Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ...

  • ‘ଜନ ନାୟକନ୍‌’କୁ ମିଳିଲା ‘A’ ...

  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ...

  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ...

  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ...

  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ...

  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ...

  • ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ...

  • ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ

  • ତାଜ ହୋଟେଲକୁ ବୋମା ଧମକ

ରାଜ୍ୟ
Home ›› ରାଜ୍ୟ ››ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ

ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ

2022-06-13 09:28:13
15175
Share:
Facebook
Twitter
E-Mail
WhatsApp
Telegram
ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ । ପ୍ରଥମ ଥର ପାଇଁ ସ୍ନାନପୂଣ୍ଣର୍ମୀ ପୂର୍ବଦିନ ମନ୍ଦିରର ୪ ଦ୍ୱାରକୁ ବନ୍ଦ କଲା ପ୍ରଶାସନ । ପୂର୍ବରୁ ଏଭଳି ଦେଖିବାକୁ କେବେ ମିଳିନଥିଲା । ଦର୍ଶନ ବନ୍ଦ ରୁହେ ହେଲେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲା ରୁହେ । ଚଳିତଥର ମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣରେ ତ୍ରୀବ ନିନ୍ଦା କରାଯାଇଛି ।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଜି ମହାପ୍ରଭୁଙ୍କ ସେନାପଟା ଲାଗି । ସେଥିପାଇଁ ଭୋର୍ ୫ଟାରୁ ଅପରାହ୍ଣ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଥିଲା । ଏବେ ୪ଦ୍ୱାର ବନ୍ଦ ନେଇ ସୂଚନା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି  । ଚାରମାଳ ପିନ୍ଧା ସହିତ ସେନାପଟା ବନ୍ଧା ଗୁପ୍ତନୀତି ଅନୁଷ୍ଠିତ ହେବ  । ଅନ୍ୟପଟେ ଅଣସରରେ ରହିବା ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ  । ଆସନ୍ତାକାଲି ଘଣ୍ଟଘଣ୍ଟା କାହାଳୀ ସହିତ ଉତ୍ସବରେ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।

 ବିଶ୍ବ ନିୟନ୍ତା ମହାପ୍ରଭୁ। ବେଶ୍ ସ୍ବତନ୍ତ୍ର ତାଙ୍କର ଲୀଳାଖେଳା  । ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ବରରେ ପିଡୀତ ହେବେ ଶ୍ରୀଜିଉ  । ଉପଚାର ଲାଗି ଅଣସର ଘରେ ଚାଲିବ ଗୁପ୍ତସେବା  । ଏହି ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ ।

Powered by Froala Editor

Tags Shree mandir

Related articles Odisha News Lens 4.1

  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ

    13904
    Jul 13, 2026
  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ
    ଦେଶ-ଦେଶାନ୍ତର

    ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ

    13263
    Jul 13, 2026
  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’
    ଦେଶ-ଦେଶାନ୍ତର

    ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’

    13246
    Jul 13, 2026
  • ତାଜ ହୋଟେଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ତାଜ ହୋଟେଲକୁ ବୋମା ଧମକ

    15172
    Jul 12, 2026
  • ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ
    ଦେଶ-ଦେଶାନ୍ତର

    ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ

    14172
    Jul 12, 2026
  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ

    15526
    Jul 12, 2026
  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍
    ମନୋରଞ୍ଜନ

    ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍

    14350
    Jul 13, 2026
  • ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ
    ଦେଶ-ଦେଶାନ୍ତର

    ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ

    14570
    Jul 12, 2026
  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13657
    Jul 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ

    15526
    Jul 12, 2026
  • ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13657
    Jul 12, 2026
  • ଦେଶ-ଦେଶାନ୍ତର

    ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ

    14172
    Jul 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16973
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17585
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17639
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18039
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14334
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14811
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15562
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15671
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15483
    Jul 05, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15844
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15711
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13818
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14939
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ

    14172
    Jul 12, 2026
  • ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍

    13525
    Jul 13, 2026
  • ତାଜ ହୋଟେଲକୁ ବୋମା ଧମକ

    15172
    Jul 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In