 27, 2025
  • ଚର୍ବି କମାଇବାରେ ସାହାଯ୍ୟ କରେ ଟମାଟୋ

    15637
    Sep 27, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14247
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14373
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14946
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15587
    Sep 30, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13934
    Sep 30, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15458
    Sep 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In