ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

ସାଲେପୁର : ଥାନା ସାମ୍ନାରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର କିସନନଗରେ ଥାନା ନିକଟରେ। ଯୁବକ ଜଣଙ୍କ ଥାନା ସାମ୍ନାକୁ ଆସ ିନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇ ସେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଓ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗରୁତର ହୋଇଥିବା ଯୁବକଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ତେବେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଏହାସହିତ କେଉଁ କାରଣ ପାଇଁ ସେ ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଲେ, ତା’ର ଅସ୍ପଷ୍ଟ ରହିଛି ।
Powered by Froala Editor
Related articles Odisha News Lens 3.2
-
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14895Jul 05, 2022 -
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15159Jul 04, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14262Jul 04, 2022 -
ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
14366Jul 05, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13587Jul 04, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14167Jul 05, 2022 -
ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
14383Jul 05, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13483Jul 05, 2022 -
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
14626Jul 05, 2022
ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |
ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |
-
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15159Jul 04, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13587Jul 04, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14167Jul 05, 2022
About Us
- Bhubaneswar, Odisha, India
- 0 00000 000 00
- odishanewslens@gmail.com