Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

  • ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ...

  • ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ...

  • ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ...

  • "ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍

  • ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

  • ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ...

  • ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ...

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

Home ›› ››ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ: ସମ୍ବିତ ପାତ୍ର

ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ: ସମ୍ବିତ ପାତ୍ର

2022-05-10 10:06:43
15708
Share:
Facebook
Twitter
E-Mail
WhatsApp
Telegram
ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ: ସମ୍ବିତ ପାତ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ ଓ ସରକାର ଭୁଲ ସ୍ୱୀକାର କରନ୍ତୁ ବୋଲି ସମ୍ବିତ ପାତ୍ର କହିଛନ୍ତି  । କୀର୍ତ୍ତିରାଜି ଧ୍ୱଂସ ପାଇଁ ଓଡିଶା ସରକାରଙ୍କୁ ଭବିଷ୍ୟତ ପୀଢି କ୍ଷମା କରିବନାହିଁ  ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଲିଥିବା ପ୍ରକଳ୍ପ ପାଇଁ କୌଣସି ଅନୁମତ ମିଳିନଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନାହୁଁ  । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ସମ୍ବିତ ପାତ୍ର  । ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଇଥିବା ଉଲ୍ଲେଖ ରହିଛି  । ଯଦି ନିର୍ମାଣରେ ସନେ୍ଦହନଥିଲା ତେବେ କାହିଁକି ଡିପିଆର ବଦଳାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି  ।

 

Powered by Froala Editor

Tags Sambit patra

Related articles Odisha News Lens 4.1

  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...
    ଦେଶ-ଦେଶାନ୍ତର

    କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...

    15456
    Mar 19, 2026
  • ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି
    ଦେଶ-ଦେଶାନ୍ତର

    ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

    13524
    Mar 19, 2026
  • ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ

    13618
    Mar 19, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14940
    Mar 19, 2026
  • ମନୋରଞ୍ଜନ

    "ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍

    14929
    Mar 19, 2026
  •  ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

    13427
    Mar 19, 2026
  • ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ପାର୍ସଲ
    ଦେଶ-ଦେଶାନ୍ତର

    ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ପାର୍ସଲ

    13592
    Mar 19, 2026
  • ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ଏମିତି ଠକେଇ
    ଦେଶ-ଦେଶାନ୍ତର

    ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ଏମିତି ଠକେଇ

    13712
    Mar 19, 2026
  • ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ଏସିଡ୍ ମାଡ
    ଦେଶ-ଦେଶାନ୍ତର

    ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ଏସିଡ୍ ମାଡ

    14625
    Mar 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14940
    Mar 19, 2026
  • ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15046
    Mar 18, 2026
  • ଦେଶ-ଦେଶାନ୍ତର

    ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

    13524
    Mar 19, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17377
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17440
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17789
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16257
    Apr 03, 2021

ବିଶେଷ

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14940
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15046
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14101
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13996
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14266
    Mar 14, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15687
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15149
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14997
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14508
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ

    13618
    Mar 19, 2026
  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ଭୋଟ

    15456
    Mar 19, 2026
  • ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ପାର୍ସଲ

    13592
    Mar 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In