Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ...

  • ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ...

  • ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ...

  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ...

  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ...

  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ...

  • କାମ କରିବା ବନ୍ଦ କରିଦେଲା ଫେସବୁକ

  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ...

ବିଶେଷ
Home ›› ବିଶେଷ ››ଏହି ଗଛ ଦେଇଥାଏ ପ୍ରଚୁର ଅକ୍ସିଜେନ

ଏହି ଗଛ ଦେଇଥାଏ ପ୍ରଚୁର ଅକ୍ସିଜେନ

2021-05-07 06:27:14
14084
Share:
Facebook
Twitter
E-Mail
WhatsApp
Telegram
ଏହି ଗଛ ଦେଇଥାଏ ପ୍ରଚୁର ଅକ୍ସିଜେନ

ସମ୍ପ୍ରତି ଅକ୍ସିଜେନ ଅଭାବରୁ ଆଖି ପିଛୁଳାକେ ଚାଲିଯାଉଛି ହଜାର ହଜାର ଅମୂଲ୍ୟ ଜୀବନ । ଦେଶର ଏହିଭଳି ଏକ ବିପର୍ଯ୍ୟୟ ଅବସ୍ଥାରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । କିନ୍ତୁ ଏଯାଏ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ ହୋଇପାରି ନାହିଁ । 

 ଆୟୂର୍ବେଦ ଅନୁସାରେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ନିଜର ଅକ୍ସିଜେନର ପରିମାଣ ବଢାଇପାରିବେ । ଯେମିତିକି ଅଶ୍ୱତ୍ଥ ବୃକ୍ଷ । ଆଇର୍ବେଦରେ ଏହି ଗଛକୁ ପବିତ୍ର ଓ ଜୀବନରକ୍ଷକ ମନାଯାଏ । ଏହି ବୃକ୍ଷ ଦ୍ୱାରା ଅକ୍ସିଜେନର କମିକୁ ମଧ୍ୟ ପୂରଣ କରାଯାଇପାରିବ । ସୂଚନାଯୋଗ୍ୟ ଯେ, ଯେତେବେଳେ ଉତ୍ତରପ୍ରଦେଶର ଶାହାଜହାଁପୁର ତିଲହର ଠାରେ କିଛି ଲୋକ ଶ୍ୱାସକ୍ରି୍ରୟା କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ଅଶ୍ୱତ୍ଥ ଗଛ ତଳେ ଶୋଇପଡିଥିଲେ । ସେହିଦିନ ସେମାନଙ୍କ ମଧ୍ୟରୁ କିଛି ଲୋକେ ଅଶ୍ୱତ୍ଥ ପତ୍ର ସେବନ କରିବାରୁ ଆଶ୍ୱସ୍ତି ଲାଭ କରିଥିଲେ । କିନ୍ତୁ ଏନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରିନାହାନ୍ତି । ସବୁଠୁ ବଡ କଥା ହେଉଛି ଆୟୁର୍ବେଦରେ ଅଶ୍ୱତ୍ଥ ଗଛକୁ ନିମ୍ବ ଗଛ ଭଳି ଔଷଧୀୟ ବୋଲି ଧରାଯାଏ । ଯଦି ଆପଣଙ୍କ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଅଶ୍ୱତ୍ଥ ଗଛର ଛେଲିକୁ ଶୁଖାଇ , ଏହାକୁ ଗୁଣ୍ଡ କରି ଖାଇବା ଦ୍ୱାରା ସବୁ ପ୍ରକାର ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ପ୍ରତିଦିନ ଦୁଇଟି ଅଶ୍ୱତ୍ଥ ପତ୍ର ସେବନ କରିବା ଦ୍ୱାରା ଶରୀରରେ ଅକ୍ସିଜେନ ସାଚୁରେସନ ଲେବେଲ୍ ଠିକ୍ ରହିଥାଏ । ଅଶ୍ୱତ୍ଥ ଗଛର ପତ୍ରକୁ ଶୁଖାଇ ମିଶ୍ରି ସହିତ କାଢା ତିଆରି କରି ପିଇଲେ ଥଣ୍ଡା, ସର୍ଦୀରୁ ମୁକ୍ତି ମିଳିଥାଏ ।

. ଅଶ୍ୱତ୍ଥପତ୍ରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଇମୁ୍ୟନିଟି ବଢାଇଥାଏ । ଏହି ପତ୍ରକୁ ଗୁଳୁଚି ଲତା ସହ ମିଶାଇ ଦିନକୁ ଦୁଇ ତିନି ଥର ସେବନ କରନ୍ତୁ ଏହା ଆପଣଙ୍କ ଇମୁ୍ୟନ ସିଷ୍ଟମକୁ ସୁଦୃଢ ରଖିବ ।
.ଏହା ଭୋକ ବଢାଇବାରେ ସାହାଯ୍ୟ କରିଥାଏ । ଏହି ପତ୍ରରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, ଫ୍ୟାଟ, ଫାଇବର, କ୍ୟାଲ୍ସିୟମ, ଆଇରନ ଓ ମ୍ୟାଗ୍ନେସିୟମ ତତ୍ତ୍ୱ ମହଜୁଦ ରହିଛି ।
.ଏହା ସମସ୍ତ ପ୍ରକାର ଦାନ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ଏହି ଗଛର ଦାନ୍ତକାଠିରେ ଦାନ୍ତ ଗସିବା ଦ୍ୱାରା ଦାନ୍ତ ମଜବୁତ ହେବା ସହ ସମସ୍ତ ଦାନ୍ତ ସମସ୍ୟା ଦୂର ହୋଇଥାଏ । ଏହା ଛଡା ଅଶ୍ୱତ୍ଥ ଗଛର ଛେଲି ସହିତ ଜୟୀନ୍ତା ଓ ୨ଗ୍ରାମ ମରିଚକୁ ପେଶି ଆପଣ ଟୁଥପେଷ୍ଟ ତିଆରି କରିପାରିବେ ।
.ଏହି ଗଛର ପତ୍ର ଶରୀରରେ ବିଷର ପରିମାଣ କମାଇବା ସହିତ ଶରୀରର କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିଥାଏ । ଯଦି କାହାକୁ ବିଷଧର ଜୀବଜନ୍ତୁ କାମୁଡି ଦେଇଥାନ୍ତି, ପାଖରେ ଡାକ୍ତର ମହଜୁଦ ନଥାନ୍ତି, ତେବେ ଅଶ୍ୱତ୍ଥ ରସ ପିଆଇବା ଦ୍ୱାରା ଶରୀରରୁ କିଛିକାଂଶରେ ବିଷର ପରିମାଣ କମିଥାଏ ।
.ଅଶ୍ୱତ୍ଥ ଗଛର ଛେଲିକୁ କିମ୍ବା ପତ୍ରକୁ ତ୍ୱଚାରେ ଲେପନ କଲେ ଏହା ତ୍ୱଚାର ରଙ୍ଗକୁ ଚମକାଇବାରେ ସାହାଯ୍ୟ କରିଥାଏ ।
.ଅଶ୍ୱତ୍ଥ ଗଛ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ । ଏହର କୋମଳ ପତ୍ରକୁ ନିୟମିତ ଚୋବାଇ ଖାଇଲେ ଏହା ଆପଣଙ୍କ ସ୍ଟ୍ରେସ୍ ଲେବେଲ କମାଇଥାଏ ଓ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।  

Powered by Froala Editor

Tags Tree health

Related articles Odisha News Lens 4.1

  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ

    14792
    Jul 20, 2026
  • ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

    14494
    Jul 20, 2026
  • କାମ କରିବା ବନ୍ଦ କରିଦେଲା ଫେସବୁକ
    ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15499
    Jul 19, 2026
  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ

    14727
    Jul 20, 2026
  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ

    14557
    Jul 19, 2026
  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ
    ଦେଶ-ଦେଶାନ୍ତର

    ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15592
    Jul 20, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ...
    ବାଣିଜ୍ୟ

    ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ...

    13380
    Jul 20, 2026
  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର
    ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14822
    Jul 20, 2026
  • ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ
    ଦେଶ-ଦେଶାନ୍ତର

    ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ

    14035
    Jul 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ

    14557
    Jul 19, 2026
  • ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14822
    Jul 20, 2026
  • ଦେଶ-ଦେଶାନ୍ତର

    ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ

    14792
    Jul 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16986
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17648
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18050
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14098
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14380
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14722
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    15011
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15749
    Jul 07, 2026

ବାଣିଜ୍ୟ

ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

ଏକ ୨- ମିନିଟର ସନ୍‌ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ


ଭୁବନେଶ୍ୱର / ପୁରୀ : ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ...

  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    13955
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13806
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14173
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15842
    Jul 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14698
    Jul 19, 2026
  • ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

    14494
    Jul 20, 2026
  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14822
    Jul 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In