Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ...

Home ›› ››ଆଜି ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ବିରୋଧୀ ଦଳ

ଆଜି ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ବିରୋଧୀ ଦଳ

2022-06-15 07:06:27
14359
Share:
Facebook
Twitter
E-Mail
WhatsApp
Telegram
ଆଜି ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ବିରୋଧୀ ଦଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ମାନସ ମନ୍ଥନ ନେଇ ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ବିରୋଧୀ ଦଳ । ଏହାର ମାତ୍ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଏନସିପି ମୁଖ୍ୟ ତଥା ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚାରେ ଥିବା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆଜି ହେବାକୁ ଥିବା ବିରୋଧୀ ମେଳିର ଆହ୍ବାନ ମଧ୍ୟ ମମତା ଦେଇଥିଲେ । ତେବେ ବୈଠକର ପୂର୍ବଦିନ ଏକାକୀ ଭାବେ ମମତା ଶରଦଙ୍କୁ ଭେଟିବା ଜାରି ରହିଥିବା ପ୍ରାର୍ଥ୍ବତ୍ବ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ।

ଆଜି ଆୟୋଜନ ହେବାକୁ ଥିବା ମିଳିତ ବିରୋଧୀ ବୈଠକକୁ ଆହୁରି କ୍ରିୟାଶୀଳ କରିବା ନେଇ ଆଲୋଚନା ହୋଇପାରେ । ଗତ କିଛି ଦିନ ହେବ ବିରୋଧୀଙ୍କ ପକ୍ଷରୁ ଶରଦଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ଜାରି ରହିଛି । ଏନେଇ କୌଣସି ବିରୋଧୀ ଦଳ ସିଧା ସଳଖ କିଛି ପ୍ରକାଶ କରିନାହାନ୍ତି । କିନ୍ତୁ ଏହି ପ୍ରାର୍ଥୀତ୍ବ ବିଚାରବିମର୍ଶ ଆରମ୍ଭ ହୋଇ ସାରିଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନାମରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସମୟ ବଢିବା ସହ ଏହି ଚର୍ଚ୍ଚା ଏବେ ଶରଦ ପାଓ୍ବାର ମୁହାଁ ହୋଇଛି ।ଏହାରି ମଧ୍ୟରେ ଆଜି  ବିରୋଧୀ ଦଳମାନେ ଦିଲ୍ଲୀରେ ମମତାଙ୍କ ଆହ୍ବାନରେ ଏକାଠି ହେବା ଓ ବୈଠକ ପୂର୍ବରୁ ମମତା ନିଜେ ଯାଇ ଶରଦଙ୍କୁ ବାସଭବନରେ ଭେଟି ଆଲୋଚନା କରିବା ଏହି ଚର୍ଚ୍ଚାକୁ ଆହୁରି ମଜବୁତ କରିଛି । ଅନ୍ୟପଟ ମମତାଙ୍କ ଦ୍ବାରା ଆହୁତ ବୈଠକରେ ଅନ୍ୟ ବିରୋଧୀ ଦଳଙ୍କ ସହିତ କଂଗ୍ରେସ ମଧ୍ୟ ସାମିଲ ହେବା ନେଇ ସ୍ପଷ୍ଟ ସୂଚନା ମିଳିଛି । ସୋନିଆ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତଣୁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଦଳକୁ ପ୍ରତିନିଧିତ୍ବ କରିବେ ।

Powered by Froala Editor

Tags Anti bjp meeting

Related articles Odisha News Lens 4.1

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ
    ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14622
    Feb 22, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14642
    Feb 23, 2026
  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14439
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
    ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13495
    Feb 22, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍
    ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13436
    Feb 22, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13723
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15088
    Feb 23, 2026
  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର
    ଦେଶ-ଦେଶାନ୍ତର

    ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର

    14413
    Feb 22, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14785
    Feb 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13436
    Feb 22, 2026
  • ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15088
    Feb 23, 2026
  • ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13495
    Feb 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17349
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17418
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17760
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16235
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15088
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15865
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14458
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15226
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15940
    Feb 17, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14961
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14474
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16084
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15369
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14622
    Feb 22, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13436
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13495
    Feb 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In