ବଜ୍ରପାତରେ ଗୋଟିଏ ପରିବାରର ୮ ଗୁରୁତର
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁି ମିଳୁଛି । ବଜ୍ରପାତର ଗୋଟିଏ ପରିବାରର ୮ଜଣ ଗରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସିଲପଡା ଗ୍ରାମରେ । ଏହାସହିତ ବଲାଙ୍ଗିର ଝରବାହାଲିରେ ମଧ୍ୟ ବଜ୍ରପାତରେ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟପଟେ ଲମତାପୁଟରେ ପ୍ରବଳ ପବନରେ ବିଦୁ୍ୟତ ଟ୍ରାନ୍ସଫର୍ମର ଉପୁଡି ଯାଇଛି ଓ ବିଶାଖାପାଟଣା-କିରଣ୍ଡଲକୁ ସଂଯୋଗ କରୁଥିବା ରେଲୱେ ଟ୍ରାକରୁ ମାଟି ଧସିଛି ।
ବଜ୍ରପାତରେ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଚିକିସôାଳୟରେ ଭର୍ତ୍ତି କରାଯାଇ ଚିକିସôା ଜାରି ରହିଛି
Powered by Froala Editor