Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ ...

  • ସମସ୍ତ ପ୍ରତିଶ୍ରୁତି ପୂରଣ ନହେଲେ ପୁଣି ...

  • କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ...

  • ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ...

  • ନାଳନ୍ଦାରେ କକରୋଚ୍ କାଫେ

  • ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ...

  • ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ...

  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ...

  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ...

  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ...

ବିଶେଷ
Home ›› ବିଶେଷ ››ଓଜନ ହ୍ରାସ କରେ ଛତୁଆ, କିଭଳି ଜାଣନ୍ତୁ

ଓଜନ ହ୍ରାସ କରେ ଛତୁଆ, କିଭଳି ଜାଣନ୍ତୁ

2022-06-03 03:36:08
15063
Share:
Facebook
Twitter
E-Mail
WhatsApp
Telegram
ଓଜନ ହ୍ରାସ କରେ ଛତୁଆ, କିଭଳି ଜାଣନ୍ତୁ

ଛତୁଆ ସ୍ୱାସ୍ଥ୍ୟ ପାଇଁ ବରଦାନ। ଖରାଦିନେ ଛତୁଆ ସେବନ କଲେ ସବୁଆଡ଼ୁ ଲାଭ ମିଳିଥାଏ, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଛତୁଆ ଆପଣଙ୍କ ବଢ଼ୁଥିବା ଓଜନକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରି ପାରିବ। ଆଜିକାଲି ଓଜନ ବୃଦ୍ଧି ସମସ୍ୟା ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଉଛି। ଏମିତିରେ ଛତୁଆ ଆପଣଙ୍କ ସମସ୍ୟାର ଏକ ବଢ଼ିଆ ସମାଧାନ ହୋଇପାରିବ। ଏଥିରେ ଫାଇବର, ପ୍ରୋଟିନ ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପେଟ ସହ ଜଡ଼ିତ ସମସ୍ୟା ପାଇଁ ମଧ୍ୟ ଛତୁଆ ରାମବାଣ ଚିକିତ୍ସା ହୋଇଥାଏ। ଆସନ୍ତୁ ଜାଣିବା, ଛତୁଆ କିଭଳି ଭାବେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ଛତୁଆରେ ଭରପୂର ମାତ୍ରାରେ ଫାଇବର ରହିଛି, ଯାହା କି ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ପୂରିବାର ଅନୁଭବ କରାଇଥାଏ। ଛତୁଆ ଖାଇଲେ ବାରମ୍ବାର ଭୋକ ଲାଗି ନ ଥାଏ, ଯଦ୍ଦ୍ଵାରା ଆପଣ ଅତିରିକ୍ତ କ୍ୟାଲୋରୀ ନେବାରୁ ବଞ୍ଚି ଯାଆନ୍ତି। ଯଦି ଆପଣ ଓଜନ କମ୍‌ କରିବା ପାଇଁ ଚେଷ୍ଟା କରୁଛନ୍ତି, ତ ଛତୁଆ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ତେବେ ସକାଳେ ଜଳଖିଆ ରୂପେ ଏହାକୁ ସେବନ କଲେ ଅଧିକ ଲାଭ ମିଳିଥାଏ। ଶରୀରକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରିବା ପାଇଁ ମଧ୍ୟ ଛତୁଆ ସବୁଠାରୁ ଭଲ ଡାଏଟ୍‌ ହୋଇଥାଏ।

ଛତୁଆ ଶରୀରକୁ ଶୀତଳତା ପ୍ରଦାନ କରିବା ସହିତ ଆପଣଙ୍କୁ ଭରପୂର ପୋଷଣ ଦେଇଥାଏ। ଆପଣ ଚାହିଁଲେ ଛତୁଆକୁ ସରବତ କରି ପିଇ ପାରିବେ ନଚେତ୍‌ ବହଳିଆ ଭାବେ ଗୋଳାଇ ଖାଇ ପାରିବେ। ଛତୁଆର ଲୁଣିଆ ସରବତ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଏହାଦ୍ୱାରା ଆପଣଙ୍କ ଭୋକ ଶାନ୍ତ ରହିଥାଏ। କେବଳ ସରବତ ନୁହେଁ, ଛତୁଆରୁ ଆପଣ ବିଭିନ୍ନ ପ୍ରକାର ଡ୍ରିଙ୍କ୍‌ ମଧ୍ୟ ପ୍ରସ୍ତୁତ କରି ସେବନ କରି ପାରିବେ।

ତେବେ ଅଧିକ ମାତ୍ରାରେ ଛତୁଆ ସେବନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ। କାହିଁକି ନା, ଏହାଦ୍ୱାରା ଗ୍ୟାସ୍‌ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଦିନରେ ଥରେ କିମ୍ବା ଦୁଇ ଥର ହିଁ ଛତୁଆ ଖାଇବା ଦରକାର। ଛତୁଆ ବୁଟ ବା ଚଣାରେ ପ୍ରସ୍ତୁତ ହୋଇଥାଏ। ତେଣୁ ଯେଉଁ ଲୋକମାନଙ୍କୁ ବୁଟ କିମ୍ବା ଚଣାରେ ଆଲର୍ଜି ରହିଛି, ସେମାନେ ଛତୁଆ ସେବନ କରିବା ଉଚିତ ନୁହେଁ। ଏହା ବ୍ୟତୀତ ଯେଉଁ ମାନଙ୍କର ଗ୍ୟାସ୍‌ ସମସ୍ୟା ଅଛି, ସେମାନେ ମଧ୍ୟ ଛତୁଆ କମ୍‌ ମାତ୍ରାରେ ସେବନ କରିବା ଉଚିତ।

Powered by Froala Editor

Tags Health tips

Related articles Odisha News Lens 4.1

  • ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ
    ଦେଶ-ଦେଶାନ୍ତର

    ବିଧାନସଭା ଉପନିର୍ବାଚନର: ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ

    14591
    Aug 03, 2026
  • ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାକୁ କ୍ଷମା ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାକୁ କ୍ଷମା ଦେଲେ ମୋଦୀ

    14520
    Aug 03, 2026
  • କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍

    15322
    Aug 03, 2026
  • ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ
    ଦେଶ-ଦେଶାନ୍ତର

    ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ

    13649
    Aug 03, 2026
  • ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ସମସ୍ତିପୁର-ସହର୍ସା ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ

    15372
    Aug 03, 2026
  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...
    ଦେଶ-ଦେଶାନ୍ତର

    ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ...

    14327
    Aug 03, 2026
  • ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ କଲେ ଏହି ଘୋଷଣା, କ'ଣ ଜାଣନ୍ତୁ
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ କଲେ ଏହି ଘୋଷଣା, କ'ଣ ଜାଣନ୍ତୁ

    14356
    Aug 04, 2026
  • ନାଳନ୍ଦାରେ କକରୋଚ୍ କାଫେ
    ଦେଶ-ଦେଶାନ୍ତର

    ନାଳନ୍ଦାରେ କକରୋଚ୍ କାଫେ

    13524
    Aug 03, 2026
  • ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ
    ଦେଶ-ଦେଶାନ୍ତର

    ଛୋଟ ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ

    15064
    Aug 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ କଲେ ଏହି ଘୋଷଣା, କ'ଣ ଜାଣନ୍ତୁ

    14356
    Aug 04, 2026
  • ଦେଶ-ଦେଶାନ୍ତର

    ସମସ୍ତ ପ୍ରତିଶ୍ରୁତି ପୂରଣ ନହେଲେ ପୁଣି ଆନ୍ଦୋଳନ: ସିଜେପି

    13630
    Aug 04, 2026
  • ଦେଶ-ଦେଶାନ୍ତର

    କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍

    15322
    Aug 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17014
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17621
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17673
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18074
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15936
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14871
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14424
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    16047
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15925
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14550
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14247
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15042
    Jul 28, 2026
  • ଫିକା ପଡିବ ସୁନାର ଚମକ

    14138
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ କଲେ ଏହି ଘୋଷଣା, କ'ଣ ଜାଣନ୍ତୁ

    14356
    Aug 04, 2026
  • କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲା : ବ୍ରିଜ ଭୂଷଣ ସିଂହଙ୍କୁ କ୍ଲିନ୍ ଚିଟ୍

    15322
    Aug 03, 2026
  • ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

    14327
    Aug 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In