Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, August 18, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚୁଇଂଗମ୍‌ ଚୋବାଇ ମାସିକ ୭୦ହଜାର ଟଙ୍କା ...

  • ଆଧୀକ ଭାବିଲେ ଆସିଥାଏ ରୋଗ

  • ଗର୍ଭବତୀ ମହିଳାଙ୍କୁ ଏହି ଫଳ ଖାଇବା ମନା, ...

  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ ...

  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ...

  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ...

  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ...

  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ...

  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସରକାରଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧ରୁ ବନ୍ଦ ହେବ ମଦ ଦୋକାନ

ସରକାରଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧ରୁ ବନ୍ଦ ହେବ ମଦ ଦୋକାନ

2022-07-31 14:33:15
14464
Share:
Facebook
Twitter
E-Mail
WhatsApp
Telegram
ସରକାରଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧ରୁ ବନ୍ଦ ହେବ ମଦ ଦୋକାନ

ନୂଆଦିଲ୍ଲୀ: ମହଙ୍ଗା ହେବ ମଦର ମୂଲ୍ୟ । ପୁଣି ଦେଖାଦେଇପାରେ ଲକଡାଉନ ଭଳି ସ୍ଥିତି । ମଦ ଦୋକାନ ଆଗରେ ଲାଗିପାରେ ଲମ୍ବା ଧାଡ଼ି। ଅଗଷ୍ଟ ପହିଲାରୁ ଦିଲ୍ଲୀରେ ମଦ ଅଭାବ ଦେଖାଦେଇପାରେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂତନ ଅବକାରୀ ନୀତି ୨୦୨୧-୨୨ ପ୍ରତ୍ୟାହାର କରିବା ପରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହି ନୀତି ପ୍ରତ୍ୟାହାର ହେବାପରେ ଅଗଷ୍ଟ ୧ରୁ ଦିଲ୍ଲୀର ୪୬୮ ବେସରକାରୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ଅବକାରୀ ନିୟମ ଅନୁଯାୟୀ, ବେସରକାରୀ ମଦ ଦୋକାନ ଗୁଡ଼ିକର ଲାଇସେନ୍ସ ସମାପ୍ତ ହେତୁ ଏହାକୁ ବନ୍ଦ କରାଯିବ । ଏହାର ଅବଧି ଆଜି ଶେଷ ହୋଇଯିବ । ଶନିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ‘ଦିଲ୍ଲୀ ସରକାର ନୂଆ ଅବକାରୀ ନିୟମକୁ ପ୍ରତ୍ୟାହର କରିବା ସହ କେବଳ ସରକାରୀ ମଦ ଦୋକାନରେ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ ଭ୍ରଷ୍ଟାଚାରରୁ ଦୂର ରଖିବା ପାଇଁ ଏହି ନୀତି ଅଣାଯାଇଛି । ପୂର୍ବରୁ ସରକାରଙ୍କୁ ୮୫୦ ମଦ ଦୋକାନରୁ ପ୍ରାୟ ୬୦୦୦ କୋଟି ଟଙ୍କା ରାଜସ୍ବ ମିଳୁଥିଲା। କିନ୍ତୁ ବର୍ତ୍ତମାନ ୯୦୦୦ କୋଟିରୁ ଅଧିକ ମିଳିଛି "।  ବିଶେଷ କଥା ହେଉଛି ଅବକାରୀ ନିୟମ ସମାପ୍ତ ପରେ ହୋଟେଲ, କ୍ଲବ ଏବଂ ରେସ୍ତୋରାଁରେ ମଦ ଅଭାବ ଦେଖା ଦେଇପାରେ । କାରଣ ଏହି ସ୍ଥାନମାନଙ୍କୁ ବେସରକାରୀ ହୋଲସେଲରଙ୍କ ଦ୍ବାରା ମଦ ଯୋଗାଇ ଦିଆଯାଉଥିଲା। ତେଣୁ ସିଧାସଳଖ ଭାବେ ମଦ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

Powered by Froala Editor

Tags Wine shop

Related articles Odisha News Lens 3.2

  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ
    ଦେଶ-ଦେଶାନ୍ତର

    କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

    14556
    Aug 18, 2022
  • ଚୁଇଂଗମ୍‌ ଚୋବାଇ ମାସିକ ୭୦ହଜାର ଟଙ୍କା ରୋଜଗାର
    ବିଶେଷ

    ଚୁଇଂଗମ୍‌ ଚୋବାଇ ମାସିକ ୭୦ହଜାର ଟଙ୍କା ରୋଜଗାର

    13616
    Aug 18, 2022
  • ଗର୍ଭବତୀ ମହିଳାଙ୍କୁ ଏହି  ଫଳ ଖାଇବା ମନା, କାହିଁକି ଜାଣନ୍ତୁ.....
    ବିଶେଷ

    ଗର୍ଭବତୀ ମହିଳାଙ୍କୁ ଏହି ଫଳ ଖାଇବା ମନା, କାହିଁକି ଜାଣନ୍ତୁ.....

    13961
    Aug 18, 2022
  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...
    ଦେଶ-ଦେଶାନ୍ତର

    ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...

    15202
    Aug 18, 2022
  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !
    ଦେଶ-ଦେଶାନ୍ତର

    ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13477
    Aug 18, 2022
  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...
    ଦେଶ-ଦେଶାନ୍ତର

    ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...

    15428
    Aug 18, 2022
  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି
    ଦେଶ-ଦେଶାନ୍ତର

    ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି

    15224
    Aug 18, 2022
  • ଆଧୀକ ଭାବିଲେ ଆସିଥାଏ ରୋଗ
    ବିଶେଷ

    ଆଧୀକ ଭାବିଲେ ଆସିଥାଏ ରୋଗ

    14553
    Aug 18, 2022
  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା
    ମନୋରଞ୍ଜନ

    ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା

    14770
    Aug 18, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି

    15224
    Aug 18, 2022
  • ମନୋରଞ୍ଜନ

    ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା

    14770
    Aug 18, 2022
  • ଖେଳ ଖବର

    ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ

    13766
    Aug 18, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଚୁଇଂଗମ୍‌ ଚୋବାଇ ମାସିକ ୭୦ହଜାର ଟଙ୍କା ରୋଜଗାର

    13616
    Aug 18, 2022
  • ଆଧୀକ ଭାବିଲେ ଆସିଥାଏ ରୋଗ

    14553
    Aug 18, 2022
  • ଗର୍ଭବତୀ ମହିଳାଙ୍କୁ ଏହି ଫଳ ଖାଇବା ମନା, କାହିଁକି ଜାଣନ୍ତୁ.....

    13961
    Aug 18, 2022
  • ସ୍ୱାମୀ/ସ୍ତ୍ରୀଙ୍କର ଏହି ଗୁଣ ବଦଳାଇବା ବହୁତ କଷ୍ଟକର

    14345
    Aug 17, 2022
  • ଶିଶୁଙ୍କ ଉପରେ କାହାର କୁଦୃଷ୍ଟି ପଡ଼ିଲେ କରନ୍ତୁ ଏହା

    15565
    Aug 17, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14790
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14942
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16531
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16301
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ କାନ୍ଧ ମିଶାଇ ଚାଲିବୁ

    15428
    Aug 18, 2022
  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

    14556
    Aug 18, 2022
  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ଆସିବେ ଟାଇଗର-ଶ୍ରଦ୍ଧା

    14770
    Aug 18, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In